ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ -୨୦୧ଟି ବୁଥ୍‍କୁ ସମ୍ବେଦନଶୀଳ,ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର…

ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି(ଶୁକ୍ରବାର ସେପ୍ଟେମ୍ବର ୩୦ରେ) ମତଦାନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା

ଆସନ୍ତା ପହିଲାରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଅଫ୍‍ଲାଇନ୍‍ ପରୀକ୍ଷା -ସବୁ ପରୀକ୍ଷା…

ଆସନ୍ତା ପହିଲାରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଅଫ୍‍ଲାଇନ୍‍ ପରୀକ୍ଷା ଅନୁଷ୍ଠିତ ହେବ । ବିକଳ୍ପ ମୂଲ୍ୟାୟନ ପଦ୍ଧତିକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଉଛନ୍ତି । ତେବେ ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଂଚଳରେ ଏକ ଲଘୁଚାପ- ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର…

ଭୁବନେଶ୍ୱର - ରାଜ୍ୟର ରାଜଧାନୀ ଭୁବନେଶ୍ୱରେର ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‍ଜିଟ୍‍ ପୋଲ୍‍କୁ ନିଷିଦ୍ଧ…

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‍ଜିଟ୍‍ ପୋଲ୍‍କୁ ନିଷିଦ୍ଧ କରାଯାଇଛି । କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ୍‍ବ୍ୟୁରୋ, ରେଡିଓ ଏବଂ ଟିଭି ଚ୍ୟାନେଲ୍‍ ଏକ୍‍ଜିଟ୍‍ ପୋଲ୍‍ ପ୍ରକାଶ ଓ ପ୍ରସାର କରିପାରିବେ ନାହିଁ ବୋଲି ରାଜ୍ୟ

ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ଗତକାଲି ଆକାଶ ପ୍ରାଇମ୍‍ର ସଫଳ…

ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ଗତକାଲି ଆକାଶ ପ୍ରାଇମ୍‍ର ସଫଳ ପରୀକ୍ଷଣ କରାଯାଇଛି । ଡି.ଆର୍‍.ଡି.ଓ. ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ

ମଙ୍ଗଳବାରରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି – ଏହାର ପ୍ରଭାବରେ…

ଭୁବନେଶ୍ୱର - ମଙ୍ଗଳବାରରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

ସାମୁଦ୍ରିକ ବାତ୍ୟା ‘ଗୁଲଆବ୍‍’ କଳିଙ୍ଗପାଟନମ୍‌ରେ କଲା ସ୍ଥଳଭାଗ ସ୍ପର୍ଶ- କୋରାପୁଟ, ରାୟଗଡା ଓ ଗଜପତିରେ ପବନ ସହ…

ସାମୁଦ୍ରିକ ବାତ୍ୟା ‘ଗୁଲଆବ୍‍’ ସ୍ଥଳଭାଗ ସ୍ପର୍ଶ କରିସାରିଛି । ଆନ୍ଧ୍ରପ୍ରଦେଶରେ କଳିଙ୍ଗପାଟନମର ମଧ୍ୟ ଭାଗରେ ଏହା ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷାସ୍ଥାନେସ୍ଥାନେ ଅତି ପ୍ରବଳ ବର୍ଷା ହେଉଛି । ପବନର ବେଗ ମଝିରେ ମଝିରେ

ବାତ୍ୟା ଆଜି ସନ୍ଧ୍ୟାସୁଦ୍ଧା ବିଶାଖାପାଟଣା, ଗୋପାଳପୁର ଏବଂ କଳିଙ୍ଗପଟ୍ଟନମ୍‍ ଅଞ୍ଚଳ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ…

ଉତ୍ତର ଓ ତତ୍‍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ପ୍ରଥମେ ଅବପାତ ଏବଂ ପରେ ଗଭୀର ଅବପାତରେ ପରିଣତ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷକରି ଗତ ୬

ଦ୍ୱାଦଶତମ ଜୁନିୟର ପୁରୁଷ ହକି ବିଶ୍ୱକପ୍‍ ଭୁବନେଶ୍ୱରଠାରେ ଆୟୋଜିତ ହେବ

ଦ୍ୱାଦଶତମ ଜୁନିୟର ପୁରୁଷ ହକି ବିଶ୍ୱକପ୍‍ ଭୁବନେଶ୍ୱରଠାରେ ଆୟୋଜିତ ହେବ । ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ଆୟୋଜିତ ହେବ । ଗତକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ଏକ

ପୂର୍ବତଟ ରେଳବାଇ ପକ୍ଷରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ କେତେକ ଟ୍ରେନ ଚଳାଚଳ ବାତିଲ୍‌

ପୂର୍ବତଟ ରେଳବାଇ ପକ୍ଷରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ କେତେକ ଟ୍ରେନ ଚଳାଚଳ ବାତିଲ୍‌ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହି ଟ୍ରେନଗୁଡିକ ହେଉଛି ପୁରୀ-କଟକ-ପୁରୀ, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ ଓ କଟକ-ଭଦ୍ରକ-କଟକ ସ୍ୱତନ୍ତ୍ର ଟ୍ରେନ । ଅପରପକ୍ଷରେ