Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରୀମନ୍ଦିରରେ କୃଷ୍ଣ ଲୀଳା ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ପୁରୀ . - ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ କୃଷ୍ଣ ଜ୍ନମା ଷ୍ଟମୀ ଉତ୍ସବ ପାଳନ କରାଯାଏ । ଭାଦ୍ରବ କୃଷ୍ଣ ସପ୍ତମୀ ଠାରୁ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ କୃଷ୍ଣ ଲୀଳା ଅନୁଷ୍ଠିତ ହୁଏ । କୃଷ୍ଣ ସପ୍ତମୀରେ ଜେଉଡ ଭୋଗ ହୋଇଛି । ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି…
ରମାଦେବୀ ପରିସରରୁ ଉଠିବ ଯୁକ୍ତଦୁଇ ଜୁନିୟର କଲେଜ, ୟୁନିଟ ୯ ବାଳିକା ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ
ଭୁବନେଶ୍ୱର- ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଯୁକ୍ତଦୁଇ ଜୁନିୟର କଲେଜ ଉଠାଯାଇ ୟୁନିଟ୍ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଏ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି ।
୨୦୧୫ ମସିହାରେ ରମାଦେବୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ…
ଆଦର୍ଶ ଐତିହ୍ୟ ସ୍ଥଳୀରେ ତାଲିକାରେ ଓଡିଶାର ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇବ
ଭୁବନେଶ୍ୱର -ଦେଶର ଆଦର୍ଶ ଐତିହ୍ୟ ସ୍ଥଳୀରେ ତାଲିକାରେ ଓଡିଶାର କେତେକ ପର୍ଯ୍ୟଟନସ୍ଥଳୀରେ ସ୍ଥାନ ପାଇବ । ଏ ନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ପର୍ଯ୍ୟଟନମନ୍ତ୍ରୀ ସମ୍ମିଳୀରେ ଆଜି ସୂଚନା ଦେଇଛନ୍ତି ।
୨୦୧୯-୨୦ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନସ୍ଥଳୀ…
୧ ତାରିଖରୁ ରାଜ୍ୟରେ ଲାଗୁ ହେବ ‘ୱାନ୍ ନେସନ ୱାନ୍ ରାସନକାର୍ଡ’
ଭୁବନେଶ୍ୱର - ସେପ୍ଟେମ୍ବର ମାସ ୧ ତାରିଖରୁ ରାଜ୍ୟରେ ‘ୱାନ୍ ନେସନ ୱାନ୍ ରାସନକାର୍ଡ’ ବା ‘ଗୋଟିଏ ଦେଶ ଗୋଟିଏ ରାସନକାର୍ଡ’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ମହାନଗର ନିଗମରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର…
ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର - ୧୯୮୩ ବ୍ୟାଚ୍ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସୋମବାରରେ ରାଜ୍ୟ ନିର୍ବାଚନ କମିଶନର୍ ଭାବେ ଦାୟିତ୍ୱ ନେଇଛନ୍ତି । ଆଗମୀ ଦିନରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବାକୁ ଥିଲାବେଳେ ଏହାକୁ କିପରି ସୁଚାରୁରୂପେ ପରିଚାଳନା କରିବେ କହିଛନ୍ତି । ଦାୟିତ୍ୱ…
ବିଦ୍ୟୁତ ଚୋରି ରୋକିବା ପାଇଁ ଲାଗିବ ସ୍ମାର୍ଟ ମିଟର
ଭୁବନେଶ୍ୱର - ରାଜ୍ୟରେ ଏଣିକି ବିଜୁଳି ସୁବଣ୍ଟନ ସହ ଚୋରୀକୁ ରୋକିବାପାଇଁ ସ୍ମାର୍ଟ ଓ ପ୍ରିପେଡ୍ ମିଟର ଲାଗୁ କରାଯିବ ବୋଲି ସୋମାବାରରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଲଗାଯିବ ।
ସେହିଭଳି ସମ୍ବଲପୁର ସହରରେ…
ଭୁବନେଶ୍ୱରରୁ ଜୁନାଗଡ ଏବଂ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ହେବ ଅଲଗା
ଭୁବନେଶ୍ୱର . - ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଅନୁରୋଧକୁ ରକ୍ଷା କରି ଏହାକୁ ସ୍ୱୀକୃତି ଦେଇଥିବାରୁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ବାଣ ବିସ୍ଫୋରଣରେ ଉଡିଗଲା ଘର, ଜଣେ ମୃତ
ନୟାଗଡ - ନୟାଗଡ଼ ଜିଲା ଶରଣକୂଳ ଥାନା ଗୋଡ଼ିପଡ଼ା ବଜାର ଅନ୍ତର୍ଗତ ଜଗନ୍ନାଥପାଟଣା ସାହିରେ ଥିବା ଏକ ବାଣ କାରଖାନାରେ ରବିବାର ରାତିରେ ବଡ଼ଧରଣର ବିସ୍ଫୋରଣ ଘଟି ଆଜବେଷ୍ଟସ ଘର ଭୁଶୁଡ଼ି ପଡ଼ିବା ସହିତ ନିଆଁ ମଧ୍ୟ ଲାଗିଯାଇଥିଲା।
ଏଠାରେ ଦୀର୍ଘ ଦିନ ହେଲା ବିନା ଲାଇନ୍ସେସରେ ବାଣ ତିଆରି କାରଖାନା…
ରାଜ୍ୟରେ ହେବ ୨ ଲକ୍ଷ ୪ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ, ୨୭ ହଜାର ପାଇବେ ନିଯୁକ୍ତି
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ହାଇ ଲେବଲ୍ କ୍ଲିଆରନ୍ସ କମିଟିର ବିଂଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୫ ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ଏହି ୫ଟି ପ୍ରକଳ୍ପ ପାଇଁ ୨ଲକ୍ଷ ୪ହଜାର ୬୯ କୋଟି ଟଙ୍କାର ପୁଂଜି ବିନିଯୋଗ ହେବ। ୩ ବର୍ଷରେ…
ଢେଙ୍କାନାଳ ଆଇଆଇଏମ୍ସିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ
ଢେଙ୍କାନାଳ .- ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ୨୭ତମ ପ୍ରତିଷ୍ଠା ଦିବସ ଶନିବାରରେ ପାଳିତ ହୋଇଯାଇଛି । ଏହି ଅବସରରେ ଗଣମାଧ୍ୟମ, ଜାତୀୟବାଦ ଓ ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର…