ଓଡ଼ିଶା ସମେତ କେତେକ ଉପକୂଳ ରାଜ୍ୟର ଜଳମାର୍ଗରେ ଆରଓ ଆରଓ ତଥା ଆରଓ-ପାକ୍ସ ପ୍ରକଳ୍ପ ଆରମ୍ଭ

ଓଡ଼ିଶା ସମେତ କେତେକ ଉପକୂଳ ରାଜ୍ୟର ଜଳମାର୍ଗରେ ଆରଓ ଆରଓ ତଥା ଆରଓ-ପାକ୍ସ ପ୍ରକଳ୍ପ ଆରମ୍ଭ କରାଯାଇଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଏହା କହିଛନ୍ତି । ସେ କହିଛନ୍ତି, ମାଲ୍‍ ଓ ଯାତ୍ରୀ ପରିବହନ ଲାଗି

CISCE ଦ୍ୱାରା ପରିଚାଳିତ ICSE ଦଶମ ଏବଂ ICSC ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି

ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ results.cisce.org ୱେବ୍‍ସାଇଟ୍‍ରେ ନିଜ ନିଜର ପରୀକ୍ଷା ଫଳାଫଳ ଦେଖିପାରିବେ । କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇ ନ ଥିବା ବେଳେ ଉଭୟ ଶ୍ରେଣୀରେ ପାସ୍‍ ହାର ୯୯ ପ୍ରତିଶତରୁ ଅଧିକ ରହିଛି । ରାଜ୍ୟରେ ୧୦ମ

ରାଜ୍ୟରେ ଲକ୍‌ଡାଉନ୍‌ କୋହଳ ଆଶିଂକ ଲକ୍‌ଡାଉନ୍‌ – କାଟାଗୋରୀ ଏ’ଏବଂ କାଟାଗୋରୀ ବି’ ,ସମଗ୍ର…

ଲକ୍‍ଡାଉନ୍‍ ଅବଧି ଶେଷ ରାଜ୍ୟରେ ଲାଗୁ ହୋଇଥିବା ଲକ୍‍ଡାଉନ୍‍ର ଅବଧି ଆସନ୍ତାକାଲି ସକାଳେ ଶେଷ ହେବ । ତେବେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାର କୋଭିଡ ପରିସ୍ଥିତିକୁଦୃଷ୍ଟିରେ ରଖାଯାଇ ସରକାର ଏ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନେଇଛନ୍ତି । ଅଧିକ ସଂକ୍ରମଣ ଜିଲ୍ଲାରେ କାଟୋଗୋରୀ ଏ

ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ ଚଳିତବର୍ଷ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ମାଟ୍ରିକ୍‍ ପାଶ୍‍ କରିଥିବାରୁ ସେମାନଙ୍କ ଯୁକ୍ତ ୨ ପାଠ ପଢ଼ିବା ପାଇଁ କୌଣସି ସମସ୍ୟା ରହିବ ନାହିଁ । ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନିଅର କଲେଜ୍‍ମାନଙ୍କରେ ଯୁକ୍ତ ୨ ଆସନ ସଂଖ୍ୟା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସରେ କାଉଡ଼ିଆ ବା ବୋଲ୍‍ବମ୍‍…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସରେ କାଉଡ଼ିଆ ବା ବୋଲ୍‍ବମ୍‍ ଭକ୍ତମାନଙ୍କଦ୍ୱାରା କରାଯାଉଥିବା ଜଳାଭିଷେକ କାର୍ଯ୍ୟ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍‍ କଟକଣା ମଧ୍ୟରେ ନୀଟ୍‍ ୟୁ.ଜି. ପରୀକ୍ଷା ହେବ

ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍‍ କଟକଣା ମଧ୍ୟରେ ନୀଟ୍‍ ୟୁ.ଜି. ପରୀକ୍ଷା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏଥିପାଇଁ ଆସନ୍ତାକାଲିଠାରୁ ପରୀକ୍ଷାର୍ଥୀଙ୍କ ପାଇଁ ଅନ୍‍ଲାଇନ୍‍ ଆବେଦନ ପ୍ରକ୍ରିୟା ଆରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନ୍‍ଫୋ ଭ୍ୟାଲିଠାରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନ୍‍ଫୋ ଭ୍ୟାଲିଠାରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଦୁଇଟି ହସ୍ପିଟାଲ୍‍ ହେଉଛି ବାଗ୍‍ଚି ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ୍‍ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ବାଗ୍‍ଚି

ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି

ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାବ୍ୟତୀତ ପଶ୍ଚିମ ରାଜସ୍ଥାନରୁ ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମ ଛତିଶଗଡ଼, ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟଦେଇ

ଜଳଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୩ ହଜାର ୩୨୩ କୋଟି ଟଙ୍କା ପ୍ରଦାନ

ଜଳଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୩ ହଜାର ୩୨୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି କେନ୍ଦ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟରେ ପାଇପ୍‍ ଯୋଗେ ଜଳଯୋଗାଣ କାର୍ଯ୍ୟକ୍ରମକୁ ଅଧିକ

ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ନଅଦିନ ଲାଗି ଘୋଷଯାତ୍ରାରେ ଗୁଣ୍ଡିଚାଘରକୁ ଯିବେ । ଶ୍ରୀଜୀଉଙ୍କର ରତ୍ନବେଦୀରୁ ଜନ୍ମବେଦୀକୁ ଯିବା ପାଇଁ ସମସ୍ତ