Sign in
Sign in
Recover your password.
A password will be e-mailed to you.
‘ଦିପାବଳୀ’ର ମହତ୍ତ୍ୱ
ଆସୋକର ପର୍ବ ଦିପାବଳୀ ହିନ୍ଦୁମାନଙ୍କର ଏକ ମୁଖ୍ୟ ପର୍ବ ଅଟେ। ‘ଦିପାବଳୀ’ର ଅର୍ଥ ହେଉଛି ଦୀପମାନଙ୍କର ମାଳା । ଏହା ହେଉଛି ଆଲୋକ ପର୍ବ। ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହା କାର୍ତ୍ତିକ ମାସରେ ପାଳନ କରାଯାଏ।
ଏହି ଦିନ ଗୃହକୁ , ବ୍ୟବସାୟ ସ୍ଥାନକୁ ଖୁବ ସୁ୍ନ୍ଦର ଭାବେ ସଜାଯାଏ। ସମସ୍ତ…
ବିନା ଭକ୍ତରେ ବଡ଼ ଓଷା ଅନୁଷ୍ଠିତ ହେବ
ଚଳିତ ବର୍ଷ ପ୍ରସିଦ୍ଧ ଧବେଲେଶ୍ୱର ପୀଠରେ ବିନା ଭକ୍ତରେ ଅନୁଷ୍ଠିତ ହେବ ‘ବଡ଼ଓଷା’ ବୋଲି ଧବଳେଶ୍ୱର ପୀଠରେ ବଡ଼ଓଷା ନେଇ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କରାଯିବ। ବଡ଼ଓଷା ଦନ ଧବଳେଶ୍ୱର ପୀଠର ଆଖପାଖ ଅଞ୍ଚଳରେ ୧୪୪…
OJEEରେଜଲ୍ଟ ପ୍ରକାଶ ପାଇଛି
ଚଳିତ ବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା OJEEରେଜଲ୍ଟ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା OJEEରେଜଲ୍ଟ ପ୍ରକାଶିତ ହୋଇଛି।
ପରୀକ୍ଷା ଦେଇଥିବା ୪୯,୨୬୭ ଜଣ ଛାତ୍ରଙ୍କୁ ମିଳିଛି ୟୋଲୋ ରାଙ୍କ।
ଶୋଭିତ୍ ପଟଲେ B-techଏବଂ ଶ୍ୟାମସୁନ୍ଦର…
କରୋନା ମହାମାରୀକୁ ଦୃଷ୍ଟିରେ ଆସନ୍ତା ଦିପାବଳୀ ଅବସରରେ ବାଣ ଫୁଟାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି
କରୋନା ମହାମାରୀକୁ ଦୃଷ୍ଟିରେ ଆସନ୍ତା ଦିପାବଳୀ ଅବସରରେ ବାଣ ଫୁଟାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । ଏଥିସହ ବାଣ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ନଭେମ୍ବର ୧୪ ତାରିଖ ଦିନ…
ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ ଜାତୀୟ ମେଧାବୃତ୍ତି ପରୀକ୍ଷା
ଜାତୀୟ ମେଧାବୃତ୍ତି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଜାତୀୟ ମେଧାବୃତ୍ତି ପରୀକ୍ଷା (ଏନ୍ଆର୍ଟିଏସ୍) ୨୦୨୦ ଚଳିତବର୍ଷ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ।
ଏହି ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ…
ଅଲ୍ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ୨୦୨୧ ଜାନୁଆରୀ ୧୦ତାରିଖରେ ଅନୁଷ୍ଠିତ ହେବ
ନୂଆଦିଲ୍ଲୀ -୨୦୨୧ ବର୍ଷ ପାଇଁ ଅଲ୍ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ୨୦୨୧ ଜାନୁଆରୀ ୧୦ତାରିଖରେ ଅନୁଷ୍ଠିତ ହେବ ବୋଲି ସୈନିକ ସ୍କୁଲ ଭୁବନେଶ୍ୱରର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୈନିକ ସ୍କୁଲ ସୋସାଇଟି ପକ୍ଷରୁ ଏନ୍ଟିଏ ଏହି ପରୀକ୍ଷା ଆୟୋଜନ…
ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ
ଭୁନେଶ୍ୱର- ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଛି। ଏହି କିଛିସମୟ ପୂର୍ବରୁ ଅର୍ଥାତ୍ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। କୋଭିଡ୍ କଟକଣାକୁ ପାଳନ କରାଯାଇ ଭୋଟ୍ଗ୍ରହଣ ଯେପରି ସୁରୁଖୁରୁରେ…
ଓଡିଶାରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟୀକା ଦିଆଯିବ- ଡାଟାବେସ ପ୍ରସ୍ତୁତ…
ଭୁବନେଶ୍ୱର - କରୋନା ମହାମାରୀକୁ ପ୍ରତିହତ କରିବାଲାଗି ଖୁବ୍ ଶୀଘ୍ର କରୋନା ଟୀକା ଓଡ଼ିଶାକୁ ଆସିବାକୁ ଥିବାରୁ ରାଜ୍ୟସରକାର ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମେ ଟୀକା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟକର୍ମୀ ଓ…
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ତାଙ୍କ ଧର୍ମପତ୍ନୀ କରୋନା ସଂକ୍ରମିତ
ଭୁବନେଶୱର - ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ତାଙ୍କ ଧର୍ମପତ୍ନୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରାଜ୍ୟପାଳ ନିଜେ ଏ ସଂପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସହ ନିକଟରେ ସଂପର୍କରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।…
ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାରର୍ କଡ଼ା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ
ଭୁବନେଶ୍ୱର - ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାରର୍ କଡ଼ା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ କରାଯିବ । କୋଭିଡ୍ କଟକଣା ମଧ୍ୟରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।…