ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୪ ଲକ୍ଷରୁ ଅଧିକ

ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୨୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷରୁ ଅଧିକ ରହିଛି । ତେବେ ସେହି ସମୟ ମଧ୍ୟରେ ୩ ଲକ୍ଷ ୫୩ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ୨ କୋଟି ୪ ଲକ୍ଷରୁ ଅଧିକ…

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୮୦୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬ ହଜାର ୬୧୧ ଜଣ ଥିବାବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୫ ହଜାର ୧୯୪ । ଏହାକୁ ମିଶାଇ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା…

ଓଡ଼ିଶାରୁ ୧୦ଟି ଅମ୍ଳଜାନ ଅଭାବ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଜାରି ରହିଛି

ଓଡ଼ିଶାରୁ ୧୦ଟି ଅମ୍ଳଜାନ ଅଭାବ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଜାରି  ରହିଛି । ଆଜି ସୁଦ୍ଧା ୭୨୬ଟି ଟ୍ୟାଙ୍କର୍‌ ଯୋଗେ ୧୩ ହଜାର ୩୦୫ ଟନ୍‍ରୁ ଅଧିକ ଅମ୍ଳଜାନ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ,…

ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପି.ଏସ୍‍.ଏ. ମେଡିକାଲ୍‍ ଅକ୍ସିଜେନ୍‍ ପ୍ଲାଣ୍ଟ୍‍ର ବ୍ୟବସ୍ଥା

ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପି.ଏସ୍‍.ଏ. ମେଡିକାଲ୍‍ ଅକ୍ସିଜେନ୍‍ ପ୍ଲାଣ୍ଟ୍‍ର ବ୍ୟବସ୍ଥା ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‍ ଓ…

ଲକ୍‌ଡାଉନ୍‌ରେ ବାହାଘରରେ ସାମିଲ୍‌ ହେବେ ଏତିକି ଲୋକ- ବନ୍ଦ ଏବଂ ଖୋଲା ରହିବ କଅଣ ଜାଣନ୍ତୁ

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନ ପାଇଁ ଘୋଷଣା କରାଯାଇଥିବା ଲକ୍‍ଡାଉନ୍‍ ଆସନ୍ତା ବୁଧବାର ସକାଳଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲକ୍‍ଡାଉନ୍‍ ସମୟରେ ଶନିବାର ଓ…

ରାଜ୍ୟରେ ୧୪ ଦିନ ପାଇଁ ଘୋଷଣା କରାଯାଇଥିବା ଲକ୍‍ଡାଉନ୍‍ ଆସନ୍ତା ବୁଧବାର ସକାଳଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର…

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନ ପାଇଁ ଘୋଷଣା କରାଯାଇଥିବା ଲକ୍‍ଡାଉନ୍‍ ଆସନ୍ତା ବୁଧବାର ସକାଳଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ  । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି  । ଲକ୍‍ଡାଉନ୍‍ ସମୟରେ ଶନିବାର…

ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିସ୍ଥିତି  ଉପରେ ନଜର ରଖିବା ଓ ନିୟନ୍ତ୍ରଣ ପାଇଁ ରାଜ୍ୟ…

ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିସ୍ଥିତି  ଉପରେ ନଜର ରଖିବା ଓ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ୧୨ ଜଣ ଓଏଏସ୍‍ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଏହି ୧୨ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ …

୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଦେଶବ୍ୟାପୀ ପଞ୍ଜୀକରଣ ଆରମ୍ଭ ହେବ

୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଦେଶବ୍ୟାପୀ ପଞ୍ଜୀକରଣ ଆରମ୍ଭ ହେବ । ଏହି ତୃତୀୟ ପର୍ଯ୍ୟାୟ ଟିକାକରଣ ଲାଗି କୋ-ୱିନ୍‍ ପୋର୍ଟାଲ କିମ୍ବା ଆରୋଗ୍ୟସେତୁ ଆପ୍‍ରେ ହିତାଧିକାରୀ ନିଜର ନାମ ପଞ୍ଜୀକରଣ କରିପାରିବେ । ହିତାଧିକାରୀଙ୍କୁ ମୋବାଇଲ ମେସେଜ୍‍ ଜରିଆରେ କେଉଁଠି ଓ କେଉଁ…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଛି । ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଏହି ସମୟରେ ଭୁବନେଶ୍ୱରଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩ଦଶମିକ୍‍ ୨ ଡିଗ୍ରୀ…

ରାଜ୍ୟ ସରକାର ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁମାଗଣାରେ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେବେ

ରାଜ୍ୟ ସରକାର ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁମାଗଣାରେ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ଦୁଇ କୋଟି ଲୋକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୨ହଜାର କୋଟି ଟଙ୍କା…