ଫୋନ୍‌ପେ ପକ୍ଷରୁ ନୂତନବୀମା କଭରେଜ ଫାୟାରକ୍ରାକର୍‌

ଭୁବନେଶ୍ୱର: ଫୋନ୍‌ପେ ପକ୍ଷରୁ ଆଜି ଏହାର ଏକ ନୂଆ ବୀମା ଯୋଜନାର ଶୁଭାରମ୍ଭ କରାଯାଇଛି । ଯାହାକି ବାଣ ସମ୍ବନ୍ଧିତ କୌଣସି ପ୍ରକାରର ଦୁର୍ଘଟଣା ବିରୋଧରେ ବ୍ୟାପକ ସୁରକ୍ଷା ପ୍ରଦାନ କରିବା ସହ ଉପଭୋକ୍ତାଙ୍କୁ ଦୀପାବଳିର ଆଗାମୀ ପାର୍ବଣ ଋତୁ ସମୟରେ ସୁଲଭ ବୀମା କଭରେଜ ଦେଉଛି । କେବଳ ୯ ଟଙ୍କା

ଓପୋ ଇଣ୍ଡିଆର ନୂଆ ବ୍ରାଣ୍ଡ କ୍ୟାମ୍ପେନ ହାସ୍‌ଟ୍ୟାଗ ବିଶ୍ୱାସକାଦୀପ

ଭୁବନେଶ୍ୱର: ଚଳିତ ଦୀପାବଳିରେ ଓପୋ ଇଣ୍ଡିଆ ଏହାର ନୂଆ କ୍ୟାମ୍ପେନ ହାସ୍‌ଟ୍ୟାଗ ବିଶ୍ୱାସକାଦୀପ ସହିତ ପାର୍ବଣ ଉତ୍ସାହକୁ ବୃଦ୍ଧି କରିଛି । ଏକ ଚିତାକର୍ଷକ ଫିଲ୍ମ ଓ ନିୟୋଜିତ ଡିଜିଟାଲ ଅନୁଭୂତିଗୁଡିକର ଏକ ସିରିଜ ମାଧ୍ୟମରେ ଏହି କ୍ୟାମ୍ପେନ ଭାରତରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବକୁ ଅନ୍ୱେଷଣ

ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ଦ୍ୱାରା ଓଡିଶାରେ ଅଣ୍ଡର୍ ଆର୍ମର୍‌ର ପ୍ରଥମ ଷ୍ଟୋର୍‌ର…

ଭୁବନେଶ୍ୱର: ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍‌ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି

ପାର୍ବଣ ଋତୁ ପାଇଁ ୱଣ୍ଡର୍‌ଲା ଭୁବନେଶ୍ୱର ପକ୍ଷରୁ ଉତ୍ସାହଜନକ ଅଫର୍‌ର ଘୋଷଣା

ଭୁବନେଶ୍ୱର : ଭାରତର ସର୍ବବୃହତ ଆମ୍ୟୁଜମେଂଟ୍ ପାର୍କ ଚେନ୍ ୱଣ୍ଡର୍‌ଲା ହଲିଡେଜ୍ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ବୈଧ ଥିବା ପୂଜା ଉପହାର ଅଫର୍‌ର ଶୁଭାରମ୍ଭ କରିଛି । ଏହି ଅଫର୍ ପାର୍ବଣ ଋତୁ ସମୟରେ ୱଣ୍ଡର୍‌ଲା ଭୁବନେଶ୍ୱରରେ ପାର୍କ ଟିକେଟ ଉପରେ ସ୍ୱତନ୍ତ୍ର ରିହାତି ପ୍ରଦାନ କରୁଛି।

ସ୍ୱସ୍ତି ପ୍ରିମିୟମ ଏବଂ ୱାଓ ୱେଡିଂସ ପକ୍ଷରୁ ଭୁବନେଶ୍ୱରରେ ଡାଣ୍ଡିଆ ମହୋତ୍ସବ ନବରାସର ଶୁଭାରମ୍ଭ

ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୪ : ସ୍ୱସ୍ତି ପ୍ରିମିୟମ ସହଯୋଗରେ ପିଏନଭି ଗ୍ରୁପର ଏକ ଅଂଶ ୱାଓ ୱେଡିଂସ ପକ୍ଷରୁ ଭୁବନେଶ୍ୱରର ସର୍ବବୃହତ ଇନଡୋର ଡାଣ୍ଡିଆ ମହୋତ୍ସବ ନବରାସ ର ଶୁଭାରମ୍ଭ ହୋଇଛି । ପରମ୍ପରା, ମନୋରଞ୍ଜନ ଏବଂ ଆଧୁନିକତାର ସମନ୍ୱିତ ମିଶ୍ରଣରେ ନବରାସ ଆଜିଠାରୁ ଆରମ୍ଭ ହୋଇଛି,

