Browsing Category

ଖବର

ଛେଳି ନାମରେ କୁକୁର ଦେଇଥିବା ଅଭିଯୋଗ, ଥାନାରେ ମାମଲା ରୁଜୁ

କାନପୁର.- ଛେଳି ନାମରେ ଜଣେ ବ୍ୟକ୍ତିଙ୍କୁ କୁକୁର ଦେଇଥିବା ଅଭିଯୋଗ ହୋଇଛି ।  କାନପୁର ନିକଟସ୍ଥ ଜୁଜୁମାଓ ଛୁଙ୍ଗିରେ ଏହି ଘଟଣା ଘଟିଛି ।  ଇଦ-ଅଲ୍‌-ଅଦା ବା ବକରି –ଇଦରେ ସମୟରେ ଛେଳିର ଚାହିଦା ବୃଦ୍ଧି ପାଇଥାଏ । ଅସରଫ ନାମକ ବ୍ୟକ୍ତି ନିଜର ତିନୋଟି ଛେଳି ବିକିବ ପାଇଁ ହାଟକୁ ନେଇଥିଲା।…

 ସବୁଠାରେ ଲାଗିବ ଓଡିଆ ନାମ ଫଳକ, ୧୫ ଦିନ ମଧ୍ୟରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ନାମ ଫଳକ ଲଗାଇବ ପାଇଁ ନିର୍ଦେଶ

ଭୁବନେଶ୍ୱର.- ରାଜ୍ୟରେ ଥିବା ସମସ୍ତ ସରକାରୀ  ଓ ବେସରକାରୀ ପ୍ରତିଷ୍ଠାନରେ ଓଡିଆରେ ନାମ ଫଳକ ଲଗାଇବା ପାଇଁ ନିୟମ କଡାକଡି କରାଯାଇଛି । ୧୫ ଦିନ ମଧ୍ୟରେ ସମସ୍ତ ପ୍ରତିଷ୍ଠାନରେ ଓଡିଆ ନାମ ଫଳକ ଲଗାଇବା ପାଇଁ ସରକାର ନିର୍ଦେଶନାମା ଜାରି କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ…

ରାଜ୍ୟର ସମସ୍ତ ଜୁନିୟର କଲେଜରେ ହେବ ଓଡିଆ ଭାଷାରେ କାମ

ଭୁବନେଶ୍ୱର.- ଓଡିଶାରେ ଥିବା ସମସ୍ତ କନିଷ୍ଠ ମହାବିଦ୍ୟାଳୟ ବା ଜୁନିୟ କଲେଜରେ ଓଡିଆ ଭାଷାରେ କାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଓଡିଆ ଭାଷାରେ ସମସ୍ତ କାର୍ଯ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

କନେଷ୍ଟବଳ ଶାରିରୀକ ଦକ୍ଷତା  ପରୀକ୍ଷା ବେଳେ ଯୁବକ ମୃତ, ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲାରେ ଥିବା ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ରିଜର୍ଭ ପୁଲିସ ଲାଇନ ପଡିଆରେ ଅନୁଷ୍ଠିତ ହେଉଥିବା କନେଷ୍ଟବଳ ନିଯୁକ୍ତି ପରୀକ୍ଷାର ଶାରୀରିକ ଦକ୍ଷତା ପରୀକ୍ଷା ବେଳେ ଅଘଟଣ । ଏହି ସମୟରେ ୫ କିଲୋମିଟର ଦୌଡ ପ୍ରତିଯୋଗିତା ପରୀକ୍ଷା ସମୟରେ ଅସୁସ୍ଥ ହୋଇ ପଡିଥିବା ଜଣେ…

ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର.- ଓଡିଶାର ଉପକୂଳର ଉତ୍ତର ପଶ୍ଚିମ ଦିଗରେ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହେବା ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ୨୧ ତାରିଖ ମଙ୍ଗଳବାରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।…

