ବଢିବ ଶୀତ- ଆସନ୍ତା ୨ରୁ ୩ ଦିନରେ ୧୪ ଜିଲ୍ଲାରେ ଘନ କୁହୁଡି

ଭୁବନେଶ୍ୱର - କ୍ରମାଗତ ଭାବେ ତିନି ଦିନ ହେବ ରାଜ୍ୟର କେତେକ ଜିଲ୍ଲାରେ ଶୀତର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବା ସହିତ ଘନି କୁହୁଡ଼ି ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତା ଠିକ୍‍ ଭାବରେ ଦେଖାଯାଉ ନ ଥିବାରୁ ଯାନବାହନ ଚଳାଚଳରେ…

ଟ୍ରେନ ରୁଟ୍‌ରେ ପରିବର୍ତ୍ତନ

ଭୁବନେଶ୍ୱର - ମୁଗଲସରାଇ ରେଳମଣ୍ଡଳର ବାବୁଆ ଷ୍ଟେସନଠାରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟପାଇଁ ଆସନ୍ତା ଡିସେମ୍ବର ୫ ଓ ୬ ତାରିଖ ଦିନ ଉଭୟ ନୂଆଦିଲ୍ଲୀ ଓ ପୁରୀରୁ ଛାଡ଼ିବାକୁ ଥିବା ୧୨୮୦୧ ଓ ୧୨୮୦୨ ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଏହାର ସ୍ଥିରୀକୃତ ମାର୍ଗ…

ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର - ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବେଶନକୁ ଗତକାଲିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ନଭେମ୍ବର ୧୩ରୁ…

ହୋମ୍‌ଟାଉନ ପକ୍ଷରୁ ଆକର୍ଷଣୀୟ ଇୟର ଏଣ୍ଡ୍ ସେଲ୍

ଭୁବନେଶ୍ୱର: ଭାରତର ଲୋକପ୍ରିୟ ହୋମଷ୍ଟାର, ହୋମ୍‌ଟାଉନ ଲୋକପ୍ରିୟ “ଇୟର ଏଣ୍ଡ୍ ସେଲ୍” ପୁଣିଥରେ ଭୁବନେଶ୍ୱର, ସତ୍ୟନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଥିବା ଏହାର ଷ୍ଟୋର୍କୁ ବଡ ଧମାକା ସହ ଫେରିଆସିଛି। ଏହି ହୋମ୍ ଟାଉନ୍ ଷ୍ଟୋର୍ ଭାରତରେ କମ୍ପାନୀର ସର୍ବବୃହତ୍ ଷ୍ଟୋର୍ ମଧ୍ୟରୁ…

ଓଡିଶା ସରକାରଙ୍କ ନିର୍ଦେଶ- ସ୍କୁଲ ବସ୍‌ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର - ବିଭିନ୍ନ ବେସରକାରୀ ଓ ଇଂଲିଶ ମିଡିୟମ ସ୍କୁଲର ସ୍କୁଲ ବସ୍‌ ରହିଛି । କେତକ ସ୍କୁଲ ବସ୍‌ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ଯାଉଛନ୍ତି । ଅନେକ ସମୟରେ ଛୋଟ ପିଲା ଛିଡା ହୋଇଯାତ୍ରା କରୁଛନ୍ତି। ପ୍ରାଇଭେଟ୍‌ ବା ବେସରକାରୀ ସ୍କୁଲର ସ୍କୁଲ ବସ୍‌ରେ ଆବଶ୍ୟକତାକରୁ ଅଧିକ…

ଝାରଖଣ୍ଡ ନିର୍ବାଚନର ୪ ଟି ଖବର

୮୧ ଅ।ସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ରାଞ୍ଚି --- ୮୧ ଅ।ସନ ବିଶିଷ୍ଟ ଝାରଖଣ ବିଧାନସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିପାଇଁ ନ ପାଇଁ ତାରିଖ ଘୋଷଣା ହୋଇ ସାରିଛି । ଝାରଖଣ୍ଡର ୧୯ଟି ଜିଲା ସମ୍ବେଦନଶୀଳ । ୧୩ଟି ଜିଲା ଅତି…

ଦୁଇଟି ଆସନରୁ ନିର୍ବାଚନ ଲଢିବେ ହେମନ୍ତ ସୋରେନ୍‌

ରାଞ୍ଚି - କଂଗ୍ରେସ ଓ ଜେଏମ୍‌ଏମ୍‌ ସହ ଆର୍‌ଜେଡି ମିଳିତ ଭାବେ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି । ହେମନ୍ତ ସୋରେନ୍‌ ଏହାର ନେତୃତ୍ୱ ନେଉଛନ୍ତି । ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ଶୁକ୍ରବାରରେ ଜେଏମ୍‌ଏମ୍‌ ୧୩ଟି ଆସନ ପାଇଁ…

ହେମନ୍ତ ସୋରେନ୍ ହୋଇପାରନ୍ତି କଂଗ୍ରେସ ଓ ଜେଏମ୍‌ଏମ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ରାଞ୍ଚି - ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଜେଏମ୍‌ଏମ୍ ମେଣ୍ଟ କରିଛନ୍ତି । ଏଥିପାଇଁ ଜେଏମ୍‌ଏମ୍‌ଏମ୍‌ ଓ କଂଗ୍ରେସ ସହ ବୁଝାମଣା ହୋଇଛି । ଜେଏମ୍‌ଏମ୍‌ ଅଧିକ ଆସନରେ ନିଜ ପ୍ରାର୍ଥୀ ଦେବ । ଜେଏମ୍‌ଏମ୍‌ର ହେମନ୍ତ ସୋରେନ୍‌ଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା…

ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ମେଣ୍ଟ

ରାଞ୍ଚି - ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଏଥର ମେଣ୍ଟ କରିଛନ୍ତି  । ବିଜେପିକୁ ମୁକାବିଲା କରିବା ପାଇଁ ଏହି ଦୁଇ ଦଳ ମେଣ୍ଟ କରିଛନ୍ତି । ଏବେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା  ୪୩ଟି ଆସନରେ ଓ କଂଗ୍ରେସ ୩୧ ଆସନରେ ଓ ଆରଜେଡି ୭ …

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଝାରଖଣ୍ଡ ନିର୍ବାଚନ ବିଷୟରେ ଦେଲେ ଏହି ସୂଚନା

ନୂଆଦିଲ୍ଲୀ - ୨୦୨୦ ଜାନୁଆରୀ ୫ ତାରିଖରେ ଝାରଖଣ୍ଡ ନିର୍ବାଚନର କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ନଭେମ୍ବର ୩୦ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ୫ ଟି ପର୍ଯ୍ୟାୟରେ ଝାରଖଣ୍ଡ ନିର୍ବାଚନ ଅନୁଷ୍ଠିତ ହେବ । ନକ୍ଲ ପ୍ରବଣ ଜିଲ୍ଲାମାନଙ୍କରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…