Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ନିର୍ବାଚନ ଲଢିବେନି ପ୍ରଭାତ
ଭୁବନେଶ୍ୱର ..- ପ୍ରଭାତ ତ୍ରିପାଠି ଏଥର ନିର୍ବାଚନ ଲଢିବେନାହିଁ ବୋଲି ସୂଚନା ଦେଇଛନ୍ତି । ସେ ବାଙ୍କୀରୁ ବିଧାୟକ ଅଛନ୍ତି । ନବୀନ ପଟ୍ଟନାୟକଙ୍କୁ ସେ ଲିଖିତ ଭାବେ ଏ ବିଷୟରେ ଜଣାଇଛନ୍ତି । ଦଳକୁ ସେ ସାଙ୍ଗଠନିକ ଭାବେ ସମର୍ଥନ କରିବେ । ଦଲ ପାଇଁ ନିର୍ବାଚନ ପ୍ରଚାର କରିବେ । ବିଜେପି…
ବିଜେପିରେ ମିଶିଲେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଓ ଖାରବେଳ ସ୍ୱାଇଁ
ଖାରବେଳ ସ୍ୱାଇଁ କନ୍ଧମାଳରୁ ହେବେ ଲୋକସଭା ପ୍ରାର୍ଥୀ
ସୋମବାରରେ ବିଜେପୁରରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ କଲେ
ଭୁବନେଶ୍ୱର .. –ସୋମବାରେ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମଧ୍ୟାହ୍ଣ ୨.୪୦ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା…
ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁବନେଶ୍ୱର ..—୨୦୧୯ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିତା ଘୋଷଣା କରିଛି । ଏଥିରେ ବଲାଙ୍ଗୀର ପାଇଁ ଅର୍କ କେଶରୀ ସିଂହଦେଓଙ୍କ ପ୍ରାର୍ଥୀ କରାଯାଇଛି । ସମ୍ବଲପୁର ବଧାନସଭା ନିର୍ବାଚନ ମଣ୍ଡଳୀରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ହୋଇଥିବା ବେଳେ…
ଟିକେଟ ହରାଇଲେ ଶତ୍ରୁଘନ ସିହ୍ନା, ତାଙ୍କ ଆସନରୁ ଲଢିବେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ
ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ନେତା ଶତ୍ରୁଘନ ସିହ୍ନାଙ୍କୁ ଦଳ ପକ୍ଷରୁ ଏଥର ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟଣା ସାହିବରୁ ଟିକେଟ ଦିଆଯାଇଛି । ଟିକେଟ ଦିଆଯାଇଥିବାରୁ ରବି ଶଙ୍କର ପ୍ରଧାନମନ୍ତ୍ରୀ ମୋଦି ଓ ଦଳୀୟ ସଭାପତି ଅମିତ…
କଂଗ୍ରେସ ଯ଼ାଉ ଯ଼ାଉ ନାଟକୀୟ ଭାବେ ବିଜେପିରେ ମିଶିଲେ ପ୍ରତ୍ୟୁଷା ରାଜେଶ୍ବରୀ, କିନ୍ତୁ କନ୍ଧମାଳ ଟିକେଟ ମିଳିବା…
ଭୁବନେଶ୍ବର : ନିର୍ବାଚନ ଆଉ ଅଳ୍ପକିଛି ଦିନ ଥିବାବେଳେ ଓଡ଼ିଶାରେ ରାଜନୈତିକ ବାତାବରଣ ଉଷ୍ମ ହୋଇଚାଲିଛି । ଏବେ ବିଭିନ୍ନ ଦଳରେ ଟିକେଟ ଘୋଷଣା ଚାଲିଥିବାରୁ ନେତା ମାନଙ୍କ ଦଳ ଡିଆଁ ବୃଦ୍ଧି ପାଇଛି । ଟିକେଟ ନ ପାଇଁ ଅସନ୍ତୁଷ୍ଟ ନେତାମାନେ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି । ପୁଣି ନିରାଶ…
ଓଡ଼ିଶା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷିତ, ୫୪ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ତାଲିକା
ନୂଆଦିଲ୍ଲୀ /ଭୁବନେଶ୍ୱର – ୨୦୧୯ ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୫୪ଟି ବିଧାନ ସଭା ଓ ୨ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ , , ବିଜେପୁର ରିପୁନାଥ ସେଠ , ଆନନ୍ଦପୁରରୁ ଜୟଦେବ ଜେନା ,…
ଓଡ଼ିଶାପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷିତ
ନୂଆଦିଲ୍ଲୀ ..- ପୁରୀ ଲୋକସଭା ଆସନ ପାଇଁ ବିଜେପିର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରାର୍ଥୀ ହେବେ ।୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାର ୨୨ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି । ବରଗଡ ଲୋକସଭା ସୁରେଶ ପୂଜାରୀ, ସମ୍ବଲପୁର ଲୋକସଭା…
ଓଡ଼ିଶାର ୧୦୦ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ .- ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଏକାମ୍ରରୁ ବାବୁ ସିଂ, ବ୍ରଜରାଜ ନଗରରୁ ରାଧାରାଣୀ ପଣ୍ଡା ନିମାପଡ଼ାରୁ ପ୍ରଭାତୀ ପରିଡ଼ା , ପାଟଣାଗଡ଼ରୁ କେଭି ସିଂହଦେଓ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ…
ବାରଣାସୀରୁ ଲୋକସଭା ନିର୍ବାଚନ ଲଢିବେ ମୋଦୀ, ଭୁବନେଶ୍ୱରରୁ ଅପରାଜିତା କେନ୍ଦ୍ରାପଡାରୁ ବୈଜୟନ୍ତ ବିଜେପି ଲୋକସଭା…
ନୂଆଦିଲ୍ଲୀ: ଚଳିତ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପୁଣି ନିର୍ବାଚନ ଲଢିବେ । ଗତଥର ସେ ଏହି ଆସନରୁ ବିଜୟ ଲାଭ କରିଥିଲେ । ଚଳିତ ଥର ଗୁଜୁରାଟର ଗାନ୍ଧୀ ନଗରରୁ ଅମିତ ଶାହ ଲୋକସଭା ନିର୍ବାଚନ ଲଢିବେ । ପୂର୍ବରୁ ବରିଷ୍ଠ ବିଜେପି ନେତା ଲାଲାକୃଷ୍ଣ ଆଡଭାନୀ ଏହି ଲୋକ ସଭା…