Sign in
Sign in
Recover your password.
A password will be e-mailed to you.
ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସୀ ଖବର – ଏହି ୭ଟି ସେକ୍ଟରେ ନିଯୁକ୍ତିର ପ୍ରବଳ ସୁଯୋଗ
ନୂଆଦିଲ୍ଲୀ -- ଏବେ ଭାରତର ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଚାକିରିରେ ୭.୧୨ ପ୍ରତିଶତ ବୃଦ୍ଧି ହୋଇଛି ।
ଟିମଲିଜ୍ ସର୍ଭିସେସ୍ ନିଜର ଏକ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷରେ ଚାକିରରେ ବୃଦ୍ଧି ହୋଇଥିବା ସୂଚନା ଦେଇଛି ।…
ଭୁଲ୍ ନ କରି ଜରିମାନା ଦେଇଥିଲେ ଟଙ୍କା ଫେରିପାଇବେ ଗାଡ଼ିଚାଳକ
ଭୁବନେଶ୍ୱର - ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନ କରି ଭୁଲ୍ରେ ଚାଲାଣ କଟାଯାଇଥିଲେ ଗାଡ଼ିଚାଳକମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇବେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହି ସୂଚନା ଦେଇଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନେଇ କିଛି ଲୋକଙ୍କ ନାମରେ ଭୁଲରେ ଚାଲାଣ କଟାଯାଇଥିବା…
ଚିକିତ୍ସାଧୀନ ଅବସ୍ଥାରେ ଉନ୍ନାଓ ପୀଡିତାଙ୍କର ମୃତ୍ୟୁ – ଦୁଷ୍କର୍ମ ଅଭିଯୁକ୍ତମାନେ ପୋଡି କରିଥିଲେ ହତ୍ୟା ଉଦ୍ୟମ
ନୂଆଦିଲ୍ଲୀ - ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଉନ୍ନାଓରେ ଗତ ଗୁରୁବାରରେ ଗଣ ଦୁଷ୍କର୍ମ ଅଭିଯୁକ୍ତମାନେ ପୀଡିତାଙ୍କୁ ପୋଡି କରି ହତ୍ୟା ଉଦ୍ୟମ କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଲକ୍ଷ୍ମୌରୁ ବିମାନ ଯୋଗେ ଦିଲ୍ଲୀ ଚିକିତ୍ସା ପାଇଁ ଅଣାଯାଇଥିଲା…
ମୋଦୀ ସରକାରଙ୍କ ଯୋଜନା – ସମସ୍ତଙ୍କୁ ଏବେ ୭୨,୦୦୦/ ବର୍ଷକୁ ପେନସନ୍ – ବିବାହିତା ଦମ୍ପତି ମାସକୁ…
ମୋଦୀ ସରକାରଙ୍କ ଯୋଜନା - ସମସ୍ତଙ୍କୁ ଏବେ ୭୨,୦୦୦/ ବର୍ଷକୁ ପେନସନ୍ - ବିବାହିତା ଦମ୍ପତି ମାସକୁ ବିନିଯୋଗ କରିବେ ମାତ୍ର ୨୦୦ ଟଙ୍କା
ନୂଆଦିଲ୍ଲୀ - ଏବେ ସରକାର କର୍ମଜୀବୀ , ବ୍ୟବସାୟୀ ଓ ଅନ୍ୟମାନଙ୍କ ପାଇଁ ଏକ ନୂଆ ପେନସନ୍ ଯୋଜନା ଆଣିଛନ୍ତି । ଏଥିରେ ବିବାହିତା ଦମ୍ପତି ମାସକୁ ଜଣ…
ବଢିଲା ରିଚାର୍ଜ ଦର-ଜିଓ ପକ୍ଷରୁ ନୂଆ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା
ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା
- ୬ ଡିସେମ୍ବର ୨୦୧୯ ରୁ କାର୍ଯ୍ୟକାରୀ ହେବ ନୂଆ ପ୍ଲାନ ସମୂହ
- ପୂର୍ବରୁ ପ୍ରଚଳିତ ଅଲ-ଇନ-ୱାନ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ସୁବିଧା
- ଟେଲିକମ କ୍ଷେତ୍ରରେ ସବୁଠାରୁ…
ଭାରତରେ ଆଡଲ୍ଟ ସାଇଟ୍ ବ୍ୟାନ ହେବାପରେ ଭିପିଏନ୍(VPN ) ଡାଉନ୍ଲୋଡ୍ ୧୨ ମାସ ମଧ୍ୟରେ ୪୦୫ ଗୁଣା ବଢିଛି
ଭାରତରେ ଆଡଲ୍ଟ ସାଇଟ୍ ବ୍ୟାନ ହେବାପରେ ଭିପିଏନ୍(VPN ) ଡାଉନ୍ଲୋଡ୍ ୧୨ ମାସ ମଧ୍ୟରେ ୪୦୫ ଗୁଣା ବଢିଛି
ନୂଆଦିଲ୍ଲୀ - ଭାରତରେ ବିଭିନ୍ନ ପର୍ଣ୍ଣ ସାଇଟ୍ ଓ ଅଡଲ୍ଟ ସାଇଟ୍କୁ ବ୍ୟାନ ବା ନିଷିଦ୍ଧ କରାଯାଇଛି । ସରକାର ବିଭିନ୍ନ ପର୍ଣ୍ଣ ସାଇଟ୍କୁ ନିଷେଧ ଘୋଷଣା କରିଛନ୍ତି । ମାତ୍ର ଏହି…
ଶ୍ରୀଜୀଉଙ୍କୁ ଘୋଡ଼ାଲାଗି ବେଶ
ପୁରୀ - ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଗତକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଆରମ୍ଭ ହୋଇଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ୍ର ପରିଧାନ କରିବା ଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ୍ୟ ଶୀତଦିନେ ଶୀତବସ୍ତ୍ରରେ ଭୂଷିତ ହେଉଛନ୍ତି । ସକାଳଧୂପ ଶେଷ ହେବାପରେ…
ମଧୁ ଆପ୍ ଲଞ୍ଚ
ଭୁବନେଶ୍ୱର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍କୁ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଉତ୍କଳମଣି ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍କୁ ନାମିତ କରାଯାଇଛି । ଏହି ଆପ୍ ପ୍ରଥମେ ଗଞ୍ଜାମ ଜିଲ୍ଲା ଲାଗି କାର୍ଯ୍ୟକାରୀ କରାଯାଉଛି ।…
ମାତ୍ର ୫୧୮ ଟଙ୍କା ଖର୍ଚ୍ଚ କରି ଏଲ୍ଆଇସିର ଏହି ଖାସ୍ ପଲିସି ନିଅନ୍ତୁ ମିଳିବ ୪ ଲକ୍ଷରୁ ଅଧିକ ଟଙ୍କା
ମାତ୍ର ୫୧୮ ଟଙ୍କା ଖର୍ଚ୍ଚ କରି ଏଲ୍ଆଇସିର ଏହି ଖାସ୍ ପଲିସି ନିଅନ୍ତୁ ମିଳିବ ୪ ଲକ୍ଷରୁ ଅଧିକ ଟଙ୍କା
ନୂଆଦିଲ୍ଲୀ - ଭାରତର ସବୁଠାରୁ ବଡ ବୀମା କମ୍ପାନୀ ଏଲ୍ଆଇସି ଏକ ଖାସ୍ ପଲିସି ଆରମ୍ଭ କରିଛି । ଏଠାରେ ନିବେଶ କଲେ ବେଶ୍ ଫାଇଦା ମିଳିବ । ଏହାର ନାମ ଜୀବନ ଲାଭ । ଏଥିରେ ନିବେଶ କଲେ…