କ୍ଷୀରଦର ବୃଦ୍ଧି

ଭୁବନେଶ୍ୱର -ଓଡିଶା ସରକାର ଖୁବ୍‍ ଶୀଘ୍ର ଓମ୍‍ଫେଡ କ୍ଷୀର ଦର ବୃଦ୍ଧି କରାପାରନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଥିବା ଘରୋଇ ଦୁଗ୍‍ଧ କମ୍ପାନୀମାନେ ଦର ବୃଦ୍ଧି କରିସାରିଥିବାରୁ ଓମ୍‍ଫେଡ କ୍ଷୀର ଦର ମଧ୍ୟ ବୃଦ୍ଧି କରିବାକୁ ସରକାର ବିଚାର…

ଛୁଟି ଦିନରେ ଖୋଲା ରହିବ ଆରଟିଓ ଅଫିସ୍‌

ଭୁବନେଶ୍ୱର -ନୂଆ ମୋଟରଯାନ ଆଇନକୁ ଦେଶବ୍ୟାପୀ କଡାକଡି ଭାବେ ପାଳନ କରାଯାଉଥିବାବେଳେ ଜନସାଧାରଣଙ୍କୁ ପ୍ରସ୍ତୁତ ହେବାକୁ ରାଜ୍ୟ ସରକାର ୩ମାସ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡିମାଲିକ ଓ ଚାଳକମାନେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଏଥିପାଇଁ ଛୁଟି ଦିନରେ…

ଖରିଫ୍‍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର - ଖରିଫ୍‍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତକାଲି ନାମ ପଞ୍ଜିକରଣର ଶେଷ ତାରିଖ ଥିଲା । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୧୦ଲକ୍ଷ ଚାଷୀ ଧାନ…

ସାନ ଡିସ୍କର ନୂଆ ୟୁଏସ୍‌ବି ଡ୍ରାଇଭ- ରାଜ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ କରୁଛି ୱେଷ୍ଟର୍ଣ୍ଣ ଡ଼ିଜିଟାଲ

ଭୁବନେଶ୍ୱର: ୱେଷ୍ଟର୍ଣ୍ଣ ଡିଜିଟାଲ୍ କର୍ପୋରେସନ୍ (ଏନ୍ଏଏସ୍‌ଡିଏକ୍ୟୁ: ଡବ୍ଲୁଡିସି) ଏହାର ଆଧୁନିକ ସଂସ୍କରଣ, ସାନ୍‌ଡିସ୍କ ଡୁଆଲ୍ ଡ୍ରାଇଭ୍‌କୁ ଆଜି ଭୁବନେଶ୍ୱରରେ ପ୍ରଦର୍ଶନ କରିଛି। ସାନ୍‌ଡିସ୍କ ଡୁଆଲ୍ ଡ୍ରାଇଭ୍ ଏକ ଉଚ୍ଚ କାର୍ଯ୍ୟକ୍ଷମ ଡ୍ରାଇଭ୍ ଅଟେ, ଯାହାଦ୍ୱାରା ତଥ୍ୟଗୁଡ଼ିକୁ ସହଜରେ…

ଗଣେଶ ଚତୁର୍ଥୀର କଥା

ଥରେ ଶିବ ପାର୍ବତୀଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ଏଥିପାଇଁ ମା ପାର୍ବତୀ କୈଳାସ ଛାଡି ଏକ ଗୁମ୍ଫାରେ ବାସ କରୁଥିଲେ । ସେ ସ୍ନାନ କରିବା ସମୟରେ ହଳଦୀ ଚନ୍ଦନରୁ ଏକ ପ୍ରତିମା ତିଆରି କରିଥିଲେ । ସେଥିରେ ପ୍ରାଣ ପ୍ରତିଷ୍ଠା କରିଥିଲେ । ତାଙ୍କର ନାମ ଦେଇଥିଲେ ଗଣେଶ । ଗଣେଶ ଗୁମ୍ଫାରେ ପ୍ରହରା…

 ଗଣେଶ ପୂଜା ସହ ଜଡିତ ମାନ୍ୟତା

ଭଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣାନନ ବିଘ୍ନହର୍ତ୍ତା, ଏକଦନ୍ତ ଗଜାନନନ ଦୟାବନ୍ତ ଗଣେଶଙ୍କର ପୂଜା ଅନୁଷ୍ଠିତ ହୋଇଥାଏ । ଏହି ଦିନ ଲୋକମାନେ ମାଟିରେ ତିଆରି ପ୍ରତିମା ଘରେ ସ୍ଥାପନା କରିଥାଆନ୍ତି । ଗଣେଶ ଚତୁର୍ଥୀରେ ମୂର୍ତ୍ତୀରେ ପ୍ରାଣ ପ୍ରତିଷ୍ଠା କରାଯାଇଥାଏ । ଏଥିପାଇଁ…

ଜାଣନ୍ତୁ ଗଣେଶ ପୂଜାର ତାରିଖ, ତିଥି , ସମୟ ଓ ଶୁଭ ମୁହୁର୍ତ୍ତ

ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା , ଗଜାନନ, ପାର୍ବତୀଙ୍କର ପୁତ୍ର । ସେ ଭକ୍ତଙ୍କର ସମସ୍ତ କଷ୍ଟ ନିବାରଣ କରନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଗଣେଶ ପୂଜା ପଡୁଛି। ଭାଦ୍ରମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିର ଗଣେଶ ପୂଜା ହୋଇଥାଏ । ଗଣେଶ ଚତୁର୍ଥୀ ତାରିଖସ ସମୟ ଓ ଶୁଭ ମୁହୁର୍ତ୍ତ ଗଣେଶ…

କେମିତି କରିବେ ମାଲପୁଆ

ଆବଶ୍ୟକ ସାମଗ୍ରୀ ଅଟା – ଆବଶ୍ୟକ ପରିମାଣରେ କଦଳୀ – ୨ଟି ଚିନି – ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ଚାମଚ ତେଲ – ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା ,ପାଣି , କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ…

ଗଣେଶ ପୂଜାରେ କରନ୍ତୁ ରାଶି ପିଠା

ଗଣେଶ ପୂଜା ଅବସରରେ ଆପଣ ଘରେ ବେଶ୍‌ ସ୍ୱାଦିଷ୍ଟ ରାଶି ପିଠା କରି ପାରିବେ କେମିତି କରିବେ ଚାଉଳ – ୩କପ ଗୁଡ – ୨୦୦ଗ୍ରାମ ରାଶି – ୧କପ ପାଣି – ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତି ପ୍ରଣାଳୀ : ପିଠା ପାଇଁ ଚାଉଳକୁ ପାଣିରେ ଗୋଟିଏ ୮ରୁ ୧୨ ଘଣ୍ଟା ଭିଜାଇ ଦିଅନ୍ତୁ। ଚାଉଳରୁ…

ପୂଜାରେ କରନ୍ତୁ ନିରାମିଷ ଭେଜ୍‌ ପଲାଉ ଭାରୀ ସ୍ୱାଦିଷ୍ଟ

ଗଣେଶ ପୂଜାରେ ଆପଣ ଏହି ଭେଜ୍‌ ପଲାଉ କରି ପାରିବେ ବାସୁମତୀ ଚାଉଳ – ୧କପ ଚିନି – ୩ ଚାମଚ କେସର – ଅଳ୍ପ ହଳଦୀ ଗୁଣ୍ଡ – ଅଳ୍ପ ଲୁଣ – ସାମାନ୍ୟ ବାଦାମ ପିସ୍ତା – ଅଳ୍ପ ଘିଅ – ଆବଶ୍ୟକ ପରିମାଣରେ କିସମିସ – ୧୨ଟି କାଜୁ – ୧୨ଟି ଗୁଜୁରାତି – ୩ଟି ଲବଙ୍ଗ – ୪ ରୁ ୫ଟି ଡ଼ାଲଚିନି –…