ହେମନ୍ତ ସୋରେନ୍ ହୋଇପାରନ୍ତି କଂଗ୍ରେସ ଓ ଜେଏମ୍‌ଏମ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

0 1,984

ରାଞ୍ଚି – ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଜେଏମ୍‌ଏମ୍ ମେଣ୍ଟ କରିଛନ୍ତି । ଏଥିପାଇଁ ଜେଏମ୍‌ଏମ୍‌ଏମ୍‌ ଓ କଂଗ୍ରେସ ସହ ବୁଝାମଣା ହୋଇଛି । ଜେଏମ୍‌ଏମ୍‌ ଅଧିକ ଆସନରେ ନିଜ ପ୍ରାର୍ଥୀ ଦେବ । ଜେଏମ୍‌ଏମ୍‌ର ହେମନ୍ତ ସୋରେନ୍‌ଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ପାରେ ।

ଜେଏମ୍‌ଏମ୍‌ ୪୩ କଂଗ୍ରେସ ୩୧ ଓ ଆର୍‌ଜେଡି ୭ଟି ଆସନରେ ନିର୍ବାଚନ ଲଢିବ। ହେମନ୍ତ ସୋରେନ୍‌ ମେଣ୍ଟର ନେତୃତ୍ୱ ନେବେ ।

ଏବେ ବି ମେଣ୍ଟରେ ଆର୍‌ଜେଡି ଅଧିକ ଆସନ ଦାବି କରୁଛି । ଏଥିପାଇଁ ଲାଲୁଙ୍କର ବଡ ପୁଅ ତେଜସ୍ୱୀ ହେମନ୍ତ ସୋରେନ୍‌ଙ୍କୁ ଭେଟିଛନ୍ତି ।

Leave A Reply