Sign in
Sign in
Recover your password.
A password will be e-mailed to you.
Browsing Category
ସତ-ମିଛ
ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ଏ ସହୁ ଜିନିଷ ଦେଖନ୍ତୁ ଭିଡିଓ
ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ମରୁଭୂମି, ସୌରମଣ୍ଡଳର ସବୁଠାରୁ ବଡ ପର୍ବତ, ଆଗ୍ନେୟଗିରି ଏହା ଅକ୍ଷ ଚାରିପଟେ ଘୂର୍ଣ୍ଣନ ସମୟ ମଧ୍ୟ ପୃଥିବୀ ସହ ସମାନ ଦେଖନ୍ତୁ ଏହି ଭିଡିଓରେ
https://youtu.be/skNhWRDaW5k
https://youtu.be/skNhWRDaW5k
ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଲୋକପ୍ରିୟ ମାମାଆର୍ଥ ବ୍ରାଣ୍ଡ୍ର ମାଲିକାନା ରଖିଥିବା ସଂସ୍ଥା ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି । ହୋନାସା କଂଜ୍ୟୁମର ଲିମିଟେଡ୍ ହେଉଛି!-->…
Video- ଓଡ଼ିଶାର ଏହିସ୍ଥାନରେ ଥିଲା ତନ୍ତ୍ର ବିଶ୍ୱବିଦ୍ୟାଳୟ ଦେଖନ୍ତୁ ଭିଡିଓ
ପୁରାତନ କାଳରେ ଓଡିଶା ତନ୍ତ୍ର ସାଧନା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା ଏଠାରେ ଅନେକ ତନ୍ତ୍ରପୀଠ ରହିଥିଲା । ଓଡିଶାର ଯାଜପୁର ବିରଜା, ପୁରୀ ବିମଳା. ତାରାତାରେଣୀ ପୀଠ ମାଙ୍କର ଶକ୍ତି ପୀଠ । ଏହା ସହ ମା ସମଲେଶ୍ୱରୀ ପାଟଣେଶ୍ୱରୀ, କିଂଚିରେ ମା କିଚେକେଶ୍ୱରୀ , କାକଟପୁର!-->…
ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
https://www.youtube.com/watch?v=jrv1Bvsf4kg
ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
ଭାରତର ନିର୍ବାଚନ କମିଶନ ଆଜି ବରଗଡ ଜିଲ୍ଲା ପଦ୍ମପୁର
ଉପନିର୍ବାଚନ ପାଇଁ ଭୋଟ୍ଗ୍ରହଣର ତାରିଖ ଘୋଷଣା କରିଛନ୍ତି
ଭାରତର ନିର୍ବାଚନ କମିଶନ ବରଗଡ ଜିଲ୍ଲା ପଦ୍ମପୁରଉପନିର୍ବାଚନ ପାଇଁ ଭୋଟ୍ଗ୍ରହଣର ତାରିଖ ଘୋଷଣା କରିଛନ୍ତି । ଆସନ୍ତାଡିସେମ୍ବର ୫ ତାରିଖରେ ଭୋଟ୍ଗ୍ରହଣ କରାଯିବ ଏବଂ ୮ ତାରିଖରେଭୋଟ୍ଗଣତି ହେବ । ଏଥିପାଇଁ ଚଳିତମାସ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶପାଇବ । ଆସନ୍ତା ୧୭ ତାରିଖ ସୁଦ୍ଧା!-->…
ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟ
ଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ
ଭାରତ ଏବଂ ଅନ୍ୟ କେତେକ ଦେଶରେ ଆଜି ସୂର୍ଯ୍ୟ ପରାଗ ଆଂଶିକଦୃଶ୍ୟମାନ ହେବ । ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ । ଅପରାହ୍ନ ୪ଟା ୨୯ ମିନିଟ୍ରୁଏହା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୪୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।ତେବେ କେତେକ ଅଞ୍ଚଳରେ!-->…
କୋଣାର୍କରେ ଦେଶର ଦ୍ୱିତୀୟ ସହର
ଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ
ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦେଶର ଦ୍ୱିତୀୟ ସହରଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପକାର୍ଯ୍ୟକାରୀ ହେବା ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଆଖପାଖ ଅଞ୍ଚଳସୌରଶକ୍ତି ଆଲୋକ ଦ୍ୱାରା ଆଲୋକିତ ହେବ । ଓପିଟିସିଏଲ୍ ୧୦ମେଗାୱାଟ୍!-->…
ଦେଶଭକ୍ତି ହେଉଛି ଦେବଭକ୍ତି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲରେ ସେନାବାହିନୀରସଦସ୍ୟଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ପୃଥିବୀରେ ଅନେକ ଗୁଡ଼ିଏସଭ୍ୟତା ସୃଷ୍ଟି ହୋଇଛି ଏବଂ ସମୟକ୍ରମେ ଲୋପ ପାଇଯାଇଛିଟ୍ଟ କିନ୍ତୁଭାରତର ସଭ୍ୟତା ସବୁ ସମୟରେ ସମ୍ଭାବିତ ଆହ୍ୱାନ ଗୁଡ଼ିକର ସାମ୍ନାକରିବା ସହ ନିଜର!-->!-->!-->…
ଅଯୋଧ୍ୟାଠାରେ କ୍ରମାନ୍ୱୟରେ ଷଷ୍ଠ ଥରଲାଗି ଏହି ଦୀପୋତ୍ସବ ପାଳନ କରାଯାଉଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳିର ଅବ୍ୟବହିତ ପୂର୍ବରୁ ସନ୍ଧ୍ୟାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧଦୀପୋତ୍ସବରେ ଅଂଶଗ୍ରହଣ କରିବେ । ଅଯୋଧ୍ୟାଠାରେ କ୍ରମାନ୍ୱୟରେ ଷଷ୍ଠ ଥରଲାଗି ଏହି ଦୀପୋତ୍ସବ ପାଳନ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ପ୍ରଥମଥରଲାଗି!-->…
ବେଆଇନ ହୁକ ପକାଇବାରେ ଭୟଙ୍କର ବିପଦ
ଭୁବନେଶ୍ୱର: ବେଆଇନ ଭାବେ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ମହାକାଳପଡ଼ାର ବିଜୟନଗର ଗ୍ରାମରେ ତିନି ମଇଁଷିର ମୃତ୍ୟୁ ଘଟିଛି । ସେହି ଗ୍ରାମର ବାସିନ୍ଦା ସଞ୍ଜୟ ଦାଶ ବାଉଁଶରେ ତିଆରି ଅସ୍ଥାୟୀ ଖୁଂଟ ଏବଂ ବେଆଇନ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ନେଇଥିଲେ । ଗତକାଲି ଯେତେବେଳେ ଗ୍ରାମର!-->…