ଡାବର ଚୱନପ୍ରକାଶ ସୁଗାରଫ୍ରି ପକ୍ଷରୁ ‘ଆପ୍‌କା ଅଙ୍ଗ୍‌ରକ୍ଷକ’ କ୍ୟାମ୍ପେନର ଶୁଭାରମ୍ଭ

ଭୁବନେଶ୍ୱର: ଡାବର ଇଣ୍ଡିଆର ଡାବର ଚୱନପ୍ରକାଶ ସୁଗାର ଫ୍ରି ପକ୍ଷରୁ ବିଶ୍ୱ ମଧୁମେହ ଦିବସ ଅବସରରେ ‘ଆପ୍‌କା ଅଙ୍ଗ୍‌ରକ୍ଷକ’ ନାମକ ଏକ ସ୍ୱାସ୍ଥ୍ୟ ସଚେତନତା କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନ ଜଣେ ମଧୁମେହ ରୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକର ସୁସ୍ଥତା ବଜାୟ

ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ମଧୁମେହ ଦିବସରେ ଅଭିନବ ବାଲୁକାକଳା

ୱିନ୍ ଓଭର ଡାଇବେଟିସ୍ ଏଭରିଡେ ଏବଂ ରିସର୍ଚ୍ଚ ସୋସାଇଟି ଫର ଡାଇବେଟିସ୍ ଇନ୍ ଇଣ୍ଡିଆ (ଆରଏସଏସଡିଆଇ) ସହ ହାତ ମିଳାଇଲେ ମ୍ୟାନକାଇଣ୍ଡ ଫାର୍ମା ଭୁବନେଶ୍ୱର : ଭାରତ ବିଶ୍ୱର ମଧୁମେହ ରାଜଧାନୀଭାବେ ପରିଚିତ, ଯେଉଁଠି ମଧୁମେହ ଓ ଆନୁଷଙ୍ଗିକ ଜଟିଳତା ଅଧିକ ମାତ୍ରାରେ ଦେଖାଦେଇଥାଏ । ଖରାପ

ଓଡିଶାର ବନ ଭି ଏରୋ ପକ୍ଷରୁ ଭାରତର ପ୍ରଥମ ଫୁଲି ଅଟୋନୋମସ ଲଜିଷ୍ଟିକ୍ସ ଡ୍ରୋନ ‘ଏୟାର ଓର୍‌କା’ର ଉନ୍ମୋଚନ

ଏହି ଅତ୍ୟାଧୁନିକ ଡ୍ରୋନକୁ ଉନ୍ମୋଚନ କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି ପ୍ରଖ୍ୟାତ ଭିସି ଟିମ୍ ଡ୍ରେପର୍‌ ଭୁବନେଶ୍ୱର : ଓଡିଶାରେ ଅବସ୍ଥାପିତ ଏକ ଟେକ୍ ଷ୍ଟାର୍ଟଅପ୍ ବନ ଭି ଏରୋ ପକ୍ଷରୁ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଥମ

କେଏଫ୍‌ସିର ନୂଆ କ୍ୟାମ୍ପେନ ‘ଟେଷ୍ଟ ଦ ଏପିକ୍‌’ର ଶୁଭାରମ୍ଭ

ଭୁବନେଶ୍ୱର : କେଏଫ୍‌ସି ପକ୍ଷରୁ ଏହାର ନୂତନ କ୍ୟାମ୍ପେନ ‘ଟେଷ୍ଟ ଦ ଏପିକ୍‌’ର ଶୁଭାରମ୍ଭ କରାଯାଇଛି । ପ୍ରାୟ ୩୩ ଦଶନ୍ଧି ହେବ କେଏଫ୍‌ସି ଏହାର ଫିଙ୍ଗର ଲିକିଙ୍ଗ୍ ଗୁଡ୍ କ୍ରିସ୍ପି ଚିକେନ ସହିତ ଦେଶବ୍ୟାପୀ ପ୍ରଶଂସକମାନଙ୍କୁ ଖୁସି ପ୍ରଦାନ କରିଆସୁଛି । ଚଳିତ ନଭେମ୍ବରରେ କେଏଫ୍‌ସି

୨ୟ ତ୍ରୈମାସିକରେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ୬୭୪ କୋଟି ଟଙ୍କାର ରାଜସ୍ୱ

