Browsing Category

ଓଡିଶା

ରାଜ୍ୟରେ ୬୩୯୦ ଭିକାରୀ ଚିହ୍ନଟ କଟକରେ ସର୍ବାଧିକ ୧୦୬୦

ଭୁବନେଶ୍ୱର - ରାଜ୍ୟରେ ବର୍ତ୍ତମାନ ୬୩୯୦ ଭିକାରୀଙ୍କୁ ଚିହ୍ନଟ କରାଯାଇଛନ୍ତି । କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଛନ୍ତି । ବଲାଙ୍ଗିରରେ ୭୦୮ ଜଣ ମୟୂରଭଞ୍ଜରେ ୪୮୫ ଜଣ ଗଞ୍ଜାମରେ ୪୫୮ ଜଣ ଦେବଗଡ ଜିଲ୍ଲାରେ ସବୁଠାରୁ କମ୍‍ ୧୬ ଜଣ ଭିକାରୀ ଅଛନ୍ତି। ମୋଟ୍‍ ୬୩୯୦ ଭିକାରୀଙ୍କ…

ଓଡ଼ିଶା ବରିଷ୍ଠ ନାଗରିକ ନୀତି୨୦୧୬ ଅନୁସାରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକ ରହିପାରିବା…

ଭୁବନେଶ୍ୱର - ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬ ଅନୁସାରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକ ରହିପାରିବା ଭଳି ଜରାଶ୍ରମ ନିର୍ମାଣର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟ ରାଜ୍ୟର ୯ଟି ଜିଲ୍ଲା ସମ୍ବଲପୁର, ଖୋର୍ଦ୍ଧା, କଟକ, କନ୍ଧମାଳ, ଭଦ୍ରକ, ମାଲକାନଗିରି,…

କାଳିଆ ଯୋଜନାରେ ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ

ଭୁବନେଶ୍ୱର - କାଳିଆ ଯୋଜନାରେ ରାଜ୍ୟ ସରକାର ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି । ୧୪ ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ ଚାଷୀ ପରିବାରଙ୍କୁ ବି କାଳିଆ ଟଙ୍କା ପ୍ରଦାନ…

ଜେଲ୍‌ ଗଲେ ତିନି ଲାଞ୍ଚୁଆ ପୁଲିସ ବାବୁ !

ଜୟପୁର . - ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ (ଦୁର୍ନିତୀ ନିବାରଣ ) ଅଧିକାରୀଙ୍କ ହାତରେ ଧରା ପଡିଥିବା ତିନି ଜଣ ପୁଲିସ ବାବୁ ଜେଲ୍‌ ଯାଇଛନ୍ତି । ଏହା ପୁଣି ଖାକି ରେ ଏକ ଦାଗ । ଜଣେ ନୁହେଁ ଗୋଟିଏ ଥାନାର ତିନି ତିନି ଜଣ ଅଧିକାରୀ ଲାଞ୍ଚ ନେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ…

ଦୁଇ ଦୁଇଟି ଲଘୁଚାପ ପ୍ରବଳ ବର୍ଷିବ

ଭୁବ‌ନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବ‌ଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡିଶାରେ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି । ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ବାରିପଦାରେ ଗୁରବାରରେ ୧୩୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।…

୨୬ ତାରିଖ ଶୁକ୍ରବାରରୁ ପ୍ରବଳ ବର୍ଷା ସମ୍ଭାବନା, ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର - ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୬ତାରିଖ ବେଳକୁ ଲଘୁଚାପ ବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ଗ୍ରୀନ ମହାନଦୀ ପାଇଁ ଅଣଷଠି କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ

ଭୁବନେଶ୍ୱର . - ରାଜ୍ୟ ସରକାର ଗତ ୨୦୧୮-୧୯ ବର୍ଷରେ ଗ୍ରୀନ୍‍ ମହାନଦୀ ମିଶନ ଯୋଜନାରେ ମୋଟ୍‍ ଅଣଷଠି କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ୫୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ…

ଓଡ଼ିଶାରେ ଚାକିରି ବୟସ ୪୪ ବର୍ଷକୁ ବୃଦ୍ଧି ପାଇଁ ବିଧାନସଭାରେ ଦାବି

ଭୁବନେଶ୍ୱର . - ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରୀ ଚାକିରିରେ ପ୍ରବେଶ  ବୟସ ସୀମା ବୃଦ୍ଧି କରିବା ଲାଗି ଉଭୟ ଶାସକ ଓ ବିରୋଧୀଦଳର ସଦସ୍ୟମାନେ ଦାବି କରିଛନ୍ତି। ଗତକାଲି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ …

ପାଟକୁରାରେ ବିଜେଡିର ବିଜୟ

ଭୁବନେଶ୍ୱର -  ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ବିଜୟ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୬୫୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି  ୧୮ ରାଉଣ୍ଡର ଗଣତି ପରେ ଏହି ଫଳାଫଳ ମିଳିଛି ୧୬ ତମ…

ଆଗରେ ସାବିତ୍ରୀ ପଛଉଛନ୍ତି ବିଜୟ

ପାଟକୁରାର ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୧୩,୬୮୧ ଖଣ୍ଡ ଭୋଟରେ ଆଗୁଆ ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ…