Sign in
Sign in
Recover your password.
A password will be e-mailed to you.
କେବେ ଓ କାହିଁକି ହୋଇଥିଲା କାରଗିଲ୍ ଯୁଦ୍ଧ
ମେ ମାସ ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧ ଆରମ୍ଭ ହୋଇଥିଲା
ଏହା ୬୦ ଦିନ ଧରି ଚାଲିଥିଲା ।
ଜୁଲାଇ ମାସ ୨୬ ତାରଖରେ କାରଗିଲ୍ ଦଖଲ ସହ ଏହି ଯୁଦ୍ଧ ଶେଷ ହୋଇଥିଲ ।
ଏ ଯୁଦ୍ଧ ବିଷୟରେ ତତ୍କାଳୀନ ପାକିସ୍ତାନର ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍ ଜାଣି ନଥିଲେ ।
ପାକିସ୍ତାନ ସେନା ମୁଖ୍ୟ…
୨୬ ତାରିଖ ଶୁକ୍ରବାରରୁ ପ୍ରବଳ ବର୍ଷା ସମ୍ଭାବନା, ୪ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର - ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୬ତାରିଖ ବେଳକୁ ଲଘୁଚାପ ବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…
ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନରେ ଜଙ୍କ ଫୁଡ ନିଷିଦ୍ଧ, ଗାଇଡଲାଇନ ଜାରି କଲେ ସରକାର
ମୁମ୍ବାଇ: ମହାରାଷ୍ଟ୍ରର ୧୦ ହଜାର ସ୍କୁଲ- କଲେଜର କ୍ୟାଣ୍ଟିନରୁ ଏବେ ଧିରେ ଧିରେ ଜଙ୍କ ଫୁଡ ଶେଷ ହୋଇଯିବ । ‘ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେଶନ ସ୍କୁଲ-କଲେଜର କ୍ୟାଣ୍ଟିନ ପାଇଁ ଗାଇଡଲାଇନ୍ସ ଜାରି କରିବା ପରେ ଏହାକୁ ଲାଗୁ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରିଛି,…
ଆନ୍ଧ୍ରପ୍ରଦେଶର ରାଜ୍ୟାପାଳ ଭାବେ ଦାୟୀତ୍ୱ ଗ୍ରହଣ କଲେ ବିଶ୍ୱଭୂଷଣ ହରିଚନ୍ଦନ
ହାଇଦ୍ରାବାଦ .- ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ବୁଧବାରରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟବିଚାରପତି ଜଷ୍ଟିସ୍ ସି.ପ୍ରବୀଣକୁମାର ତାଙ୍କୁ ଶପଥପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ…
ଗ୍ରୀନ ମହାନଦୀ ପାଇଁ ଅଣଷଠି କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ
ଭୁବନେଶ୍ୱର . - ରାଜ୍ୟ ସରକାର ଗତ ୨୦୧୮-୧୯ ବର୍ଷରେ ଗ୍ରୀନ୍ ମହାନଦୀ ମିଶନ ଯୋଜନାରେ ମୋଟ୍ ଅଣଷଠି କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ୫୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ…
ଓଡ଼ିଶାରେ ଚାକିରି ବୟସ ୪୪ ବର୍ଷକୁ ବୃଦ୍ଧି ପାଇଁ ବିଧାନସଭାରେ ଦାବି
ଭୁବନେଶ୍ୱର . - ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରୀ ଚାକିରିରେ ପ୍ରବେଶ ବୟସ ସୀମା ବୃଦ୍ଧି କରିବା ଲାଗି ଉଭୟ ଶାସକ ଓ ବିରୋଧୀଦଳର ସଦସ୍ୟମାନେ ଦାବି କରିଛନ୍ତି। ଗତକାଲି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ …
ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ୍ ୨୦୧୯ ପାରିତ
ନୂଆଦିଲ୍ଲୀ .- ବୁଧବାରରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ୍ ୨୦୧୯ ଲୋକସଭାରେ ପାରିତ ହୋଇଛି । ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଲାଗି ଏଭଳି ଏକ କଠୋର ଆଇନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି । ଆତଙ୍କବାଦୀ ସହ ଜଡ଼ିତ…
୧୯୯୯ ମସିହାରେ ‘ଅପରେସନ ବିଜୟ’ ଓ ବିଜୟ ଦିବସ
ଆଜି କାରଗିଲ ବିଜୟ ଦିବସ। ୧୯୯୯ ମସିହାରେ ‘ଅପରେସନ ବିଜୟ’ ଅଭିଯାନରେ ତଥାକଥିତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ। ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯…
କାରିଗିଲ୍ରେ ପାକିସ୍ତାନ ସୈନ୍ୟଙ୍କ ଅନୁପ୍ରବେଶ ବିଷୟରେ ସୂଚନା ଦେଇଥିଲେ ଗୋପାଳକ
କାରଗିଲ୍ ଯୁଦ୍ଧ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । କାରଗିଲ୍ ସହ ଟାଇଗର ହିଲ୍ ଓ କାଶ୍ମୀରର ଅନ୍ୟକେତକ ସ୍ଥାନରେ ପାକିସ୍ତାର ସୈନ୍ୟମାନେ ଅନୁପ୍ରବେଶ କରିବା ସହ ବଙ୍କର ତିଆରି କରିଥିଲେ । ଶୀତ ଦିନର ତୁଷାରପାତ ସମୟରେ ସେମାନେ ସେହି ସ୍ଥାନରେ ଅନୁପ୍ରବେଶ କରିଥିଲେ ।…
କାରଗିଲ୍ ଯୁଦ୍ଧରେ ଅନେକ ଓଡିଆ ପୁଅ ହୋଇଥିଲେ ସହିଦ୍
କାରଗିଲ୍ ଯୁଦ୍ଧରେ ଅନେକ ଓଡିଆ ପୁଅ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଭଦ୍ରକ ନିରଞ୍ଜନ ବେହେରା ଓ ଗଞ୍ଜାମର ଉମାକାନ୍ତ ପଟ୍ଟନାୟକ ଅନ୍ୟତମ । ଯୁବକ ଅବସ୍ଥାରେ ମାତ୍ର ୧୯ ବର୍ଷ ବୟସରେ ଉମାକାନ୍ତ ଦେଶ ପାଇଁ ସହିଦ ହୋଇଥିଲେ ।
ଭଦ୍ରକ ଚାନ୍ଦବାଲିର ନିରଞ୍ଜନ ବି ଯୁବକ ଅବସ୍ଥାରେ…