Sign in
Sign in
Recover your password.
A password will be e-mailed to you.
Browsing Category
ଖବର
୫୦ ଓଭର୍ରେ ଭାରତ କଲା ୩୩୬ ରନ୍
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ଦିନିକିଆ ମ୍ୟାଚରେ ବର୍ଷା ବାଧକସାଜିଥିଲା । ବର୍ଷା ପରେ ମ୍ୟାଚ ଆରମ୍ଭ ହେବାରୁ ୭୭ ରନ୍ କରି ଅଧିନାୟକ ବିରାଟ କୋହଲୀ ଆଉଟ୍ ହୋଇଯାଇଥିଲେ । ମହମ୍ମଦ ଅମିରଙ୍କ ବଲ୍ରେ ସେ କିପର୍ ସରଫରାଜ୍ଙ୍କ ଦ୍ୱାରା ଆଉଟ୍ ହୋଇଯାଇଥିଲେ ।…
୭୭ ରନ୍ରେ ବିରାଟ କୋହଲୀ ଆଉଟ୍, ଅମ୍ପିୟାରଙ୍କ ନିଷ୍ପତ୍ତି ପୂର୍ବରୁ କ୍ରିଜ୍ ଛାଡି ଚାଲିଗଲେ
ମାଞ୍ଚେଷ୍ଟର - ଭାରତ ଓ ପାକିସ୍ତାନ ମଦ୍ୟରେ ଚାଲିଥିବା ବିଶ୍ୱକପ୍ ଦିନିକିଆ ମ୍ୟାଚରେ ବର୍ଷା ବାଧକସାଜିଥିଲା । ବର୍ଷା ପରେ ମ୍ୟାଚ ଆରମ୍ଭ ହେବାରୁ ୭୭ ରନ୍ କରି ଅଧିନାୟକ ବିରାଟ କୋହଲୀ ଆଉଟ୍ ହୋଇଯାଇଥିଲେ । ମହମ୍ମଦ ଅମିରଙ୍କ ବଲ୍ରେ ସେ କିପର୍ ସରଫରାଜ୍ଙ୍କ ଦ୍ୱାରା ଆଉଟ୍ ହୋଇଯାଇଥିଲେ…
ସମ୍ବଲପୁର- ନିଜ ଗୁଳିରେ ଆହତ ଜବାନଙ୍କର ମୃତ୍ୟୁ
ସମ୍ବଲପୁର . - ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ଜବାନ ବୁଟା ସିଂଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୁଣ୍ଡରେ ଗୁଳି ଲାଗିଥିଲା । ଯୁଜୁମରାରେ ଥିବା ସିଆର୍ପିଏଫ କ୍ୟାମ୍ପ
ଆଇଏମ୍ଡିର ଡିଜି ହେଲେ ଓଡିଆ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର
ନୂଆଦିଲ୍ଲୀ . - ପାଣିପାଗ ସମ୍ପର୍କରେ ଗବେଷଣା କରୁଥିବା ଓଡିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍ଡିର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ପର୍ସନାଲ ମନ୍ତ୍ରଳାୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫୋନି ସହ ବିଭିନ୍ନ ପାଣିପାଗ ବିଭାଗୀୟ ସୂଚନା ସେ ବେଶ୍ ସଠିକ୍…
ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅନ୍ୟ ରାଜରୁ ଆସିଥିବା କୁଶଳୀ ଶ୍ରମିକଙ୍କ ସହ ଆଇଟିଆଇ ଛାତ୍ର କରୁଛନ୍ତି ବିଦ୍ୟୁତ…
