Sign in
Sign in
Recover your password.
A password will be e-mailed to you.
ବଢିଲା ଓମ୍ଫେଡ୍ କ୍ଷୀର ଦର
ଭୁବନେଶ୍ୱର - ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ମାନରେ ପରିବର୍ତ୍ତନ ପାଇଁ ସରକାର ଓମ୍ଫେଡ୍ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ଏହି ନୂଆ ଦର ଶୁକ୍ରବାରଠାରୁ ଲାଗୁ ହୋଇଛି ।
ସରକାରଙ୍କଠାରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଥିଲା । ।…
ଏଣିକି ଉଭୟ ଅନ୍ଲାଇନ୍ ଓ ଅଫ୍ ଲାଇନ୍ରେ ପ୍ରଦୂଷଣ ପ୍ରମାଣପତ୍ର ହୋଇପାରିବ
ଭୁବନେଶ୍ୱର - ଏଣିକି ଉଭୟ ଅନ୍ଲାଇନ୍ ଓ ଅଫ୍ ଲାଇନ୍ରେ ପ୍ରଦୂଷଣ ପ୍ରମାଣପତ୍ର ହୋଇପାରିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହି ପ୍ରମାଣପତ୍ର ଆସନ୍ତାମାସ ପହିଲାରୁ ସରକାର ବାଧ୍ୟତାମୂଳକ କରିଥିଲେ ।
ତେବେ ରାଜ୍ୟରେ ଟେଷ୍ଟିଂ ୟୁନିଟ୍ର ଅଭାବ ଓ ଟେଷ୍ଟିଂ ସେଣ୍ଟରରେ…
ଆରବିଆଇ, ପିଏମ୍ସି ବ୍ୟାଙ୍କ ପରି କଟକଣା ଜାରି କଲେ ଆପଣଙ୍କ ଜମା ଟଙ୍କାର କଅଣ ହେବ ଜାଣନ୍ତୁ
ମୁମ୍ବଇ - କେତକ ଅନିୟମିତତା ଯୋଗୁଁ ପଞ୍ଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ (ପିଏମ୍ସି) ଉପରେ କଟକଣା ଜାରି କରିଥିଲେ । ପୂର୍ବରୁ ଜଣେ ଉପଭୋକ୍ତା ଏକ ହଜାର ଟଙ୍କା ଉଠାଣ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ଏବେ ଏଥିରେ କୋହଳ କରି ଜଣେ ଉପଭୋକ୍ତା ଦୈନିକ ୧୦ ହଜାର ଟଙ୍କା ଉଠାଣ କରି…
ଆରମ୍ଭ ହେଲା ଦଲାଲ ହଟାଅ କାର୍ଯ୍ୟକ୍ରମ,ରାଜ୍ୟର ସମସ୍ତ ଆର୍.ଟି.ଓ. ଅଫିସ୍ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ ହେବ
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାଜ୍ୟର ବିଭିନ୍ନ ହସ୍ପିଟାଲ୍ରୁ ୩୦ଜଣ ଦଲାଲଙ୍କୁ ଗିରଫ୍ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ରୁ ୪ ଦଲାଲ୍କୁ ଗିରଫ୍…
ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍ବେଗ ପ୍ରକାଶ
ନୂଆଦିଲ୍ଲୀ - ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହା ଉପରେ ଲଗାମ ଲଗାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।
ଅଦାଲତ କହିଛନ୍ତି, ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଯେଭଳି ବଢିଚାଲିଛି,…
ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ -ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ - ସୁପ୍ରିମକୋର୍ଟ କହିଛନ୍ତି ଏକ ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ । ପ୍ରଧାନବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ରାୟକୁ କାଏମ…
ଏଣିକି ଅଫିସ କିମ୍ବା ବିଭିନ୍ନ ମିଟିଂରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ
ଭୁବନେଶ୍ୱର - ଏଣିକି ଅଫିସ କିମ୍ବା ବିଭିନ୍ନ ମିଟିଂରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି । ଏମିତିକି ଅଫିସମାନଙ୍କରେ…
ଏଣିକି ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ସ୍ୱଚ୍ଛତା ପୁରସ୍କାର
ଭୁବନେଶ୍ୱର - ଏଣିକି ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ସ୍ୱଚ୍ଛତା ପୁରସ୍କାର ପ୍ରଦାନ କରାଯିବ । ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କହିଛନ୍ତି, ଏଥିପାଇଁ ବିଦ୍ୟାଳୟଗୁଡ଼ିକ ଏଣ୍ଡ୍ରଏଡ୍ ଆପ୍ ମାଧ୍ୟମରେ ଅନ୍ଲାଇନ୍ରେ…
ମୋଦିଙ୍କୁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ
ନ୍ୟୁୟର୍କ- ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଯେଉଁ ଭାରତୀୟମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ଏହାକୁ ତାଙ୍କ…
ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ସବ୍ଡିଭିଜନ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଖୋଲିବ
ଭୁବନେଶ୍ୱର - ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ସବ୍ଡିଭିଜନ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତକାଲି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଡ୍ରାଇଭିଂ ଲାଇସେନ୍ସ ପାଇବା ଲାଗି ରାଜ୍ୟର…