Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ୨୮୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ ପଏଂଟ ସହିତ ମହିଳାଙ୍କୁ ସଶକ୍ତ କରୁଛି ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାକୁ ସମର୍ଥନ କରୁଥିବା ଅନ୍ୟତମ ବ୍ୟାଙ୍କ ଭାବେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ଗର୍ବିତ ଅନୁଭବ କରୁଛି । ଏହି ଯୋଜନା ରାଜ୍ୟବ୍ୟାପୀ ମହିଳାମାନଙ୍କୁ ନିରବଚ୍ଛିନ୍ନ ଆର୍ôଥକ ଅନ୍ତର୍ଭୁକ୍ତିକରଣ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।!-->!-->!-->…
ଭୁବନେଶ୍ୱରରେ ରଣନୈତିକ ସମ୍ପ୍ରସାରଣ ସହ ବୀମା କଭରେଜ ବିସ୍ତାର କରିଛି ପିବିପାର୍ଟନର୍ସ
ଭୁବନେଶ୍ୱର : ପଲିସି ବାଜାର ଅଧିନସ୍ଥ ଏକ ବ୍ରାଣ୍ଡ, ପିବିପାର୍ଟନର୍ସ ଏଜେଂଟ ଅଂଶୀଦାରମାନଙ୍କର ଏକ ଶକ୍ତିଶାଳୀ ନେଟୱାର୍କକୁ ଆକର୍ଷିତ କରିଛି, ଯାହା ମୋଟର ବୀମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି । ଓଡ଼ିଶା ଭଳି ପ୍ରମୁଖ ବଜାର ଏବଂ ଭୁବନେଶ୍ୱର ଭଳି ସହରରେ ରଣନୈତିକ ଭାବେ ବିସ୍ତାର!-->!-->!-->…
ଫୋନପେ ଚାଲୁ କରିଛି ବାର୍ଷିକ ₹59ରୁ ଆରମ୍ଭ ହେଉଥିବା ସୁଲଭ ଡେଙ୍ଗୁ ଏବଂ ମ୍ୟାଲେରିଆ ବୀମା
₹1 ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ସହ ସମ୍ବାହକଜନିତ 10ରୁ ଉର୍ଦ୍ଧ୍ବ ରୋଗ ପାଇଁ ସାରା ବର୍ଷର ସାମଗ୍ରିକ କଭରେଜ
ଫୋନପେ ଆଜି ତା’ର ପ୍ଲାଟଫର୍ମରେ ଏକ ନୂତନ ଡେଙ୍ଗୁ ଏବଂ ମ୍ୟାଲେରିଆ ବୀମା ଯୋଜନା ଚାଲୁ କରିବାକୁ ଘୋଷଣା କରିଛି ଯାହା ବାର୍ଷିକ!-->!-->!-->!-->!-->…
ରାଜ୍ୟର ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୪
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୭ତାରିଖରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରାଜ୍ୟର ସର୍ବବୃହତ୍ ମେଂଟର-ନିବେଶ ସମ୍ପର୍କ ଉତ୍ସବ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ-୨୦୨୪ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଏଆଇସି-ନାଲନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି!-->…
ରୟାଲ ଏନ୍ଫିଲ୍ଡ ଗୋଆନ୍ କ୍ଲାସିକ ୩୫୦ର ଶୁଭାରମ୍ଭ
- ଗୋଆନ୍ କ୍ଲାସିକ୍ ହେଉଛି ୱାଇଲ୍ଡ, ବୋହେମିଆନ୍ ମେଶିନଗୁଡିକର ଏକ ‘ଫ୍ରି-ସ୍ପିରିଟେଡ’ ଅଭିବ୍ୟକ୍ତି ଏବଂ କଷ୍ଟମ କାଉଂଟରକଲ୍ଚର ଯାହା ୧୯୭୦ ଓ ୮୦ ଦଶକରେ ଗୋଆରେ ମୋଟାରସାଇକ୍ଲିଙ୍ଗ୍କୁ ନୂଆ ରୂପ ଦେଇଥିଲା ।- ଦୁଇଟି ଚକ ଉପରେ ଏକ ୱାଇଲ୍ଡ ଚାଇଲ୍ଡ ଭାବେ ଏହି ଗୋଆନ କ୍ଲାସିକ ବବର୍ର ଉତ୍ସାହ!-->…
ଟ୍ରେଡିଂ ଅଭିଜ୍ଞତାକୁ ସରଳ କରିବା ପାଇଁ ଶେୟାର.ମାର୍କେଟ ନେଇ ଆସିଛି ଡିସ୍କାଉଣ୍ଟ ବ୍ରୋକିଂରେ ‘ଶୀଟ୍ସ’
ଶୀଟ୍ସ ଉପଭୋକ୍ତାମାନଙ୍କ ପାଇଁ ବାଣିଜ୍ୟିକ ଅଭିଜ୍ଞତାକୁ ଉନ୍ନତ କରିବ ଏବଂ ସେମାନଙ୍କୁ ବିନିଯୋଗ ପାଇଁ ନିଷ୍ପତ୍ତି ଗ୍ରହଣ କରିବାକୁ ସକ୍ଷମ କରିବ ~
ବଜାରରେ ଅଂଶଗ୍ରହଣକାରୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ବାଣିଜ୍ୟ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ କରାହୋଇଥିବା ଏହି!-->!-->!-->…
ଏନ୍ଆଇଏଫ୍ ଗ୍ଲୋବାଲ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟୁୟର୍କ ଓ ଲଣ୍ଡନର ଫ୍ୟାଶନ ବିଶେଷଜ୍ଞଙ୍କ ସ୍ୱତନ୍ତ୍ର…
ଭୁବନେଶ୍ୱର: ନ୍ୟୁୟର୍କ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ- ଏନ୍ଆଇଏଫ୍ ଗ୍ଲୋବାଲ ପକ୍ଷରୁ ନ୍ୟୁୟର୍କ ଲଣ୍ଡନ ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ଉତ୍ସାହଜନକ ଫ୍ୟାଶନ ସିରିଜ ଅଣାଯାଇଛି ଯାହା ଭାରତରେ ଏହାର ଛାତ୍ରଛାତ୍ରୀଙ୍କୁ ଅପ୍ରତ୍ୟାଶିତ ଏକ୍ସପୋଜର ପ୍ରଦାନ କରୁଛି । ନଭେମ୍ବର ୧୪ରୁ!-->…
୨୦୨୫ ସୁଦ୍ଧା ଜାତୀୟ ଶିକ୍ଷାନୀତି ଲାଗୁ କରିବ ଓଡିଶା : ଶିକ୍ଷାମନ୍ତ୍ରୀ
ଡଃ ଅଚ୍ୟୁତ ସାମନ୍ତଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ ପ୍ରଦାନ
ଭୁବନେଶ୍ୱର : ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ୍) ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ସମାରୋହରେ ଓଡିଶା ଏଡୁମିଟ୍ସ ଆଣ୍ଡ ଏକ୍ସିଲେକ୍ସ ଆୱାର୍ଡସ ୨୦୨୪କୁ ସଫଳତାର ସହ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ!-->!-->!-->…
ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏଆଇ ଚାଳିତ ବ୍ୟକ୍ତିଗତ ଡେଂଟାଲ ସ୍କ୍ରିନିଂ ଦ୍ୱାରା ସଶକ୍ତ କରିବ କୋଲଗେଟର ଓରାଲ ହେଲଥ…
ଏହି ପଦକ୍ଷେପ ଇଣ୍ଡିଆନ୍ ଡେଂଟାଲ ଆସୋସିଏସନର ୫୦ ହଜାର ଶକ୍ତିଶାଳୀ ଦନ୍ତ ଚିକିତ୍ସକ ନେଟୱାର୍କ ସହଯୋଗ ସହିତ ଲକ୍ଷ ଲକ୍ଷ ଭାରତୀୟଙ୍କ ମଧ୍ୟରେ ମୁଖ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବ
ମୁମ୍ବାଇ : ଭାରତର ମୁଖ ସ୍ୱାସ୍ଥ୍ୟ ଯାତ୍ରାକୁ ସଫଳ କରିବା!-->!-->!-->…
‘ଆଇ ଆମ୍ କଲାମ’ ନିର୍ମାତା ଶାନ୍ତନୁ ମିଶ୍ରଙ୍କୁ ମିଳିଛି ଦୁଇଟି ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର
ଭୁବନେଶ୍ୱର , ୧୮ ନଭେମ୍ବର ୨୦୨୪: ଲୋକପ୍ରିୟ ଚଳଚିତ୍ର ‘ଆଇ ଆମ କଲାମ’ର ନିର୍ମାତା ତଥା ପ୍ରଯୋଜକ ଶାନ୍ତନୁ ମିଶ୍ର ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ ନିଜର ଚଳଚିତ୍ର ପାଇଁ ୩୪ତମ ଓଡିଶା ରାଜ୍ୟ ଚଳଚିତ୍ର ସମ୍ମାନ ସମାରୋହରେ ଦୁଇଟି ପୁରସ୍କାର ଜିତିଛନ୍ତି । ଓଡିଶା ସରକାରଙ୍କ!-->!-->!-->…