Sign in
Sign in
Recover your password.
A password will be e-mailed to you.
ବନ୍ଧୁତ୍ୱ , ସବୁ ସମ୍ପର୍କଠାରୁ ଶୀର୍ଷରେ ଥାଏ!
ଦୁନିଆରେ ବନ୍ଧୁତ୍ୱ ସବୁଠାରୁ ମୂଲ୍ୟବାନ ସମ୍ପର୍କ , ତାହା କେବଳ ଏମିତି କୁହାଯାଇ ନାହିଁ। ଏହି ସମ୍ପର୍କ କେବେ ବି ମଉଳି ଯାଏ ନାହିଁ। ବନ୍ଧୁତ୍ୱ ସବୁ ସମୟରେ ଜୀବନରେ ଏକ ଅଦ୍ଭୁତ ପ୍ରକାର ବାସ୍ନା ଭରି ଦେଇଥାଏ। ବନ୍ଧୁତାରେ କେବେ ରାଗ ତ କେବେ ଭଲ ପାଇବା ଦେଖା ଦେଇଥାଏ। ଯେତେ ଯାହା ହେଲେ…
ପ୍ରକୃତ ବନ୍ଧୁ, ଆମ ଜୀବନର ଏକ ନିଆରା ଚରିତ୍ର
ପ୍ରକୃତ ବନ୍ଧୁ ସବୁବେଳେ ନିଜର ବନ୍ଧୁସହ ଛିଡା ହୋଇଥିଏ । ଖୁସୀରେ ସାମିଲ ହେବା ସହ ଦୁଃଖ ସମୟରେ ସାହାଯ୍ୟ କରିଥାଏ। ଏପରିକି ବନ୍ଧୁ ପାଇଁ ବି ପ୍ରାଣ ବଳି ଦେଇଥାଏ। ଏପରି ଏକ ବନ୍ଧୁତ୍ୱ ମହାଭାରତରେ ଦେଖିବାକୁ ମଳିଥିଲା । କୃଷ୍ଣ ସୁଦାମା, କୃଷ୍ଣ ଅର୍ଜୁନଙ୍କର ବନ୍ଧୁତ୍ୱଙ୍କ କଥା…
ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଗୁଇନ୍ଦା ରିପୋର୍ଟ ପରେ ସୁରକ୍ଷା ପାଇଁ ପୁରୀ ପୁଲିସ ପ୍ରସ୍ତୁତ ଥିବା…
ପୁରୀ- ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଂକା ରହିଛି ବୋଲି ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି । ଏହାପରେ ପୁରୀ ପୋଲିସ ସୁରକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଏସ୍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ…
ଦିନକୁ ଖାଆନ୍ତୁ ୨ଟି କଦଳୀ, କମିବ ରକ୍ତଚାପ
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଦିନକୁ ୨ଟି କଦଳୀ ଖାଇବା ଦରକାର । କାରଣ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଶରୀର ପକ୍ଷେ ଏହା ମଙ୍ଗଳଦାୟକ । ଗୋଟିଏ କଦଳୀରେ ଆପଣଙ୍କର ଭିଟାମିନ ବି-୬ ର ଦୈନିକ ଆବଶ୍ୟକତାର ୨୦ ପ୍ରତିଶତ ଯେତେବେଳେ କି ‘ଭିଟାମିନ-ସି’ର ଦୈନିକ ଆବଶ୍ୟକତା ୧୫ ପ୍ରତିଶତ ହୋଇଥାଏ । ଏହା…
ପ୍ରକୃତ ବନ୍ଧୁ ମୃତ୍ୟୁ ପର୍ଯ୍ୟନ୍ତ ସାଥିରେ ରହିଥାଏ
ପ୍ରକୃତ ବନ୍ଧୁ ସୁଖରେ ଦୁଃଖରେ ସବୁବେଳେ ସାଙ୍ଗରେ ଛିଡା ହୋଇଥାଏ । ଦରକାର ପଡିଲେ ସେ ନିଜର ପ୍ରାଣବଳୀ ବି ଦେଇଥାଏ । ପୌରାଣିକ ଗାଥାରେ ଓ ମହାଭାରତରେ ବି ଏପରି ବନ୍ଧୁତ୍ୱର ଉଦାହରଣ ଦେଖିବାକୁ ମିଳିଥାଏ ଯ
କୃଷ୍ଣ ସୁଦାମା, କୃଷ୍ଣ ଅର୍ଜୁନଙ୍କର ବନ୍ଧୁତ୍ୱଙ୍କ କଥା ସମସ୍ତେ ଚର୍ଚ୍ଚା…
ସରକାର ନିଷ୍ପତ୍ତି ନେଲେ ଓଡ଼ିଶାରେ ପୁଣି ଥରେ ବାଘ ଗଣନା ହେବ: ପିସିସିଏଫ
ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଘ ଦିବସ ଅବସରରେ ସର୍ବ ଭାରତୀୟ ବାଘ ଗଣନା-୨୦୧୮ ରିପୋର୍ଟ ପାଇବା ପରେ ଓଡ଼ିଶାର ବାଘ ସଂଖ୍ୟାକୁ ନେଇ ସନ୍ଦେହ ଦେଖାଯାଇଛି। ଜାତୀୟ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମୋଟ ୨୮ଟି ବାଘ ଅଛନ୍ତି। ମାତ୍ର ବନ ବିଭାଗ ଏହି ରିପୋର୍ଟକୁ ସ୍ୱୀକାର କରୁ…
ରାଜ୍ୟରେ ସମସ୍ତ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଓଜନ ଯାଞ୍ଚ ହେବ
ଭୁବନେଶ୍ୱର .- ରାଜ୍ୟର ସବୁ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଞ୍ଚ ହେବ । ଅନେକ ଇଂରାଜୀ ମାଧ୍ୟମ ଓ ଘରୋଇ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବହି ଓ ଖାତା ସ୍କୁଲ ବ୍ୟାଗରେ ଆଣିବା ପାଇଁ ବାଧ୍ୟ କରାଯାଉଛି। ଓଜନିଆ ବ୍ୟାଗ ନେବାରୁ…
ଗୁରୁବାରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଲାଗି ହେଲା ଚିତା
ପୁରୀ -ବୁଧବାରରେ ପାମ୍ପରିକ ଚିତୋଉ ଅମାବାସ୍ୟା ପାଳିତ ହୋଇଯାଇଛି । । ଘରେଘରେ ଚିତୋଉ ପିଠା ପ୍ରସ୍ତୁତ କରାଯାଇଥିଲା ।
ଗୁରୁବାରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁବର୍ଣ୍ଣ ଚିତାଲାଗି କରାଯାଇଛି । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁମାନଙ୍କ ମସ୍ତକରୁ ସୁବର୍ଣ୍ଣ ଚିତା ଓଲାଗି…
ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଆଇସିୟୁ
ଭୁବନେଶ୍ୱର . - ୨୦୨୦ ମାର୍ଚ୍ଚ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସୁବିଧା ଉପଲବ୍ଧ ହେବ ଏବଂ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏହା ୨୦୨୧ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ।
କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ…
ବିନିଯୋଗ ବିଲ ଗୃହରେ ଆଗତ
ଭୁବନେଶ୍ୱର . - ଚଳିତ ଷୋଡଶ ବିଧାନସଭାରେ ଅନୁମୋଦିତ ହୋଇଥିବା ରାଜ୍ୟ ସରକାରଙ୍କ ୪୩ଟି ବିଭାଗ ଖର୍ଚ ଦାବି ବିନିଯୋଗ ଉପରେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ୧ ଲକ୍ଷ ୪୬ ହଜାର ୬୧ କୋଟି ୯ ଲକ୍ଷ ୩୨ ହଜାର ଟଙ୍କାର ବିନିଯୋଗ ବିଲ ବୁଧବାରରେ ଗୃହରେ ଆଗତ କରିଛନ୍ତି।
କଂଗ୍ରେସ ବିଧାୟକ ଦଳର ନେତା…