Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ପହ଼ଞ୍ଚିଲା
ଭୁବନେଶ୍ୱର ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହ଼ଞ୍ଚିଛି । ଭୁବନେଶ୍ୱର ବମିଖାଲରୁ ୩ ଜଣ କରୋନା ପଜେଟିଭ୍ ମିଳିଥିବା ବେଳେ ସୂର୍ଯ୍ୟ ନଗର କରୋନା ଆକ୍ରାନ୍ତଙ୍କ ପତ୍ନୀ, ଝିଅ, ଭଡାଟିଆଙ୍କ ସମେତ ୭ ଜଣଙ୍କୁ କରୋନା ହୋଇଛି । ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ପଜେଟିଭ୍ ,…
ନିଜାମୁଦ୍ଦିନରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଘରକୁ ଫେରିଥିବା ଲୋକମାନଙ୍କୁ ଠାବ କରି ସେମାନଙ୍କୁ…
ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଘରକୁ ଫେରିଥିବା ଲୋକମାନଙ୍କୁ ଠାବ କରି ସେମାନଙ୍କୁ
ସଂଗରୋଧରେ ରଖିବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ…
ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କ ପାଇଁ ୧୧ ଜଣ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତି
ଭୁବନେଶ୍ୱର ୩୦.୦୩ - ଲକ୍ଡାଉନ୍ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କ ପାଇଁ ୧୧ ଜଣ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର,…
୧୪ ଦିନିଆ ପୃଥକବାସରେ ରହିବେ ଲକ୍ଡାଉନ୍ ଉଲ୍ଲଘଂନକାରୀ
ଭୁବନେଶ୍ୱର - ଲକ୍ଡାଉନ୍ ଉଲ୍ଲଙ୍ଘନକାରୀଙ୍କୁ ୧୪ଦିନିଆ ପୃଥକ କେନ୍ଦ୍ରରେ ରଖିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ୍ ଗୌବା ଏବଂ ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟ ଶାସନ…
ଦେୟ ପୈଠ ନହୋଇଥିଲେ ମଧ୍ୟ ବିଦ୍ୟୁତ୍ ଯୋଗାଣ ଚାଲୁ ରହିବ
ନୂଆଦିଲ୍ଲୀ - କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ହୋଇଥିବା ଲକ୍ଡାଉନ୍ ସମୟରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହାର ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇଦେବା ଲାଗି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ କହିଛନ୍ତି ।
ସେ…
କରୋନା ଲଢ଼େଇରେ ଆମକୁ ବିଜୟଲାଭ କରିବାକୁ ହେବ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ - ସେଥିପାଇଁ ସାମାଜିକ ଦୂରତା ଏବଂ ଲକ୍ଡାଉନ୍ ଭଳି କଠୋର ପଦକ୍ଷେପ ନିଆଯାଇଛି । ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ୬୩ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି ।
କରୋନା ଭୂତାଣୁ ସଂକ୍ରମଣକୁ…
ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଜଣ ଲୋକଙ୍କୁ ଠାବ କରାଯାଇପାରି ନାହିଁ
ଭୁବନେଶ୍ୱର ୩୦.୦୩- ରାଜ୍ୟରେ କରୋନା ସଂକ୍ରମଣଜନିତ ପଜିଟିଭ୍ ସଂଖ୍ୟା ପୂର୍ବଭଳି ୩ରେ ସୀମିତ ଅଛି ବୋଲି କୋଭିଡ଼୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗ୍ଚୀ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱରର ତୃତୀୟ କରୋନା ଆକ୍ରାନ୍ତ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ।…
ପ୍ରସାରିତ ହେଲା ରାମାୟଣ, ମହାଭାରତ
ନୂଆଦିଲ୍ଲୀ -- ପୁଣିଥରେ ଟିଭି ପରଦାକୁ ଫେରିଲା ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣ ଓ ମହାଭାରତ । ଆଜିଠାରୁ ଦୂରଦର୍ଶନର ନ୍ୟାସନାଲ ଓ ଡିଡି ଭାରତୀରେ ପ୍ରସାରିତ ହୋଇଛି । କରୋନା ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ଦେଶରେ ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି ।
ଲକ୍ଡାଉନ୍…
ରେଳବାଇ ଟ୍ରେନ୍ରେ ଥିବା ଜେନେରାଲ ବଗିଗୁଡ଼ିକୁ ଆଇସୋଲେସନ ୱାର୍ଡରେ ରୂପାନ୍ତରିତ କରୁଛି
ନୂଆଦିଲ୍ଲୀ - ମହାମାରୀ କରୋନାକୁ ମୁକାବିଲା କରିବା ନିମନ୍ତେ ଭାରତ ସରକାରଙ୍କୁ ସହାୟତାର ହାତ ବଢ଼ାଇଛି ଭାରତୀୟ ରେଳବାଇ । ରେଳବାଇ ଟ୍ରେନ୍ରେ ଥିବା ଜେନେରାଲ ବଗିଗୁଡ଼ିକୁ ଆଇସୋଲେସନ ୱାର୍ଡରେ ରୂପାନ୍ତରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏହି ଆଇସୋଲେସନ ବଗି ଗୁଡ଼ିକରେ…
ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ
ଭୁବନେଶ୍ୱର - ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ । ପରେ ଏହା ଭୁବନେଶ୍ୱରରୁ…