 ଡି ବଦର୍ସର ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍‌

କଟକ.- ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇଥିବା ଡି ବଦର୍ସ ଦୁଇ ଧଳ ସାମନ୍ତ ଭାଇଙ୍କ ମଧ୍ୟରୁ ସୁଶାନ୍ତ ଧଳ ସାମନ୍ତକୁ  ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ପୁଲିସ ଉପରକୁ ଗୁଳି ଚଳାଇବା ମାମଲରେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି । କଟକ  ମୁଖ୍ୟ ଦୌରାଜଜ୍‌ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।  ୧୯୯୯…

ଆଡଭାନୀଙ୍କ ପାଇଁ ଜେଲ୍‌ରେ ରୋଷେଇ କରୁଥିଲେ ବାଜପେୟୀ, ଜରୁରୀକାଳୀନ ପରିସ୍ଥିତିରେ ଦୁଇ ଜଣ ଏକାଠି ଜେଲ୍‌ରେ ଥିଲେ

ନୂଆଦିଲ୍ଲୀ.- ବରିଷ୍ଠ ବିଜେପି ନେତା ଲାଲ୍‌ କୃଷ୍ଣ ଆଡଭାନୀଙ୍କ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକଦା ରୋଷେଇ କରୁଥିଲେ । ଆଡଭାନୀ ନିଜର ଏକ ଲେଖାରେ ଏହି କଥାକୁ ପ୍ରକାଶ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତ ବେଳେ ଦୁଇଜଣଙ୍କୁ ବାଙ୍ଗାଲୋର ଜେଲ୍‌ରେ ବନ୍ଦୀ କରାଯ।ଇଥିଲା…

ବିବାହ କରିବା ପାଇଁ ମୁସଲମାନରୁ ହିନ୍ଦୁ ହେଲେ ଯୁବକ

ରାୟପୁର.- ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ମୁସଲମାନ ଯୁବକ  ଧର୍ମ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଛନ୍ତି । ମହମ୍ମଦ ଇବ୍ରାହିମ୍‌ ସିଦ୍ଦିକି ନାମକ ୩୩ ବର୍ଷିୟ ଯୁବକ ୨୩ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଛନ୍ତି । ଏବେ ସେ ଧର୍ମ…

ନେତାଜୀଙ୍କର ଚିତାଭସ୍ମ ଆଣିବା ପାଇଁ ଦାବି କଲେ ଝିଅ ଅନୀତା ବୋଷ

ନୂଆଦିଲ୍ଲୀ.- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଚିତାଭସ୍ମକୁ ଜାପାନରୁ ଭାରତ ଆଣିବା ପାଇଁ ତାଙ୍କର ଏକମାତ୍ର ଝିଅ ଅନୀତା ବୋଷ ପାଫ୍‌ ଦାବି କରିଛନ୍ତି । ନେତାଜୀଙ୍କର ଚିତାଭସ୍ମ ଜାପାନର ରେଙ୍କୋଜୀ ମନ୍ଦିରରେ ରହିଥିବା ବିଶ୍ୱାସ କରାଯାଉଛି । ଏହା ଜାପନର ରାଜଧାନୀ ଟୋକିଓରେ ରହିଛି ।  ନେତାଜୀ…

ଜିଲାପାଳ କହିଲେ ସରକାରୀ ବଙ୍ଗଳାରେ ଭୁତ ଅଛନ୍ତି

ହାଇଦ୍ରାବାଦ.- ଅନେକ ଲୋକ ଭୁତକୁ  ବିଶ୍ୱାସ କରୁଥିବା ବେଳେ କିଛି ଲୋକ ଏଥିରେ ବିଶ୍ୱାସ କରନ୍ତି ନାହିଁ । ମାତ୍ର  ଜଣେ ଜିଲାପାଳ ଏକ ସାକ୍ଷାତକାରରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାର ପ୍ରଥମ ମହଲାରେ ଭୁତ ରହୁଥିବା କଥା କହିବାପରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି । ସେ ଏହାର…