ଭୁବନେଶ୍ୱର: ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ନିଜର ମଜବୁତ ଅଭିବୃଦ୍ଧି ଯାତ୍ରାକୁ ବଜାୟ ରଖି ଏହାର ୨୦୨୪-୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ବାର୍ଷିକ ଆଧାରରେ ୫୮% ବୃଦ୍ଧି ହୋଇ ୬୭୪ କୋଟି ଟଙ୍କାକୁ ବୃଦ୍ଧି

ଆଇଡିଏଠାରୁ ଡାବର ରେଡ ପେଷ୍ଟକୁ ମିଳିଲା ସମ୍ମାନଜନକ ସିଲ ଅଫ ଆକ୍ସେପ୍ଟାନ୍ସ

ଭୁବନେଶ୍ୱର : ଭାରତର ପ୍ରଥମ ଘରୋଇ ଆୟୁର୍ବେଦିକ ଟୁଥ୍‌ପେଷ୍ଟ ବ୍ରାଣ୍ଡ ଭାବେ ଡାବର ରେଡ୍ ପେଷ୍ଟ ଇଣ୍ଡିଆନ ଡେଂଟାଲ ଆସୋସିଏଶନ (ଆଇଡିଏ)ଠାରୁ ସମ୍ମାନଜନକ ସିଲ୍ ଅଫ୍ ଆକ୍ସେପ୍ଟାନ୍ସ ଗ୍ରହଣ କରିଛି । ଏହା ହେଉଛି ଏକ ସ୍ୱୀକୃତି ଯାହା ସୁରକ୍ଷିତ ଓ ପ୍ରଭାବଶାଳୀ ମୁଖ ଯତ୍ନ ପ୍ରଦାନ କରିବା

ଭୁବନେଶ୍ୱର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ‘ଅଙ୍କୁରମ’ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଚଳିତ ନଭେମ୍ବର ୮ ତାରିଖ ଦିନ ଅତ୍ୟଧିକ ଉତ୍ସାହର ସହ ଏହାର ବାର୍ଷିକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଅଙ୍କୁରମ୍‌’ ଯାହାର ଅର୍ଥ ହେଉଛି ବଡ୍ ବା

କଟକର ସିଡିଏଠାରେ ଶାନ୍ତି ମେମୋରିଆଲ ହସ୍ପିଟାଲର ନୂଆ ୟୁନିଟ୍‌- ‘ଶାନ୍ତି ଚିକିତ୍ସା ହସ୍ପିଟାଲ’ ଉଦଘାଟିତ

କଟକ: କଟକର ସିଡିଏଠାରେ ଏକ ନୂଆ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ-‘ଶାନ୍ତି ଚିକିତ୍ସା’ର ଉଦ୍‌ଘାଟନ କରାଯାଇଛି । ଏହି ହସ୍ପିଟାଲ ହେଉଛି ଥୋରିଆସାହିଠାରେ ଅବସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ୟୁନିଟ, ଯାହାକି କଟକର ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ ମଲ୍ଟି ସ୍ପେଶିଆଲିଟି

ଭୁବନେଶ୍ୱରରେ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ କ୍ୟାରିୟର ଓ ୟୁନିଭର୍ସିଟି ଫେୟାର ‘ପଥ ପ୍ରଦର୍ଶକ ୨.୦’

- ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଏହି ଫେୟାର୍ କ୍ୟାରିୟର ମାର୍ଗ ପାଇଁ ଉତ୍ସାହଜନକ ସୁଯୋଗ ପ୍ରଦାନ କରିବ । ଭୁବନେଶ୍ୱର : ଓଡିଶାର ଶୀର୍ଷ କ୍ୟାରିୟର ମାର୍ଗଦର୍ଶକ ଓ ପରାମର୍ଶଦାତା

ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ “ସିଆଇଆଇ ସ୍ୱୟଂ ସ୍ରୁଜନୀ – ଓଡ଼ିଶାର ବୟନ ଶିଳ୍ପ ଓ ହସ୍ତଶିଳ୍ପର ଏକ…

ଭୁବନେଶ୍ୱର: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଓଡ଼ିଶା ପକ୍ଷରୁ ସିଆଇଆଇ ସ୍ୱୟଂ ସ୍ରୁଜନୀ- ଓଡ଼ିଶାର ବୟନ ଶିଳ୍ପ ଓ ହସ୍ତଶିଳ୍ପ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ନାମରେ ଏକ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବୟନଶିଳ୍ପ ଓ