OJEEରେଜଲ୍ଟ ପ୍ରକାଶ ପାଇଛି

0 411

 

ଚଳିତ ବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା OJEEରେଜଲ୍ଟ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା OJEEରେଜଲ୍ଟ ପ୍ରକାଶିତ ହୋଇଛି।

ପରୀକ୍ଷା ଦେଇଥିବା ୪୯,୨୬୭ ଜଣ ଛାତ୍ରଙ୍କୁ ମିଳିଛି ୟୋଲୋ ରାଙ୍କ।

ଶୋଭିତ୍‍ ପଟଲେ B-techଏବଂ ଶ୍ୟାମସୁନ୍ଦର ପଟଲେ M-tech ଟପ୍ଟର ହୋଇଛନ୍ତି। ସେହିପରି MCAରେ ଜୟଦୀପ ଦେ ଟପ୍ଟର ହୋଇଛନ୍ତି।

ବି-ଫାର୍ମରେ ସୌମ୍ୟ ରଞ୍ଜନ ରାଉତରାୟ, ଏମ୍‍- ଫାର୍ମରେ ପରିମିତା ସାହୁ ଟପ୍ପର ହୋଇଛନ୍ତି।

Leave A Reply