ଆମାଜନ ଇଣ୍ଡିଆ ପକ୍ଷରୁ ଡେଲିଭରୀ ଆସୋସିଏଟଙ୍କ ପାଇଁ ବ୍ୟାପକ ସୁରକ୍ଷା ପଦକ୍ଷେପର ଶୁଭାରମ୍ଭ

ଭୁବନେଶ୍ୱର: ଆମାଜନ୍ ଇଣ୍ଡିଆ ଡାଏଲ ୪୨୪୨ ସହଭାଗୀତାରେ ଡେଲିଭରି ଆସୋସିଏଟ୍ସଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି । ଏହି ପଦକ୍ଷେପ ନିରାପତା ବ୍ୟବସ୍ଥାକୁ ବଢ଼ାଉଛି ଏବଂ ଡେଲିଭରି ସହଯୋଗୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଛି । ଏହାବ୍ୟତୀତ ଆମାଜନ ୬ ମାସର ଏକ ବ୍ୟାପକ ସ୍ୱାସ୍ଥ୍ୟ

ସିଗ୍ରାମର ରୟାଲ ଷ୍ଟାଗ ପ୍ୟାକେଜ୍‌ଡ ଡ୍ରିଙ୍କିଂ ୱାଟର ପକ୍ଷରୁ ସୂର୍ଯ୍ୟକୁମାର ଯାଦବଙ୍କ ସହ ନୂଆ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ଭାରତରେ ପାର୍ବଣର ଉତ୍ସାହକୁ ଆରମ୍ଭ କରି ରୟାଲ ଷ୍ଟାଗ୍ ପ୍ୟାକେଜ୍‌ଡ ଡ୍ରିଙ୍କିଂ ୱାଟର, ହାସଟ୍ୟାଗ ସେଲିବ୍ରେଟ୍ ଲାର୍ଜ ନାମକ ଏକ ନୂଆ ଅଭିଯାନର ଶୁଭାରମ୍ଭ କରିଛି । ଆଜିର ଯୁବପିଢ଼ି କିପରି ନିଜର ନିଆରା ଶୈଳୀ ଓ ଶକ୍ତିରେ ବିଭିନ୍ନ ଉତ୍ସବ ପାଳନ କରିବାକୁ ଚାହୁଁଛନ୍ତି ତାହା

ଡାବର ଚୱନପ୍ରାଶ ପକ୍ଷରୁ ଭୁବନେଶ୍ୱରର ରେଲ୍‌ୱେ କଲୋନୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

ଭୁବନେଶ୍ୱର : ମୌସୁମୀ ଋତୁ ଭାରତର ଏକ ବହୁ ପ୍ରତିକ୍ଷୀତ ଋତୁ ଅଟେ କାରଣ ଏହା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । କିନ୍ତୁ ସତେଜତାର ଗୁଣ ସହିତ ଏହା ନିଜ ସହ ଅନେକ ରୋଗ ମଧ୍ୟ ଆଣିଥାଏ ଯାହା ବିଶେଷ କରି ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ

ଉତ୍ସବ ଏବଂ ଉତ୍ସବ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଲାଇଭ୍ ହୋଇଛି Amazon.in ନବରାତ୍ରୀ ଷ୍ଟୋର ଭୁବନେଶ୍ଵର: ଚଳିତ ବର୍ଷ Amazon.in ର ନବରାତ୍ରୀ ଷ୍ଟୋର ଗ୍ରାହକଙ୍କ ପାଇଁ ପୋଷାକ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଗ୍ୟାଜେଟ୍ ଏବଂ ପ୍ରିୟଜନଙ୍କ ପାଇଁ ଉପହାରର ଆକର୍ଷଣୀୟ ଚୟନ ସହିତ

ଦେଶବ୍ୟାପୀ ଡେଲିଭରି କ୍ଷମତାକୁ ଉନ୍ନତ କରିବା ପାଇଁ ଇଣ୍ଡିଆ ପୋଷ୍ଟ ଓ ଆମାଜନ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ଏହି ସହଭାଗିତା ଇଣ୍ଡିଆ ପୋଷ୍ଟର ସେବା ଓ ପହଂଚକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ପ୍ରକ୍ରିୟାଗୁଡିକର ବ୍ୟବହାର କରି ଆଧୁନିକ ଓ ସୁଦୃଢ କରିବା ପ୍ରତି ଭାରତ ସରକାରଙ୍କ ଲକ୍ଷ୍ୟ ସହ ଜଡିତ ରହିଛି। ଗତ ୧୮ ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ନେଟ୍‌ୱର୍କ ମାଧ୍ୟମରେ ଡେଲିଭର କରାଯାଇଥିବା ଆମାଜନ