Sign in
Sign in
Recover your password.
A password will be e-mailed to you.
ଓଡିଶାରେ ପଡିବ ନାହିଁ ବାତ୍ୟା ନିଭାରର ପ୍ରଭାବ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି । ତେବେ ଏହାର ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର…
ଅଁଳା ନବମୀ ଅବସରରେ୧୪୪ ଧାରା ଜାରି
ଅଁଳା ନବମୀ । ଏହି ଅବସରରେ ରାଧାପାଦ ଦର୍ଶନ ପାଇଁ ପ୍ରତିବର୍ଷ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ତେବେ ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ମଧ୍ୟରାତ୍ରରୁ ସାକ୍ଷୀଗୋପାଳ ମନ୍ଦିର ପରିସର ଏବଂ ଏହାର…
ଭିତରକନିକାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ଇକୋ ରିଟ୍ରିଟ୍ ଅବସରରେ ଭାସମାନ ରେସ୍ତୋରାଁ
ଇକୋ ରିଟ୍ରିଟ୍ ଇକୋ ରିଟ୍ରିଟ୍ ଆସୁଛି ନୂଆ ରୂପରେ । ଚିରାଚରିତ ଧାରାରେ ଏହା ସୀମିତ ନରହି ଏଥର କିଛି ନୂତନ ରୂପରେଖ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । ସମୁଦ୍ରକୂଳ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ବିଳାସପୂର୍ଣ୍ଣ କଟେଜ୍ରେ ରାତ୍ରିଯାପନ ସହ ନିଆରା ଅନୁଭବ ନେଇ ଫେରିବେ…
ଶୀତଦିନେ ସାବଧାନ ନହେଲେ ବଢିପାରେ ସଂକ୍ରମଣ- ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା…
ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ୯୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩ଲକ୍ଷ ୫ହଜାର ୮୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।…
ପେନ୍ସନ୍ଭୋଗୀଙ୍କୁ ସୁବିଧା- ପ୍ରମାଣପତ୍ର ଦାଖଲ ସମୟସୀମାକୁ ଚଳିତମାସରୁ ଆସନ୍ତାବର୍ଷ ମେ’ ମାସ ପର୍ଯ୍ୟନ୍ତ ବୃଦ୍ଧି
କରୋନା ସଂକ୍ରମଣ ସମୟରେ ପେନ୍ସନ ତଥା ପରିବାର ପେନ୍ସନ୍ଭୋଗୀଙ୍କୁ ସୁବିଧାରେ ସେବା ଯୋଗାଇ ଦେବାପାଇଁ ସରକାର
ବାର୍ଷିକ ଜୀବନ ପ୍ରମାଣପତ୍ର, ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକୀ ନିୟୋଜନ ସମ୍ପର୍କରେ ପ୍ରମାଣପତ୍ର ଦାଖଲ ସମୟସୀମାକୁ ଚଳିତମାସରୁ ଆସନ୍ତାବର୍ଷ ମେ’…
ମହାନଦୀ ଓ ବିରୂପା ନଦୀ ଉପରେ ଥିବା ପୁରୁଣା ପୋଲର ସାମର୍ଥ୍ୟ ଯାଞ୍ଚ କରାଯିବ
ମହାନଦୀ ଓ ବିରୂପା ନଦୀ ଉପରେ ଥିବା ପୁରୁଣା ପୋଲର ସାମର୍ଥ୍ୟ ଯାଞ୍ଚ କରାଯିବ । ଲୋକମାନଙ୍କର ଧନଜୀବନର ସୁରକ୍ଷା ଦୃଷ୍ଟିରୁ ମହାନଦୀ ଉପରେ ଥିବା ମଝି ପୋଲ ଓ ବିରୂପା ନଦୀ ଉପରେ ବାମପାଶ୍ୱର୍ ପୋଲର ସ୍ଥିତି ଏବଂ ସାମର୍ଥ୍ୟ ଜାଣିବା ପାଇଁ ବ୍ରିଜର ଭାର ଅଥବା ଲୋଡ ପରୀକ୍ଷଣ କରାଯିବ ।
ଜାତୀୟ…
ଅଦା ଖାଇଲେ ସବୁ ଭଲ ଏଇ ଗୋଟିଏ ଖରାପ -ଅଦା ଖାଇବା ପୂର୍ବରୁ ଜାଣିରଖନ୍ତୁ
ଅଦା ଫୁଟା ପାଣି ପିଇଲେ କାଶ ଦୂର ହେବା ସହ ଶରୀରକୁ ଶକ୍ତି ପ୍ରଦାନ କରେ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଅଦା ଏକ ଉପଯୋଗୀ ପରିବା। ପ୍ରତ୍ୟେକଦିନ ବିଭିନ୍ନ ଖାଦ୍ୟଦ୍ରବ୍ୟରେ ଏହାର ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ସକାଳୁ ଖାଲିପେଟରେ ନଖଉଷୁମ ପାଣି ଗିଲାସେରେ ଅଧ ଚାମଚ ଅଦା ରସ…
ଆଗାମୀ ଶୀତ ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ଆସନ୍ତା ୧୮ ତାରିଖ ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ
ବିଧାନସଭାର ଆଗାମୀ ଶୀତ ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ଆସନ୍ତା ୧୮ ତାରିଖ ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ବୈଠକ ଡକାଇଛନ୍ତି । ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ଆଗାମୀ ଅଧିବେଶନର କାର୍ଯ୍ୟସୂଚୀ ଏବଂ…
ଆଜିଠାରୁ ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ
ଆଜିଠାରୁ ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ
ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହେଉଛି । ତେବେ ଆଜିଠାରୁ ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ଶୀତର…
ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ ବଖରା ଘର ସମ୍ପୁର୍ଣ୍ଣ ଭସ୍ମୀଭୁତ
ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ ବଖରା ଘର ସମ୍ପୁର୍ଣ୍ଣ ଭସ୍ମୀଭୁତ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୨ଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା
ଜଣାପଡିଛି । ଖବର ପାଇ ମାଲୁଦରୁ ଦମକଳ ବାହିନୀ ଘଟଣାସ୍ଥଳରେ…