Sign in
Sign in
Recover your password.
A password will be e-mailed to you.
୧୭ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ…
ଫିଫା ବିଶ୍ୱକପ୍ ୧୭ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ବିଶ୍ୱକପ୍ର ପରିବର୍ତ୍ତିତ କାର୍ଯ୍ୟସୂଚୀରେ ଏହି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ୨ଟି ମ୍ୟାଚ୍…
କରୋନା ପରବର୍ତ୍ତୀ ଥଇଥାନ ପାଇଁ କଟକ ଜିଲ୍ଲାରେ ପଞ୍ଚଜନ୍ୟ ଯୋଜନା ଆରମ୍ଭ କରାଯିବ
କଟକ -ପଞ୍ଚଜନ୍ୟ ଯୋଜନା କରୋନା ପରବର୍ତ୍ତୀ ଥଇଥାନ ପାଇଁ କଟକ ଜିଲ୍ଲାରେ ପଞ୍ଚଜନ୍ୟ ଯୋଜନା ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ଯୋଜନାରେ ପ୍ରତି ବ୍ଲକ ଓ ସହରାଞ୍ଚଳରୁ ଅଗ୍ରାଧିକାର ଭିତ୍ତିରେ ୫ଟି ଲେଖାଏଁ ପ୍ରକଳ୍ପ ଚିହ୍ନଟ…
ପୁଲିସ ଅଧିକାରୀ ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିବାରୁ ଡାକ୍ତରମାନେ ଏହି ଘଟଣାର ପ୍ରତିବାଦ କରିଛନ୍ତି
ପୁରୀ- ପୁରୀ ସଦର ହସ୍ପିଟାଲ ଭିତରେ ପଶି ଗତକାଲି ଜଣେ ପୁଲିସ ଅଧିକାରୀ ଜନୈକ ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିବାରୁ ଡାକ୍ତରମାନେ ଏହି ଘଟଣାର ପ୍ରତିବାଦ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସଦର ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ଠିଆହୋଇ ଡାକ୍ତରମାନେ ରଥଟଣା ଦେଖୁଥିବା ସମୟରେ ଜଣେ ପୁଲିସ…
ଥାନା ପରିସରରେ ବିଷପିଇ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ
କଟକ - ନିଆଳି ଥାନା ପରିସରରେ ବିଷପିଇ ଥିବା ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡଡାକ୍ତରଖାନାରେ ଆଜି ମୃତ୍ୟୁ ଘଟିଛି । ପୂର୍ବରୁ ଚୋରା ମଦ କାରବାରରେ ସମ୍ପୃକ୍ତ ଏହି ବ୍ୟକ୍ତିଜଣଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲା ।
ତେବେ ଜେଲରୁ ଜାମିନ ମିଳିବା ପରେ ଥାନାକୁ ଆସି…
ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ ପାଳିତ
କେନ୍ଦ୍ରାପଡା - ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ ଚାଲୁ ରହିଛି । ଶ୍ରୀଜୀଉଙ୍କ ସ୍ନାନମଣ୍ଡପକୁ ରଥରୂପେ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଜଗମୋହନକୁ ଗୁଣ୍ଡିଚା ମନ୍ଦିରକୁ ବ୍ୟବହାର କରାଯିବ ବୋଲି…
ପୁରୀରେ କର୍ଫ୍ୟୁ କୋହଳ
ପୁରୀ ୨୩-୦୬ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଜିଲ୍ଲାରେ ଲାଗୁ ହୋଇଥିବା କର୍ଫ୍ୟୁକୁ ପ୍ରଶାସନ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟା ୭ଟାରୁ ପୁରୀ ଜିଲ୍ଳାରେ କର୍ଫ୍ୟୁ କୋହଳ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।…
ପାରମ୍ପରିକ ବିଧିରେ ବିନା ଭକ୍ତରେ ରଥଯାତ୍ରା ସମ୍ପାଦିତ
ରୀ - ପାରମ୍ପରିକ ବିଧିବିଧାନ ଅନୁପାଳନ କରି ଶେଷରେ ପୁରୀ ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ଚଳିତବର୍ଷ କରୋନା କଟକଣା ମଧ୍ୟରେ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ…
ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମିଳିପାରେ ମାଗଣା ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ - ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ମିଳିପାରେ । କରୋନା ସଙ୍କଟ ବେଳେ ଗ୍ରାହକମାନଙ୍କୁ ରିହାତି ଦେବା ପାଇଁ ସରକାର ଏହି ଯୋଜନା କରି ପାରନ୍ତି ବୋଲି ସୂଚନା ମିଳିଛି । ସିଏନ୍ଏନ୍ ନେଟଓ୍ୱରର୍କ ୧୮ରେ ବାହାରିଥିବା ଖବର ଅନୁଯାୟୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ…
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ସ୍ପର୍ଶ କରିଛି
ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ସ୍ପର୍ଶ କରିଛି । ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ।
ତେବେ ୬ଟି ଜିଲ୍ଲାକୁ ମୌସୁମୀ ସ୍ପର୍ଶ କରିନଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ଆସନ୍ତା ମଙ୍ଗଳବାର ଶେଷ ରଜ ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି
ଭୁବନେଶ୍ୱର - ଆସନ୍ତା ମଙ୍ଗଳବାର ଶେଷ ରଜ ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି । ଏହି ଦୁଇ ଜିଲ୍ଲାର ସରକାରୀ କର୍ମଚାରୀ ଆସନ୍ତା ୧୬ ତାରିଖ ମଙ୍ଗଳବାରର ଅତିରିକ୍ତ ଛୁଟି ସୁବିଧା ହାସଲ କରିପାରିବେ ।
ସୂଚନା ଯୋଗ୍ୟ ପୂର୍ବରୁ ଆସନ୍ତା…