Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: ଆଉ ୨୪ ଘଣ୍ଟା କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଆଉ ୨୪ ଘଣ୍ଟା କାଳ କାଳ ବୈଶାଖିର ସମ୍ଭାବନା ରହିଛି । ମଙ୍ଗଳବାର ୧୯ ତାରିଖ ପର୍ଯ୍ୟନ୍ତ ପାଗର ଏହି ଅବସ୍ଥା ରହିବ । କେନ୍ଦୁଝରରୁ କେନ୍ଦ୍ରାପଡ଼ା , ବରଗଡ଼ରୁ ବାଲେଶ୍ବରରେ କାଳବୈଶାଖୀ ପ୍ରଭାବ ରହିହିପାରେ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।…
କାଶ୍ମୀର ଆକ୍ରମଣ ନେଇ ସୁରକ୍ଷା ବୈଠକ ଆଜି, ବୈଠକରେ ସାମିଲ ହେବେ ଗୃହମନ୍ତ୍ରୀ, ଅଜିତ ଡୋଭାଲ, ପାକିସ୍ତାନ ବିରୋଧରେ କଡା…
ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରର ଫୁଲବାମାରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନିନ୍ଦା କରିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସହିଦ ମାନଙ୍କ ବଳିଦାନ ବ୍ୟର୍ଥ…
ବୈଦ୍ୟୁତିକ ଯାନବାହନର ବହୁଳ ବ୍ୟବହାର ପାଇଁ ସରକାରଙ୍କ ପଦକ୍ଷେପ
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ, ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟସଭାରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ସରକାର ହାଇବ୍ରିଡ ଇଲେକ୍ଟ୍ରିକ ସିଷ୍ଟମ ତଥା ବୈଦ୍ୟୁତିକ କିଟକୁ ବାହନରେ ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ଜାରି…
ଭାରତ ଓ ଚୀନ ମଧ୍ୟରେ ସନ୍ତୁଳିତ ବ୍ୟବସାୟ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ
ଅନେକ ବର୍ଷର ଦୀର୍ଘ ଅବଧିର ଅନ୍ତରାଳ ପରେ ଭାରତର ରପ୍ତାନୀରେ ବୃଦ୍ଧି ଘଟିଛି । ଭାରତ ଚଳିତ ଆର୍ଥିକ ବର୍ଷରେ ଏପର୍ୟ୍ୟନ୍ତର ସର୍ବାଧିକ ରପ୍ତାନୀ ଦିଗରେ ଅଗ୍ରସର ହେଉଛି । ୨୦୧୮ ଏପ୍ରିଲ-ଡିସେମ୍ବର ସମୟରେ ୧୨.୭ ବିଲିଅନ ଆମେରିକୀୟ ଡଲାରର ରପ୍ତାନୀ କରାଯାଇଛି, ଯାହାକି ଗତ ବର୍ଷର ୧୩.୩୩ ବିଲିଅନ…
ଗୋପ୍ରଜାତିର ସୁରକ୍ଷା ଓ ବିକାଶ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି
ଗୋପ୍ରଜାତିର ସୁରକ୍ଷା ଏବଂ ବିକାଶ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ପ୍ରତିଷ୍ଠା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି ।
ପ୍ରଭାବ :
ରାଷ୍ଟ୍ରୀୟ କାମଧେନୁ ଆୟୋଗ ପ୍ରତିଷ୍ଠା ହେବା…
ଅଣଅଧିକୃତ କ୍ୟାମକୋଡିଂ ଓ ଚଳଚ୍ଚିତ୍ରର ନକଲ କରୁଥିବା ଲୋକମାନଙ୍କ ପାଇଁ ତିନି ବର୍ଷର କାରାଦଣ୍ଡ କିମ୍ବା ୧୦ ଲକ୍ଷ ଟଙ୍କା…
ଚଳଚଚ୍ଚିତ୍ର ଚୋରୀ ଓ ସ୍ଵତ୍ତ୍ଵାଧିକାର ଉଲ୍ଲଙ୍ଘନକୁ ରୋକିବା;
ଅଣଅଧିକୃତ କ୍ୟାମକୋଡିଂ ଓ ଚଳଚ୍ଚିତ୍ରର ନକଲ କରୁଥିବା ଲୋକମାନଙ୍କ ପାଇଁ ତିନି ବର୍ଷର କାରାଦଣ୍ଡ କିମ୍ବା ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନ କିମ୍ବା ଉଭୟ ଦଣ୍ଡ ବ୍ୟବସ୍ଥା ଲାଗି ସିନେମାଟୋଗ୍ରାଫ ଆଇନ, ୧୯୫୨ରେ ସଂଶୋଧନକୁ…
୧୫ ଓ ୧୬ ତାରିଖରେ ଝଡ ବାତ୍ୟା ସମ୍ଭାବନା
ଭୁବନେଶ୍ୱର...---- ଏବେ ପଶ୍ଚିମ ଘୂର୍ଣ୍ଣିଝଡ ବା ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର ବାନସ୍ ପୂର୍ବ ଭାରତେ ଆଡୁ ମୁହାଁଇଛି । ଏହି କାରଣରୁ ୧୫ ଓ ୧୬ ତାରିଖରେ ରାଜ୍ୟର ୧୨ଟି ଜାଲାରେ ବର୍ଷା ସହ ଝଡ ତୋଫାନ ହୋଇପାରେ । ୧୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ମେଘାଚ୍ଛନ୍ନ ରହିବା ସହ ଖରାପ…
ଭାରତର ସେଣ୍ଟିନେଲ ଜନଜାତି,“ଆଇଜ ଅନ, ହ୍ୟାଣ୍ଡସ ଅଫ”
ନୂଆଦିଲ୍ଲୀ , --ସେଣ୍ଟିନେଲ ଜନଜାତିର ଅଧିକାର ସୁରକ୍ଷା ତଥା ଉନ୍ନତି ପାଇଁ କରି ସରକାର ଅନେକ ନୀତିନିୟମ ସମୟ ସମୟରେ ପ୍ରଣୟନ କରିଥାନ୍ତି । ଏସବୁ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଦ୍ୱାରା ଦୃଢ ଭାବେ କାର୍ଯ୍ୟକାରୀ ତଥା ପ୍ରଣୟନ ହୋଇଥାଏ । ଏସବୁ ନୀତିନିୟମ ମଧ୍ୟରେ ରହିଛି, (1) ଆଣ୍ଡାମାନ ଓ…
ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍ଘାଟନ କଲେ
ଝାରସୁଗୁଡ଼ା ବହୁମୂଖି ଲଜିଷ୍ଟିକ ପାର୍କ ରାଷ୍ଟ୍ରକୁ ସମର୍ପିତ
ବଲାଙ୍ଗିର-ବିଛୁପାଲି ମଧ୍ୟରେ ନୂଆ ରେଳପଥର ଉଦ୍ଘାଟନ
ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚିବା ବିଷୟରେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ନିଷ୍ପତ୍ତି ନେବେ
କଟକ --- ଜାନୁୟାରୀ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଚିବାଳୟର ସହକାରୀ ବିଭାଗୀୟ ଅଧିକାରୀ ବା ଏଏସ୍ଓ ପରୀକ୍ଷା ଘୁଞ୍ଚାଇବା ବିଷୟରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ନିଷ୍ପତି ନେବେ । ଏ ନେଇ ସ୍ୟାଟରେ ଏକ ମାମଲା ଦାୟର ହୋଇଥିଲା । ଜନୁୟାରୀ ୨୦ ତାରିଖରେ ରେଳବାଇର ଏକ…