ଅଁଳା ନବମୀ ଅବସରରେ୧୪୪ ଧାରା ଜାରି

0 1,030

ଅଁଳା ନବମୀ  । ଏହି ଅବସରରେ ରାଧାପାଦ ଦର୍ଶନ ପାଇଁ ପ୍ରତିବର୍ଷ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ  । ତେବେ ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ମଧ୍ୟରାତ୍ରରୁ ସାକ୍ଷୀଗୋପାଳ ମନ୍ଦିର ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

Leave A Reply