Browsing Category

ସତ-ମିଛ

ସାପ ଖେଳ ଦେଖି ଜୀବନ ଗଲା, ଦେଖନ୍ତୁ ଭିଡିଓ

ନେଲୋର . - ଆନ୍ଧ୍ର ପ୍ରଦେଶର ନେଲୋରରେ ଜଣେ ବ୍ୟକ୍ତି ସାପ ଖେଳ ଦଖି ପ୍ରାଣ ହରାଇଛନ୍ତି । ତେବେ ସାପ ଖେଳ ଖାଲି ଦେଖିବା ଯୋଗୁଁ ନୁହେଁ ସେହି ସମୟରେ ଖେଳ ଦେଖାଉଥିବା ବ୍ୟକ୍ତି ସାପକୁ ତାଙ୍କ ବେକରେ ପକାଇଥିଲା । ସାପଟି ସେହି ସମୟରେ ତାଙ୍କୁ କାମୁଡି ଦେଇଥିଲା ନେଲୋର ଜିଲାର ସୁଲୁରପେଟ୍ଟା…

ଦୀପିକା ଓ ରଣବୀର ପୋଷ୍ଟ କେଲ ବିବାହର ପ୍ରଥମ ଅଫିସିଆଲ ଫଟୋ

ମୁମ୍ବାଇ .- ଦୀପିକା ପାଦୁକନ ଓ ରଣବୀର ସିଂ ବିବାହ କରିବା ପରେ ସେମାନଙ୍କ ବିବାହ ଫଟୋକୁ ନିଜର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ବୁଧବାରରେ କୋଙ୍କଣୀ ରୀତି ନୀତି ଅନୁସାରେ ଦୁଇ ଜଣଙ୍କର ବିବାହ ହୋଇଥିଲା । ଏଥିରେ ଦୀପିକା ପାଦୁକନ ଲାଲ ରଙ୍ଗର ପାଟ ଓ ରଣବୀର ସିଂ ଧଲା କୁର୍ତ୍ତାରେ ନଜର…

ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୀପିକା ଓ ରଣବୀର, ୨ ପ୍ରକାରର ବିବାହ ଉତ୍ସବ

ନୂଆଦିଲ୍ଲୀ . - ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ରଣବୀର ସିଂ ଓ ଦୀପିକା ପାଦୁକନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିରାଟ ଓ ଅନୁଷ୍କାଙ୍କ ପରି ତାଙ୍କର ବିବାହ ବିଦେଶରେ ହୋଇଛି । ଇଟାଲୀର ଲେକ୍‌ କୋମରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୋଙ୍କଣୀ ରୀତିନୀତି…

ଜାଣନ୍ତୁ ଏହି ଔଷଧ ଯୋଗୁଁ ହୋଇପାରେ ହାର୍ଟ ଆଟାକ

ହାର୍ଟ ଆଟାକ ବା ହୃଦଘାତର ବିଭିନ୍ନ କାରଣ ରହିଛି । ମୋଟାପଣ ସହ , ହୃଦୟ ବା ହାର୍ଟକୁ ରକ୍ତ ଯୋଗାଉଥିବା ଧମନୀରେ ଚର୍ବି ଜମାଟ ବାନ୍ଧିଲେ , କୌଣସି କାରଣରୁ ଏହା ସରୁ ହୋଇଗଲେ  , ଏହିପରି ଅନେକ କାରଣ ରହିଛି  ହାର୍ଟ ଆଟାକ ହୋଇଥାଏ  । କେତେକ ପେନ୍‌ କିଲର ଔଷଧକୁ ଅଧିକ ବ୍ୟବହାର କଲେ ବା ଲମ୍ବା…

ଅଧିକ ଶକ୍ତିଶାଳୀ ହେବ ଭାରତର ସୁରକ୍ଷା, ୯୧୦୦ କୋଟି ଟଙ୍କା ମୂଲ୍ୟର ଉପକରଣ କ୍ରୟକୁ ଡିଏସିର ମଞ୍ଜୁରି

 ନୂଆଦିଲ୍ଲୀ . - ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତା ବିଶିଷ୍ଟ ପ୍ରତିରକ୍ଷା କ୍ରୟ ପରିଷଦର ବୈଠକ ନୂଆଦିଲ୍ଲୀଠାରେ ସମ୍ପନ୍ନ ହୋଇ ଥିଲା। ଏହି ବୈଠକରେ ପ୍ରତିରକ୍ଷା ବଳ ପାଇଁ ୯୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉପକରଣ କ୍ରୟକୁ ମଞ୍ଜୁରି ପ୍ରଦାନ କରାଯାଇଛି । ସ୍ୱଦେଶୀକରଣ…

