ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

୨୦୨୦-୨୧ ବର୍ଷରେ ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି । ପୂର୍ବରୁ ଏହି ସମୟସୀମା…

କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀର ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ବନ୍ଦ କରିଛନ୍ତି

କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀର ଆଜିଠାରୁ ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ବନ୍ଦ କରିଛନ୍ତି । ସ୍କୁଲ ଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ତୁରନ୍ତ ବନ୍ଦ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା…

ସରକାରୀ ଓ ଘରୋଇ କାର୍ଯ୍ୟ ସ୍ଥଳରେ ଟିକାକରଣ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ମାସ ୧୧ ତାରିଖରୁ ସରକାରୀ ଓ ଘରୋଇ କାର୍ଯ୍ୟ ସ୍ଥଳରେ ଟିକାକରଣ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଲାଗି ଗତକାଲି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ୪୫ ବର୍ଷ ବୟସରୁ…

ସାବଧାନ- ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଗତକାଲି ଗୋଟିଏ ଦିନରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ…

‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦକୁ ଲୋକାର୍ପଣ କରିବେ । ନୂଆଦିଲ୍ଲୀରେ ମଧ୍ୟାହ୍ନ ୧୨ଟା ସମୟରେ ପ୍ରଧାନମନ୍ତ୍ରୀ ଏହି ପୁସ୍ତକର ଉନ୍ମୋଚନ କରିବେ । ଉକ୍ରଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କଦ୍ୱାରା ଲିଖିତ ଏହି ପୁସ୍ତକକୁ…

ଆଇପିଏଲ୍‌ ସହଯୋଗିତା ଜରିଆରେ ଆର୍ଥିକ ସଚେତନତା ବଢ଼ାଇବାକୁ ଅପ୍‌ଷ୍ଟକ୍ସ ଅଭିଳାଷୀ

୨୦୨୦-୨୧ ବର୍ଷରେ ରେକର୍ଡ ସଂଖ୍ୟା ୧୨ ନିୟୁତରୁ ଅଧିକ ଡିମାଟ୍‌ ଆକାଉଣ୍ଟ୍‌ ଯୋଡ଼ି ହୋଇଛି । ଅପ୍‌ଷ୍ଟକ୍ସର ସହ ପ୍ରତିଷ୍ଠାତା ଓ ସିଇଓ ରବି କୁମାରଙ୍କ ବିଶ୍ୱାସ ରହିଛି ଯେ ଅଭିବୃଦ୍ଧିର ଏହି ଧାରା ବଜାୟ ରହିବ । କୁମାର ବର୍ଣ୍ଣନା କରିଛନ୍ତି ଏହି ଅଭିବୃଦ୍ଧିକୁ କ’ଣ ଆଗକୁୂ ବଢ଼ାଇଛି ଏବଂ…

ଆଇଆର୍‌ଏଫ୍‌ସି ପକ୍ଷରୁ ୨୦ ବର୍ଷୀୟ ବଣ୍ଡ୍‌ ଜରିଆରେ ବଜାରରୁ ୧୩୭୫ କୋଟି ଟଙ୍କା ହାସଲ

ଭୁବନେଶ୍ୱର: ଭାରତୀୟ ରେଳର ଉତ୍ସର୍ଗୀକୃତ ଫାଇନାନ୍ସ କଂପାନି ଇଣ୍ଡିଆନ୍‌ ରେଲ୍‌ୱେ ଫାଇନାନ୍ସ କର୍ପୋରେସନ୍‌ (ଆଇଆର୍‌ଏଫ୍‌ସି) ଡୋମେଷ୍ଟିକ୍‌ ବଣ୍ଡ ଜାରି କରି ୧୩୭୫ କୋଟି ଟଙ୍କା ହାସଲ କରିଛି । ଏହି ପାଣ୍ଠିକୁ ୬.୮୦ ପ୍ରତିଶତ କୁପନ୍‌ ହାରରେ ୨୦ ବର୍ଷୀୟା ମାଚ୍ୟୁରିଟି ଜରିଆରେ ହାସଲ…

ନିଦଭରା ରାତି ଗୀତର ସ୍ରଷ୍ଟା ଜଲାଲ୍‍ ଆଦେନୀଙ୍କର ପରଲୋକ

ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ତଥା ସଙ୍ଗୀତ ନିର୍ଦ୍ଦେଶକ ଜଲାଲ୍‍ ଆଦେନୀଙ୍କର ରବିବାରରେ ୮୫ ବର୍ଷ ବୟସରେ କଟକ ବକ୍ସିବଜାରସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ବହୁଦିନରୁ ଅସୁସ୍ଥ ଥିଲେ । ରବିବାରରେ ହୃଦ୍‍ଘାତରେ ତାଙ୍କର ପରଲୋକ ଘଟିଛି । ଗଞ୍ଜାମ ଜିଲ୍ଲାର…

ରବିବାରରେ ରାଜ୍ୟରେ ୩୫ ବର୍ଷିୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ- ଡାଇବେଟିସ୍‌ ଥିବା ସୂଚନା, ବହୁ ଦିନ ପରେ କରୋନା…

ରାଜ୍ୟରେ   ରବିବାରରେ ୧୯ଟି ଜିଲ୍ଲା ଏବଂ ଷ୍ଟେଟ୍‍ପୁଲ୍‍ରୁ ୨୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ରେ ପହଞ୍ଚିଛି ।…

ସ୍କୁଲ ବନ୍ଦ୍‍ କରିବା ନେଇ ନିଷ୍ପତ୍ତି ହୋଇ ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା

ରାଜ୍ୟରେ କୌଣସି ସରକାରୀ ସ୍କୁଲ୍‍ରେ ଏପର୍ଯ୍ୟନ୍ତ କୌଣସି କୋଭିଡ୍‍ ସଂକ୍ରମଣ ଚିହ୍ନଟ ହୋଇ ନାହିଁ । ତେଣୁ ସ୍କୁଲ୍‍ ବନ୍ଦ୍‍ କରିବା ନେଇ ନିଷ୍ପତ୍ତି ହୋଇ ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ   କହିଛନ୍ତି । ସେ କହିଛନ୍ତି, ପୂର୍ବଭଳି ନବମ ଓ ଏକାଦଶ…