ହେମନ୍ତ ସୋରେନ୍ ହୋଇପାରନ୍ତି କଂଗ୍ରେସ ଓ ଜେଏମ୍ଏମ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ରାଞ୍ଚି - ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଜେଏମ୍ଏମ୍ ମେଣ୍ଟ କରିଛନ୍ତି । ଏଥିପାଇଁ ଜେଏମ୍ଏମ୍ଏମ୍ ଓ କଂଗ୍ରେସ ସହ ବୁଝାମଣା ହୋଇଛି । ଜେଏମ୍ଏମ୍ ଅଧିକ ଆସନରେ ନିଜ ପ୍ରାର୍ଥୀ ଦେବ । ଜେଏମ୍ଏମ୍ର ହେମନ୍ତ ସୋରେନ୍ଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା…