ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୮ଟି କ୍ଷେତ୍ର ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଛି ।

ନୂଆଦିଲ୍ଲୀ - ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୮ଟି କ୍ଷେତ୍ର ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି କୋଇଲା, ଖଣିଜପଦାର୍ଥ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ଶକ୍ତି ଆବଣ୍ଟନ ବ୍ୟବସ୍ଥା, ମହାକାଶ କ୍ଷେତ୍ର,…

ଅତି ଭୀଷଣ ବାତ୍ୟାର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ

ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଅବପାତ ଗତ ସଂଧ୍ୟାରେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇଛି । ଅମ୍ପନ ନାମରେ ନାମିତ ଏହି ସାମୁଦ୍ରିକ ବାତ୍ୟା ଅଧିକ ତୀବ୍ର ରୂପ ଧାରଣ କରିଛି । ଏହି ବାତ୍ୟା ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଦେଇ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ…

ବାତ୍ୟା….

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘନୀଭୂତ ଲଘୁଚାପ ବଳୟ କେନ୍ଦ୍ରୀୟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଆଜି ସେହି ଅଞ୍ଚଳରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ…

ଲକଡାଉନ୍ ସମୟରେ EPFO ପକ୍ଷରୁ ବଡ ଆଶ୍ୱସ୍ତି; ଇପିଏଫ୍ ଜମା ନିୟମାବଳୀ ହେଲା କୋହଳ

ନୂଆଦିଲ୍ଲୀ - ଲକ୍‌ଡାଉନ୍‌ ସମୟରେ କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ରେ ବିଳମ୍ବରେ ଜମା ଇପିଏଫ ଏବଂ ଏମ୍‌ପି ଆକ୍ଟ ଅଧିନିୟମ ଅଧୀନରେ ଥିବା ପ୍ରତିଷ୍ଠାନଗୁଡିକ ପାଇଁ ନିୟମାବଳୀକୁ କୋହଳ କରାଯାଇଛି। ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ନିୟାମକ ପ୍ରାଧିକରଣ ଲକ୍‌ଡାଉନ୍‌ ସମୟରେ ଦେୟ PF ଜମା…

ଫେଲ୍‌ ହୋଇଥିବା ସିବିଏସ୍‌ଇର ୯ମ ଓ ଏକାଦଶ ଶ୍ରେଣୀପିଲାଙ୍କୁ ଦିଆଯିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ - ସିବିଏସ୍‌ଇରେ ନବମ ଓ ଏକାଦଶ ଶ୍ରେଣୀରେ ଫେଲ୍‌ ହୋଇଥିବା ପିଲାଙ୍କୁ ପାସ୍ ହେବା ପାଇଁ ଆଉଏକ ସୁଯୋଗ ଦିଆଯିବ । କରୋନା ଓ ଲକ୍‌ଡାଉନ୍‌ ଯୋଗୁଁ ହୋଇଥିବା ପରିସ୍ଥିତି ଯୋଗୁଁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ସୂଚନା…

ରାଜ୍ୟ ପୁଲିସ୍‍ ବାହିନୀରେ ଦେଖାଦେଇଥିବା କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି ୨ହଜାର ୩୯୪ ଜଣ ଅବସରପ୍ରାପ୍ତ ପୁଲିସ୍‍…

କଟକ - ରାଜ୍ୟ ପୁଲିସ୍‍ ବାହିନୀରେ ଦେଖାଦେଇଥିବା କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି ୨ହଜାର ୩୯୪ ଜଣ ଅବସରପ୍ରାପ୍ତ ପୁଲିସ୍‍ କର୍ମଚାରୀଙ୍କୁ ଠିକା ନିଯୁକ୍ତି ଦିଆଯିବ । ଏ ନେଇ ଗୃହ ବିଭାଗ ପକ୍ଷରୁ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ପୁଲିସ୍‍…

ଆର୍ଥିକ ପ୍ୟାକେଜ୍‍ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂଆ ଆଶା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର - କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥନୀତିକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ୍‍ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂଆ ଆଶା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।…

ଆଇ.ଏସ୍‍. ସ୍ତରରେ ଛୋଟ ଅଦଳବଦଳ

ଭୁବନେଶ୍ୱର - ରାଜ୍ୟ ସରକାର ବରିଷ୍ଠ ଆଇ.ଏସ୍‍. ସ୍ତରରେ ବୁଧବାରରେ ଅଦଳବଦଳ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଥିବା ବେଳେ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ ଏବଂ ବିଷ୍ଣୁପଦ…

ସାମୁଦ୍ରିକ ବାତ୍ୟା -ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନିଭୂତ

ଭୁବନେଶ୍ୱର - ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନିଭୂତ ହୋଇ ଅବପାତରେ ପରିଣତ ହେବା ପରେ ଆସନ୍ତା ୧୬ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ଓଡ଼ିଶା ଆଡ଼କୁ ମୁହାଁଇବ କି ନାହିଁ ତାହା ଏ…

ରାଜ୍ୟରେ ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନେଇ ଦାଏର ଜନସ୍ୱାର୍ଥ ମାମଲା ଶୁଣାଣି କରି ହାଇକୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର…

କଟକ - ରାଜ୍ୟରେ ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନେଇ ଦାଏର ଜନସ୍ୱାର୍ଥ ମାମଲା ଶୁଣାଣି କରି ହାଇକୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‍ ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି…