ଥାନା ପରିସରରେ ବିଷପିଇ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

0 4,411

କଟକ – ନିଆଳି ଥାନା ପରିସରରେ ବିଷପିଇ ଥିବା ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡଡାକ୍ତରଖାନାରେ ଆଜି ମୃତ୍ୟୁ ଘଟିଛି । ପୂର୍ବରୁ ଚୋରା ମଦ କାରବାରରେ ସମ୍ପୃକ୍ତ ଏହି ବ୍ୟକ୍ତିଜଣଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲା ।

ତେବେ ଜେଲରୁ ଜାମିନ ମିଳିବା ପରେ ଥାନାକୁ ଆସି ଗିରଫଦାରୀର ପ୍ରତିବାଦ କରି ସେ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Leave A Reply