Sign in
Sign in
Recover your password.
A password will be e-mailed to you.
ଭାଦ୍ରବମାସ କୃଷ୍ଣ ଦ୍ୱାଦଶୀରେ ଜଗନ୍ନାଥଙ୍କର ପ୍ରଳମ୍ବାସୁର ବଧ ବେଶ ଓ ଲୀଳୀ
ପୁରୀ - ଜନ୍ମଷ୍ଟମୀ ପରଠାରୁ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଦୂପ ପରେ ତିନି ଖଣ୍ଡ ଆଜ୍ଞାମାଳ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ଭୋଗ ସରିଲେ ମଦନମୋହନ ଓ…
ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଜଗନ୍ନାଥଙ୍କର ଅନୁଷ୍ଠିତ ହେଲା କାଳୀୟ ଦଳନ ଓ ଧେନୁକାସୁର ବଧ ଲୀଳା
ପୁରୀ - କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଦୂପ ପରେ ତିନି ଖଣ୍ଡ ଆଜ୍ଞାମାଳ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ଭୋଗ ସରିଲେ ମଦନମୋହନ ଓ ରାମ କୃଷ୍ଣ ଭିତର ସିଂହାସନକୁ ବେଜ କରିଥିଲେ । ଏହାପରେ ଲୋକନାଥ ରାସ୍ତାରେ ଥିବା ଲବଣୀ…
ପୋତି ହେଉଛି ମାଲେସିଆ ଜାହାଜ
ବ୍ରହ୍ମଗିରୀ - ଚିଲିକା ମୁହାଣ ରାଜହଂସରେ ବାଟବଣା ହୋଇ ଲାଗିଥିବା ମାଲେସିଆ ଜାହାଜ ଜିନ୍ ହ୍ୱା ମଧ୍ୟରୁ ଖୁବ୍ ଶୀଘ୍ର ତେଲ ବାହାର କରାଯିବ । ଏ ନେଇ ଜାହାଜ ମାଲିକ ଦୁଇଦିନ ତଳେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଜାହାଜରୁ କିପରି ତେଲ ବାହାର କରିବାକୁ ହେବ ତାହା ଆଲୋଚନା ହୋଇଥିବା…
ଏଣିକି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ନିୟମ ଭଙ୍ଗ ଜଗିବ ଡ୍ରୋନ୍ – ଟ୍ରାଫିକ୍
ଭୁବନେଶ୍ୱର - ଏଣିକି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ନିୟମ ଭଙ୍ଗ କରୁଥିବା ଗାଡ଼ି ଚାଳକଙ୍କୁ ଜଗିବ ଡ୍ରୋନ୍ କ୍ୟାମେରା । ଏଥିପାଇଁ ରବୀନ୍ଦ୍ର ମଣ୍ଡପରୁ ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ଅଞ୍ଚଳ ହେବ ‘ନୋ ଓଭର୍ଟେକିଂ ଜୋନ୍’ । ଦ୍ୱୈତ ନଗରୀ ପୁଲିସ୍ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀ ଏହି…
ଓଡ଼ିଶା ପିସିସି ନିର୍ବାଚନ କମିଟି ଭଙ୍ଗ ,ନିରଞ୍ଜନ ରହିବେ ସଭାପତି
ଭୁବନେଶ୍ୱର - ଲୋକସଭା ଓ ଓଡ଼ିଶା ରାଜ୍ୟ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଓଡ଼ିଶା ପିସିସିର ସବୁ ପଦାଧିକାରୀଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅପସାରଣ କରିଛି । ସଭାପତି, କାର୍ଯ୍ୟକାରୀ ସଭାପତିଙ୍କୁ ଛାଡି ସବୁ ପଦାଧିକାରୀଙ୍କୁ ଅପସାରଣ କରାଯାଇଛି । ପଦାଧିକାରୀଙ୍କ ସହ…
ନୂଆଦିଲ୍ଲୀର ନିଗମ ଘାଟରେ ହେଲା ଅରୁଣ ଜେଟଲୀଙ୍କର ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ .- ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିରେ ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି ନୂଆଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯାଇଛି । ଅପରାହ୍ଣ ୨ଟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରୁ ଜେଟଲୀଙ୍କ ପାର୍ଥୀବ ଶରୀର ନିଗମବୋଧ ଘାଟକୁ…
ଜୁନାଗଡ ରୋଡ-ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରୁ ଭୁବନେଶ୍ୱରକୁ ଚଳାଚଳ ଆରମ୍ଭ
କଳାହାଣ୍ଡି- ଜୁନାଗଡ ରୋଡ-ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରୁ ଭୁବନେଶ୍ୱରକୁ ଆଜିଠାରୁ ଚଳାଚଳ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜୁନାଗଡ ରୋଡ ରେଳଷ୍ଟେସନ ଠାରେ ଓଡିଶାର ଗୃହ, ଶକ୍ତି ଓ ଏମଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିରୋଧୀ ଦଳା ନେତା…
ନୂଆଦିଲ୍ଲୀର ନିଗମ ଘାଟରେ ହେବ ଅରୁଣ ଜେଟଲୀଙ୍କର ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ .- ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିରେ ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି ନୂଆଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବ । ଅପରାହ୍ଣ ୨ଟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରୁ ଜେଟଲୀଙ୍କ ପାର୍ଥୀବ ଶରୀର ନିଗମବୋଧ ଘାଟକୁ…
ଜନ୍ମାଷ୍ଟମୀ ପାଇଁ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ, ୬ଟାରୁ ରାତି ୧୧ଟା ସାଧାରଣ ଭକ୍ତଙ୍କର ଦର୍ଶନ ବନ୍ଦ
ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ଶୁକ୍ରବାରରେ ରାଜ୍ୟବ୍ୟାପୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ମହୋତ୍ସବ ପାଳନ କରାଯାଉଛି । ଏଥିଲାଗି ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପାରମ୍ପରିକ ରୀତିମତେ ବଡ଼ ଦେଉଳରେ ପାଳିତ ହେବାକୁ ଥିବା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଏକ ଗୁପ୍ତନୀତି…
ରାଗିଂ, ଅଭିଯୋଗ, ପ୍ରଥମ ବର୍ଷ ପରୀକ୍ଷା ଦେଇ ପାରିବେନି ୧୦ ଛାତ୍ର
ବୁର୍ଲା .- ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ରେ ହୋଇଥିବା ରାଗିଂଅଭିଯୋଗ ଘଟଣାର ତଦନ୍ତ କରିବା ଲାଗି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ତଦନ୍ତ କରିବା ଲାଗି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ…