ଡାବର ଚୱନପ୍ରାଶର ଜାତୀୟସ୍ତରୀୟ କ୍ୟାମ୍ପେନ

ଭୁବନେଶ୍ୱର : ଭବିଷ୍ୟତ ପିଢିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରତିବଦ୍ଧତାର ଅଂଶ ଭାବେ ଡାବର ଚୱନପ୍ରାଶ ବିଶାଳ ସଚେତନତା ଅଭିଯାନର ଶୁଭାରମ୍ଭ କରିଛି ଯାହା ଦେଶବ୍ୟାପୀ ଅଣସଂରକ୍ଷିତ ଓ ଅବହେଳିତ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଲକ୍ଷ୍ୟ ରଖିଛି। ଏହି

ନୂତନ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ ସହିତ ଓଡିଶାରେ ପହଂଚ ବିସ୍ତାର କରିଛି ଜେକେ ସୁପର ସିମେଂଟ

ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ସିମେଂଟ ବ୍ରାଣ୍ଡ ଜେକେ ସିମେଂଟ ଲିମିଟେଡ ଓଡିଶାରେ ଏହାର ଅତ୍ୟାଧୁନିକ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ କରିଛି । ଯାହାକି ଦେଶର ପୂର୍ବାଂଚଳରେ କମ୍ପାନୀର ସ୍ଥିତିକୁ ମଜବୁତ କରିବା ଦିଗରେ ଏକ ବଡ ପଦକ୍ଷେପକୁ ଚିହ୍ନିତ କରୁଛି। ଏହି ଶୁଭାରମ୍ଭ ଓଡିଶାରେ

ଭାରତରେ ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ ପ୍ୟାକ୍ ଉନ୍ମୋଚିତ

ଭୁବନେଶ୍ୱର : ମିନି ଇଣ୍ଡିଆ ପକ୍ଷରୁ ନୂଆ ମିନ କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍‌ର ଲଂଚ୍ ଘୋଷଣା କରାଯାଇଛି। ଏହି କାର୍ ଏକ କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ଏହାକୁ ଦେଶବ୍ୟାପୀ ଅଥୋରାଇଜ୍‌ଡ ମିନ ଡିଲରଗୁଡିକ ସମେତ ସପ.ମିନି.ଇନ ରେ ବୁକ୍

ଭାରତରେ ଅଲ-ନ୍ୟୁ ବିଏମଡବ୍ଲୁ ଏକ୍ସ୩ର ଶୁଭାରମ୍ଭ

ଭୁବନେଶ୍ୱର: ଅଟୋ ଏକ୍ସପୋ ୨୦୨୫ର ୨ୟ ଦିନରେ ଭାରତରେ ଅଲ୍‌-ନ୍ୟୁ ବିଏମଡବ୍ଲୁ ଏକ୍ସ୩ର ଉନ୍ମୋଚନ କରାଯାଇଛି। ସ୍ଥାନୀୟ ରୂପେ ବିଏମ୍‌ଡବ୍ଲ୍ୟୁ ଗ୍ରୁପ ପ୍ଲାଂଟ ଚେନ୍ନାଇରେ ଉତ୍ପାଦିତ ଏହି ସ୍ପୋର୍ଟସ୍ ଆକ୍ଟିଭିଟି ଭେଇକିଲ(ଏସଏଭି) ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ପାୱାରଟ୍ରେନରେ ଉପଲବ୍ଧ

୬୪ତମ ସିଜିପିବି ବୈଠକରେ ଭାରତର ଖଣିଜ ଓ ଖଣିକ୍ଷେତ୍ରରେ ଉଦ୍ଭାବନ, ସ୍ଥାୟୀତା ଏବଂ ଅଭିବୃଦ୍ଧିପାଇଁ ସାମୂହିକ ପ୍ରୟାସ…

ଭୁବନେଶ୍ୱର: କେନ୍ଦ୍ରୀୟ ଭୂତତ୍ୱ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି)ର ୬୪ତମ ବୈଠକ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରଣାଳୟ ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଭିଏଲ କାନ୍ତ ରାଓ ଅଧ୍ୟକ୍ଷତା କରିଥିଲେ । ଏହି

ଭାରତରେ ‘ମେଡ୍ ଇନ୍ ଇଣ୍ଡିଆ’ ଫାଷ୍ଟ ଏଭର ବିଏମଡବ୍ଲୁ ଏକ୍ସ ୧ ଲଙ୍ଗ ହ୍ୱିଲବେସ ଅଲ ଇଲେକ୍ଟ୍ରିକର ବଜାର ପ୍ରବେଶ

ଭୁବନେଶ୍ୱର : ବିଏମଡବ୍ଲୁ ଇଣ୍ଡିଆ ଅଟୋ ଏକ୍ସପୋ ୨୦୨୫ରେ ଫାଷ୍ଟ-ଏଭର ବିଏମଡବ୍ଲୁ ଏକ୍ସ ୧ ଲଙ୍ଗ ହ୍ୱିଲବେସ୍ ଅଲ୍ ଇଲେକ୍ଟ୍ରିକ୍‌ର ଶୁଭାରମ୍ଭ କରିଛି। ଆଜିଠାରୁ ସାରା ଭାରତରେ ଥିବା ବିଏମଡବ୍ଲୁ ଡିଲରସିପରେ ଏହି କାର ବୁକ୍ କରାଯାଇପାରିବ । ବିଏମଡବ୍ଲୁ ଏକ୍ସ ୧ ଲଙ୍ଗ ହ୍ୱିଲବେସ୍ ଅଲ୍

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୬୪ତମ ସେଂଟ୍ରାଲ ଜିଓଲୋଜିକାଲ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି) ବୈଠକ

ଭୁବନେଶ୍ୱର : ଖଣି ମନ୍ତ୍ରଣାଳୟର ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ) ପକ୍ଷରୁ ୨୦୨୫ ଜାନୁଆରୀ ୧୯ ତାରିଖରେ ଓଡ଼ିଶାର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ୬୪ତମ ସେଂଟ୍ରାଲ ଜିଓଲୋଜିକାଲ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି) ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ବୈଠକ ଖଣି

ଏପସିଲନ କାର୍ବନ ଅଶୋକା ପ୍ରାଇଭେଟ ଲିମିଟେଡ ପକ୍ଷରୁ ଶ୍ରୀପୁରା ଗ୍ରାମରେ ଶିଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଏହି ପ୍ରଥମ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଦ୍ୱାରା ଝାରସୁଗୁଡ଼ାର ୩ଟି ଗାଁର ୬୦ରୁ ଅଧିକ ପିଲା ଉପକୃତ ହୋଇଛନ୍ତି ଝାରସୁଗୁଡ଼ା : କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏପସିଲନ କାର୍ବନ ଅଶୋକା ପ୍ରାଇଭେଟ୍ ଲିମିଟେଡ୍

ଓଡ଼ିଶାରେ ସ୍ୱାସ୍ଥ୍ୟ ବୀମା ଗ୍ରହଣୀୟତାକୁ ପ୍ରୋତ୍ସାହିତ କରୁଛି ଏଚଡିଏଫସି ଏର୍ଗୋ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଘରୋଇ କ୍ଷେତ୍ର ସାଧାରଣ ବୀମା କମ୍ପାନି, ଏଚଡିଏଫସି ଏର୍ଗୋ ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନି ରାଜ୍ୟରେ ସ୍ୱାସ୍ଥ୍ୟ ବୀମାର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। କଂପାନି ପାଇଁ ଅନ୍ୟତମ ପ୍ରମୁଖ ବଜାର,

ଦେଶବ୍ୟାପୀ ୪୦୦୦ ଷ୍ଟୋର୍‌କୁ ସମ୍ପ୍ରସାରଣ କରିଛି ଓଲା ଇଲେକ୍‌ଟ୍ରିକ

ଭୁବନେଶ୍ୱର : ଭାରତର ସବୁଠାରୁ ବଡ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ, ଦେଶବ୍ୟାପୀ ୪୦୦୦ ଷ୍ଟୋରକୁ ଏହାର ନେଟ୍‌ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ଏହି ବିସ୍ତାର ସହିତ ବର୍ତମାନର ନେଟ୍‌ୱର୍କରେ ୪ ଗୁଣ ବୃଦ୍ଧି ହୋଇଛି । ଦେଶରେ ଇଭିର ପହଂଚ, ଅଭିବୃଦ୍ଧି ଓ ଗ୍ରହଣୀୟତାକୁ