Sign in
Sign in
Recover your password.
A password will be e-mailed to you.
Browsing Category
ସତ-ମିଛ
ଫାଶୀ କୋଠି ଏମିତି ଥିଲା । – ମୃତ୍ୟୁର ଶେଷ ମୁହୁର୍ତ୍ତ ଏଇଠି କଟାଇଥିଲେ ନିର୍ଭୟା ଦୋଷୀ
ନୂଆଦିଲ୍ଲୀ - ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଥାଏ । ଏହାକୁ ଫାଶୀ କୋଠି କୁହାଯାଏ । ଡେଥ୍ ଓ୍ୱାରେଣ୍ଟ ବା ମୃତ୍ୟୁର ପରଓ୍ୱାନା ଜାରି ହେଲେ ଦୋଷୀମାନଙ୍କୁ ଏହି ଠାରେ ରଖାଯାଏ ଥାଏ । ସ୍ୱତନ୍ତ୍ର ପହରା ମଧ୍ୟରେ ଦୋଷୀମାନେ ରୁହନ୍ତି । କାଳେ କଛି କରିଦେବେ…
କରୋନା ପାଇଁ ହ୍ୱାଟସ୍ଆପ୍ ନମ୍ବର ଲଞ୍ଚ୍ କଲେ ସରକାର -9013151515
ନୂଆଦିଲ୍ଲୀ - କରୋନା ପାଇଁ କେନ୍ଦ୍ର ସରକାର ଏକ ହ୍ୱାଟ୍ସ୍ଆପ୍ ନମ୍ବର ଲଞ୍ଚ କରିଛନ୍ତି । 9013151515 ନମ୍ବର କରୋନା ପାଇଁ ସରାକାରୀ ହ୍ୱାଟସ୍ଆପ୍ ନମ୍ବର । ଏଥିରେ କେହି ବି କରୋନା ସମ୍ପର୍କୀତ ବିଭିନ୍ନ ତଥ୍ୟ ଜାଣି ପାରିବେ । MyGov Corona Helpdesk ଏହାକୁ ତିଆରି କରାଯାଇଛି । ଏହା…
କରୋନା ପାଇଁ ବାବା ରାମଦେବଙ୍କ ପରାମର୍ଶ- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ
ଭୁବନେଶ୍ୱର - ଏବେ ସାରା ବିଶ୍ୱରେ କରୋନା ଭାଇରସ୍ ବା କୋଭିଡ୍୧୯ ଆତଙ୍କ ସୃଷ୍ଟି କରିଛି । ରୋଗ ପ୍ରତିରୋଧକ ଶକ୍ତି ନଥିବା, ଓ ବୟସ୍କ ବ୍ୟକ୍ତିଙ୍କୁ ଏହା ବେଶୀ ଆକ୍ରାନ୍ତ କରୁଛି । ହୃଦରୋଗ, ମଧୁମେହ ବା ଡାଇବେଟିସ୍ , ଶ୍ୱାସ ବା ଆସ୍ଥମା ଥିବା ବ୍ୟକ୍ତିଙ୍କ ପାଇଁ ଏହି ବେଶୀ ବିପଦଜନକ ।…
ପୃଥିବୀ କକ୍ଷ ପଥରେ ରହସ୍ୟମୟ ବସ୍ତୁର ଫଟୋ ମୁକ୍ତ କଲେ ବୈଜ୍ଞାନିକ
ନ୍ୟୁୟର୍କ - ପୃଥିବୀର କକ୍ଷ ପଛରେ ରହସ୍ୟମୟ ବସ୍ତୁ । ଏବେ ଏହା ପୃଥିବୀର କକ୍ଷ ପଥରେ ବୁଲୁଛି ।
ଜ୍ଞାନିକମାନେ' ରହସ୍ୟମୟ ବସ୍ତୁ'ର ନୂତନ ପ୍ରତିଛବି ମୁକ୍ତ କରନ୍ତି ଯାହା ପୃଥିବୀର କକ୍ଷପଥରେ ଯୋଗ ଦେଇଛି | ଏହା ଏକ ଛୋଟ ଜହ୍ନ ବା ମିନିମୁନ୍ ପରି ଦେଖାଯାଉଛି । ଏହି ରହସ୍ୟ ମୟ ବସ୍ତୁରେ ଅନେତ…
ଓଡ଼ିଶାର କାହ୍ନୁଙ୍କ ଇସାରାରେ ନାଚୁଛନ୍ତି ମୟୁର
କଟକ - କଟକ ଜିଲ୍ଲା ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକକ୍ ମ୍ୟାନ୍ ନାମରେ ଡାକୁଛନ୍ତି । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି ଉଠୁଛନ୍ତି ମୟୂରଦଳ । କାହ୍ନୁ ଓ ମୟୂରଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି ନରାଜ ମୁଣ୍ଡିଆରେ ।…
କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଳ ପୂଜା ଆରମ୍ଭ
କଟକ - କଟକରେ କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଲ ପୂଜା ଆରମ୍ଭ ହୋଇଛି ।
ପ୍ରତ୍ୟହ ଷୋଡଶ ଉପଚାରରେ ପୂଜା କରାଯିବା ସହ ମାଆଙ୍କର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି । ଏହି ବେଶ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ଭକ୍ତଙ୍କର ସମାଗମ ହେଉଛି ।
ଶାରଦୀୟ ପୂଜା ସମୟରେ ମାଆ ବିମଳାଙ୍କର ବେଶ
ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ଶାରଦୀୟ ଦୂର୍ଗାପୂଜା ବେଶ୍ ଧୂମଧାମରେ ସ୍ୱତନ୍ତ୍ରରୂପେ ଏଠାରେ ପାଳିତ ହୁଏ ।
ଶାରଦୀୟ ଦୁର୍ଗାପୂଜା ସମୟରେ ମା’ ବିମଳାଙ୍କୁ ନାରାୟଣୀ, ହରଚଣ୍ଡୀ, ବନଦୁର୍ଗା, ବଗଳା, ଭୁବନେଶ୍ୱରୀ, ଉଗ୍ରତାରା, ଜୟଦୁର୍ଗା, ରାଜରାଜେଶ୍ୱରୀ,…
ଜଗନ୍ନାଥ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳା
ପୁରୀରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ଶାରଦୀୟ ଦୂର୍ଗା ପୂଜା ବା ଷୋଳ ପୂଜାରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମୂଳାଷ୍ଟମୀରେ ବ୍ରାହ୍ମଣ ବରଣ କରଥାଆନ୍ତି ।ଏହି ସମୟରେ ସେଠାରେ ଦୁର୍ଗାମାଧବ ଉପାସନା…
ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରରେ ସୁନ୍ଦର ସାଜସଜ୍ଜା
କଟକ - ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରକୁ ସୁନ୍ଦର ଭାବେ ସାଜ୍ଜ ସଜ୍ଜା କରାଯାଇଛି।
ଏଠାରେ ଷୋଳ ପୂଜା ଅବସରରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବେଶ ଅନୁଷ୍ଠିତ ହେଉଛି ।
କଟକ ଚଣ୍ଡୀଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡି ପରିଲକ୍ଷିତ ହେଉଛି…
କୃଷ୍ଣ ଓ ସୁଦାମା ବନ୍ଧୁତ୍ୱର ଜ୍ୱଳନ୍ତ ଉଦାହରଣ
ପିଲାଦିନେ ବୃନ୍ଦାବନରେ ଗୁରୁକୂଳରେ ଶିକ୍ଷା ଗ୍ରହଣ କରିବା କୃଷ୍ଣ ଓ ସୁଦାମା ବେଶ୍ ଭଲ ବନ୍ଧୁ ଥିଲେ। ମଥୁରା ଆସିବା ପରେ କୃଷ୍ଣ ଯେପରି ସୁଦାମାଙ୍କୁ ପାଶୋରି ଯାଇଥିଲେ । ହେଲେ ଯେଉଁ ଦିନ କୃଷ୍ଣ ଓ ସୁଦାମାଙ୍କର ପୁଣି ଭେଟ ହେଲା ତାହା କାଳ କାଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉଦାହରଣ ହୋଇ…