ଗଗନଯାନରେ ୨୦୨୨ରେ  ମହାକାଶକୁ ଯିବେ ତିନି ଭାରତୀୟ, ୨୦୧୯ ଜାନୁଆରୀ ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୨

ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଦୋହରାଇଲେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ୧୦୦୦୦ କୋଟି ଟଙ୍କାର ପ୍ରକଳ୍ପ ଭାରତୀୟ ମହାକାଶ ଗବେଷଣାର ମୋଡ଼ ବଦଳାଇବ ମହାକାଶ ଅଭିଯାନ ସକାଶେ ସକଳ ପ୍ରକାର ଇଞ୍ଜିନିୟରିଂ ଉପକରଣ ପ୍ରସ୍ତୁତ ୨୦୧୯ ଜାନୁଆରୀ ସୁଦ୍ଧା…

କଣ ସତରେ ନକଲି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଛି ? କେତେ ସତ କେତେ ମିଛ ?

ଆଜିକାଲି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ନେଇ ଅନେକ ଚର୍ଚ୍ଚା ହେଉଛି । ଏ ସଂପର୍କରେ ଏକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଯଥା ୟୁଟ୍ୟୁବ, ଫେସବୁକ,ହ୍ୱାଟ୍ସଆପ ଆଦିରେ ବୁଲୁଛି । ତେବେ ଏହା କଣ ସତ ?

ପ୍ରଧାନମନ୍ତ୍ରୀ ମୋଦି କଣ ଗଡସେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି ? କେତେ ସତ କେତେ ମିଛ ?

ଫେକୁ ଏକ୍ସପ୍ରେସ ନାମକ ଏକ ଫେସବୁକ ପେଜ ରହିଛି । ଏହା ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥାଏ । କେତେକ କ୍ଷେତ୍ରରେ ଏହାର ସମାଲୋଚନା ଗଠନମୂଳକ ଓ ସତ୍ୟଆଧାରିତ ଥିବାବେଳେ ଆହୁରି କେତେକ କ୍ଷେତ୍ରରେ ଏହା କେବଳ ସମାଲୋଚନା କରିବା ଲକ୍ଷ୍ୟରେ ସମାଲୋଚନା କରିଥାଏ…

ଗୈରିକ ଆତଙ୍କବାଦ ସତ ନା ଷଡ଼ଯନ୍ତ୍ର ?

କଣ ସ୍ୱାମୀ ଅସୀମାନନ୍ଦ ଓ କର୍ଣ୍ଣେଲ ପୁରୋହିତ ଓ ତାଙ୍କ ସହଯୋଗୀମାନେ ଦେଶରେ ହିନ୍ଦୁ ଆତଙ୍କବାଦ କାମରେ ଲିପ୍ତ ଥିଲେ ? କଣ ହାଇଦ୍ରାବାଦର ମକ୍କା ମସଜିଦ, ସମଝୌତା ଏକ୍ସପ୍ରେସ ବିସ୍ଫୋରଣ କାଣ୍ଡରେ ହିନ୍ଦୁ ଆତଙ୍କବାଦୀମାନଙ୍କ ହାତ ଥିଲା ? ଏସବୁ କଥା ସତ ବୋଲି ଆମେ ଗତ ପ୍ରାୟ ଏକ ଦଶନ୍ଧି ଧରି…

ଦେଖନ୍ତୁ ଫ୍ୟୁଚର ସାଇନ୍ସ, ଛୋଟିଆ ଡ୍ରୋନ ସାହାଯ୍ୟରେ ଉଡୁଛି ମଣିଷ

ଏବେ ବିଜ୍ଞାନ ବହୁତ ଉନ୍ନତି କରିଛି । ଆଗରୁ ଚନ୍ଦ୍ରେ ପହ଼ଞ୍ଚିଥିବା ମଣିଷ ଏବେ ମଙ୍ଗଳ ଓ ଶୁକ୍ରରେ ପହ଼ଞ୍ଚିବାକୁ ଇଚ୍ଛା କଲାଣି । ଏଥିପାଇଁ ,ଚେଷ୍ଟା ଚାଲିଛି । ତେବେ ଭିଡିଓ ଉତ୍ତୋଳନ ପାଇଁ ଆଗରୁ ଡ୍ରୋନ ବ୍ୟବହାର କରାଯାଉଥିବା ବେଳେ ଏବେ ଉଡିବା ପାଇଁ ଡ୍ରୋନ ବ୍ୟବହାର କରା ଗଲାଣି…