Sign in
Sign in
Recover your password.
A password will be e-mailed to you.
ଚଳିତ ଖରିଫ ଋତୁ ପାଇଁ ଫସଲ ଋଣ ପରିମାଣ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି
ନୂଆଦିଲ୍ଲୀ - ରାଜ୍ୟ ସରକାର ଚଳିତ ଖରିଫ ଋତୁ ପାଇଁ ଫସଲ ଋଣ ପରିମାଣ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୭ ହଜାର ୫୦୦ କୋଟି ଟଙ୍କାରେ ସୀମିତ ଥିଲା ।
ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖାଯାଇଛି । ରାଜ୍ୟର କ୍ଷୁଦ୍ର, ନାମମାତ୍ର ଚାଷୀ,…
ବାକିଥିବା ସିବିଏସଇ, ଆଏସିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯିବ
ନୂଆଦିଲ୍ଲୀ - କରୋନା ସଂକ୍ରମଣ ଯୋଗୁଁ ଲକ୍ଡାଉନ ଫଳରେ ବିଭିନ୍ନ ରାଜ୍ୟର ବାକି ରହିଥିବା ସ୍କୁଲସ୍ତରୀୟ ପରୀକ୍ଷା ଶେଷ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସମସ୍ତ ରାଜ୍ୟକୁ ଅବଗତ କରାଯାଇଛି ।
ବାକିଥିବା ସିବିଏସଇ, ଆଏସିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ମଧ୍ୟ…
ଆସନ୍ତା ଜୁନ୍ ୫ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା
ପୁରୀ - ଆସନ୍ତା ଜୁନ୍ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଆଜି ସେବକ ନିଯୋଗମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଶ୍ରୀଜୀଉ ରତ୍ନସିଂହାସନରୁ ସ୍ନାନ ମଣ୍ଡପକୁ ବିଜେ…
କୋଣାର୍କ ମନ୍ଦିର ଓ ସହର ସମ୍ପୂର୍ଣ୍ଣ ସୌରଚାଳିତ ହେବ
କୋଣାର୍କ ମନ୍ଦିର ଓ ସହରକୁ ସମ୍ପୂର୍ଣ୍ଣ ସୌରଚାଳିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜକୁମାର ସିଂହ କହିଛନ୍ତି, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ଆଧୁନିକ ପ୍ରଣାଳୀରେ ସମ୍ପୂର୍ଣ୍ଣ ସୌରଚାଳିତ କରାଯିବ । ଏଥିରେ ଦଶ ମେଗାୱାଟ୍…
ସାମୁଦ୍ରିକ ବାତ୍ୟା ଅମ୍ପନ୍ରେ ରାଜ୍ୟର ୪ଟି ଜିଲ୍ଲା କ୍ଷତି ଗ୍ରସ୍ତ
ଭୁବନେଶ୍ୱର - ସାମୁଦ୍ରିକ ବାତ୍ୟା ଅମ୍ପନ୍ରେ ରାଜ୍ୟର ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଚାରୋଟି ଜିଲ୍ଲାରେ ଗମନାଗମନ ଓ ବିଦ୍ୟୁତ୍ ସରବରାହ ସ୍ୱଭାବିକ କରିବାକୁ ଯୁଦ୍ଧକାଳୀନ…
ଓଡିଶା ସୀମାରେ ଘଷି ହୋଇ ଯାଉଛି ଅମ୍ପାନ- ଚାରିଟା ବେଳେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ
ଅତି ଭୀଷଣ ସାମୁଦ୍ରିକ ଝଡ଼ ଅମ୍ପନ୍ ବୁଧବାର ସକାଳ ସୁଦ୍ଧା ପାରାଦୀପଠାରୁ ଦକ୍ଷିଣ ଦିଗରେ ୧୫୦ କିଲୋମିଟର ଦୂରରେ ଗତି କରିଛି । ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହେଉଛି ବୋଲି ଭୁବଶ୍ୱେର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର…
ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ପାନ- ୧୮୫ କିଲୋମିଟର ବେଗରେ ପବନ ବହିବାର…
ନୂଆଦିଲ୍ଲୀ - ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ପନ୍’ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇ ମହାବାତ୍ୟାରୁ ହ୍ରାସ ପାଇ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି ।
ଏହା ବଙ୍ଗୋପସାଗରରେ ପାରାଦ୍ୱୀପଠାରୁ ୩୦୦ କିଲୋମିଟର ଦୂରରେ ରହିଛି ଏବଂ ଗତ ୬ ଘଣ୍ଟା ଧରି…
ବଢିଲା ପେଟ୍ରୋଲ ଡିଜେଲ୍ ଦର
ଭୁବନେଶ୍ୱର - ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ସରକାର ଭାଟ୍ ବୃଦ୍ଧି କରିଛନ୍ତି । ପେଟ୍ରୋଲ ଉପରେ ୬ ପ୍ରତିଶତ ଏବଂ ଡିଜେଲ ଉପରେ ୨ ପ୍ରତିଶତ ଭାଟ୍ ବୃଦ୍ଧି ହୋଇଛି ।
ଶନିବାରରେ ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭାଟ୍ ବୃଦ୍ଧି ଫଳରେ…
କୋଭିଡ ନାଇଣ୍ଟିନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାଦନ ଶ୍ରମିକଙ୍କ ପରିବାରବର୍ଗଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ
ନୂଆଦିଲ୍ଲୀ - କୋଭିଡ ନାଇଣ୍ଟିନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାଦନ ଶ୍ରମିକଙ୍କ ପରିବାରବର୍ଗଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ । ମାଲ ପରିବହନ ଏବଂ ଡିଲର ଦେୟ ସମେତ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶୱାନ…
ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୮ଟି କ୍ଷେତ୍ର ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ - ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୮ଟି କ୍ଷେତ୍ର ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି କୋଇଲା, ଖଣିଜପଦାର୍ଥ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ଶକ୍ତି ଆବଣ୍ଟନ ବ୍ୟବସ୍ଥା, ମହାକାଶ କ୍ଷେତ୍ର,…