ଭୁବନେଶ୍ୱର - ବାତ୍ୟା ପ୍ରଭାବିତ ଅଞ୍ଚଳରେ ମୌଳିକ ସୁବିଧା ଯଥା ପାନୀୟ ଜଳଯୋଗାଣ, ବିଦ୍ୟୁତ, ରିଲିଫ୍ ଓ ପୁନରୁଦ୍ଧାର, ଟେଲିଯୋଗାଯୋଗ, ବ୍ୟାଙ୍କିଂ ସୁବିଧା, ସ୍ୱାସ୍ଥ୍ୟ ଏବଂ ପରିମଳ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏହି କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ କୁଶଳୀ…
ଫନିର ପ୍ରଭାବରେ ଧ୍ୱସ୍ତ ହେଲା ବାଲୁଖଣ୍ଡ ଅଭୟାରଣ୍ୟ, ମିଳୁନି ହରିଣଙ୍କ ପତ୍ତା, ଜଙ୍ଗଲ ଓ ପରିବେଶ ନଷ୍ଟ
ପୁରୀ .- ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲା ଅନ୍ତର୍ଗତ ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ନନ୍ଦନକାନନ ଚିଡିଆଖାନାରେ କୌଣସି ବନ୍ୟପ୍ରାଣୀ ମୃତୁ୍ୟବରଣ କରିଥିବା ଖବର ବର୍ତ୍ତମାନ ସୁଦ୍ଧା ସରକାରଙ୍କ ହସ୍ତଗତ ହୋଇନାହିଁ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜଙ୍ଗଲ ବିଭାଗ…
ପୁରୀ, ଭୁବନେଶ୍ୱର କଟକରେ ସ୍ୱାଭାବିକ ହେଲା ପାନୀୟ ଜଳ ଯୋଗାଣ
ଭୁବନେଶ୍ୱର ..- ସହରାଞ୍ଚଳ ପାନୀୟ ଜଳଯୋଗାଣ .- ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳ ଜଳଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ବୈଷୟିକ ବିଶେଷଜ୍ଞ ଓ କୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାଇପ…
ମୋଦିଙ୍କୁ ଇସି କ୍ଲିନଚିଟ, କଂଗ୍ରେସ ନିରାଶ
ନୂଆଦିଲ୍ଲୀ - ଦୁଇଟି ନିର୍ବାଚନ ଆଚରଣବିଧି ଉଲଙ୍ଘନ ମାମଲାରେ ନିର୍ବାଚନ ଆୟୋଗ (ଇସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ ଦେଇଛି। ଏହି ଦୁଇ କ୍ଲିନଚିଟକୁ ମିଶାଇଲେ ମୋଦିଙ୍କୁ ଇସି ମୋଟ ୮ଟି ମାମଲାରେ କ୍ଲିନଚିଟ ଦେଇଛି।
ଗତ ଏପ୍ରିଲ ୯ରେ ମୋଦି କର୍ଣ୍ଣାଟକରେ ଅନୁଷ୍ଠିତ ଏକ…
କେବଳ ଓଡିଶା ପ୍ରାର୍ଥୀଙ୍କ ପାଇଁ ଟାଟା ଷ୍ଟିଲ ପକ୍ଷରୁ କଳିଙ୍ଗନଗର ପାଇଁ ଟ୍ରେଡ୍ ଆପ୍ରେନ୍ଟିସ୍ ନିଯୁକ୍ତି ଅଭିଯାନ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଏହାର କଳିଙ୍ଗ ନଗର କାରଖାନା ପାଇଁ ସ୍ୱତନ୍ତ୍ର ଭାବେ ଓଡ଼ିଶା ରାଜ୍ୟରେ ବସବାସ କରୁଥିବା ପ୍ରାର୍ଥୀମାନଙ୍କ ଠାରୁ ଟ୍ରେଡ୍ ଆପ୍ରେନ୍ଟିସ୍ ଆବେଦନ ଆହ୍ୱାନ କରାଯାଇଛି।
ବର୍ତମାନର ନିଯୁକ୍ତିର ଦେଖାଶୁଣା କରୁଥିବା ଟାଟା ଷ୍ଟିଲ୍ର କାପାବିଲିଟି ଡେଭେଲପ୍ମେଂଟ୍…