ଚଳିତ ମାସ ୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର - ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସ ୨୭ ଓ ୨୮ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସୂଚନା ଅନୁସାରେ ରାଷ୍ଟ୍ରପତି କୋବିନ୍ଦ ଗଞ୍ଜାମର ଗୋଳାବନ୍ଧ ଏୟାର୍‍ ଡିଫେନ୍‍ସ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତା ୨୭ ତାରିଖ ସନ୍ଧ୍ୟା ୬ଟାରେ…

୧୨ ହଜାର ବ୍ୟାଙ୍କ କ୍ଲରିକାଲ ପୋଷ୍ଟ, ଆଇବିପିଏସ୍‌ରେ ଜାଣନ୍ତୁ ଆବେଦନ ତାରିଖ, ଯୋଗ୍ୟତା, ଦରମା,ପରୀକ୍ଷା ବିଷୟରେ

ଯେଉଁମାନେ ବ୍ୟାକିଂ କିମ୍ବା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ଖୁସୀ ଖବର ।ଏବେ ସେମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି ।ଇନଷ୍ଟିଟ୍ୟୁଟ ଅଫ୍‌ ବ୍ୟାକିଂ ପେରସୋନେଲ ବା ଆଇବିପିଏସ୍‌ ଏବେ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଖାଲି ଥିବା କ୍ଲର୍କ ପଦବୀ ପାଇଁ…

ଏବେ ଦୋକାନି ଓ ଚାଷୀ ପାଇବେ ପେନସନ,କିଷାନ୍‍ ମାନ୍‍ ଧନ୍‍ ଯୋଜନା ଏବଂ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବ୍ୟାପାରୀ ଦୁକାନଦାର…

ରାଞ୍ଚି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରରେ ଝାଡ଼ଖଣ୍ଡର ରାଞ୍ଚିଠାରେ କିଷାନ୍‍ ମାନ୍‍ ଧନ୍‍ ଯୋଜନା ଏବଂ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବ୍ୟାପାରୀ ଦୁକାନଦାର ସ୍ୱରୋଜଗାର ପେନ୍‍ସନ୍‍ ଯୋଜନାର ଶୁଭାରମ୍ଭ କରିଛନ୍ତି । ୬୦ବର୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମାସିକ ତିନି…

ଆଇବିପିଏସ୍‌ କ୍ଲର୍କ ନୋଟିଫିକେସନ ୨୦୧୯: ସାରା ଭାରତରେ୧୨୦୭୫ କ୍ଲର୍କ ପଦ ପାଇଁ , ଗ୍ରାଜୁଏଟ୍‌ ମାନେ ଆବେଦନ କରିପାରିବେ…

ଯେଉଁମାନେ ବ୍ୟାକିଂ କିମ୍ବା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ଖୁସୀ ଖବର ।ଏବେ ସେମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି ।ଇନଷ୍ଟିଟ୍ୟୁଟ ଅଫ୍‌ ବ୍ୟାକିଂ ପେରସୋନେଲ ବା ଆଇବିପିଏସ୍‌ ଏବେ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଖାଲି ଥିବା କ୍ଲର୍କ ପଦବୀ ପାଇଁ…

ଭୁବନେଶ୍ୱରରେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ହେବ ୧୭ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ୍‍

ଭୁବନେଶ୍ୱର - ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ୧୭ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ୍‍ ଅନୁଷ୍ଠିତ ହେବ । ଏଥିପାଇଁ ଫିଫା ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୫ଟି ସହରକୁ ଅନୁଧ୍ୟାନ କରାଯାଇଛି । ଟୁର୍ଣ୍ଣାମେଣ୍ଟର ଆୟୋଜନ ଦୌଡ଼ରେ ଥିବା ଅନ୍ୟ ସହରଗୁଡ଼ିକ ହେଲା କୋଲକାତା,…

ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ମାମଲାରେ ୯ ଜଣଙ୍କୁ ଫାଶୀଦଣ୍ଡାଦେଶ ମାମଲାରେ…

କଟକ- ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ମାମଲାରେ ୯ ଜଣଙ୍କୁ ଫାଶୀଦଣ୍ଡାଦେଶ ମାମଲାରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‍ କ୍ୟୁରୀ ଆଇନଜୀବୀ ରତିକାନ୍ତ ମହାପାତ୍ର ଓ…

ଝାରସୁଗୁଡ଼ା-ବିମାନ ବନ୍ଦରରୁ କୋଲକତା ଓ ବେଙ୍ଗାଲୁରକୁ ଉଡିବ ବିମାନ

ଝାରସୁଗୁଡା - ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଆଉ ୨ଟି ନୂଆ ସହର ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ବିମାନ ଚଳାଚଳ ନେଇ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଆଞ୍ଚଳିକ ବିମାନ…

ରାଜ୍ୟର ପ୍ରଥମ କଫି ପ୍ରକ୍ରିୟା କରଣ ପ୍ଲାଣ୍ଟ ଆରମ୍ଭ

କୋରାପୁଟ -କୋରାପୁଟ୍‍ଠାରେ ରାଜ୍ୟର ପ୍ରଥମ କଫି ପ୍ରକ୍ରିୟା କରଣ ପ୍ଲାଣ୍ଟ ଆରମ୍ଭ ହୋଇଛି । ୫୦ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ଲାଣ୍ଟକୁ ରାଜ୍ୟର ଏକ ଘରୋଇ ସଂସ୍ଥା ଆର୍ଥିକ ସହଯୋଗ ଯୋଗାଇଛି । ଏହି ପ୍ଲାଣ୍ଟ ଆରମ୍ଭ ହେବା ଫଳରେ କୋରାପୁଟ୍‍ ଓ ରାୟଗଡ଼ା ଜିଲ୍ଲାର ପ୍ରାୟ ଏକ ହଜାର କଫିଚାଷୀ ଉପକୃତ…

ତିନିଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର - ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ଶାସ୍ତ୍ର ଓ ପରମ୍ପରା ଅନୁସାରେ ରଥାଯାତ୍ରା କରିବା ପାଇଁ ପରାମର୍ଶ ଦେଲେ ଗଜପତି

ପୁରୀ - ପଞ୍ଜାବ ଲୁଧିଆନରେ ଇସ୍କନ ପକ୍ଷରୁ ଅଦିନରେ କରାଯାଉଥିବା ରଥଯାତ୍ରାକୁ ନ କରିବାକୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିବା ସହ ଶାସ୍ତ୍ର ଅନୁଯାୟୀ ପବିତ୍ର ରଥଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି । ଏ ନେଇ ଗଜପତି ଏକ ପ୍ରେସ୍‍ ବିଜ୍ଞପ୍ତି ଜାରି କରିଛନ୍ତି । ପ୍ରତିବର୍ଷ ଆଷାଢ଼…