Browsing Category

ଖବର

ଅନେକ କାଶ୍ମୀରବାସୀ ଖୁସୀ, ଧାରା ୩୭୦ ଉଚ୍ଛେଦ ପରେ

ଶ୍ରୀନଗର .- ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ସେନା ମୁତୟନ କରାଯିବ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଘାଟୀରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି । କେବଳ ସେଟେଲାଇଟ୍‌ ଟିଭି ସେବା ଚାଲିଥିବାରୁ ଲୋକ ବିଭିନ୍ନ ଟିଭି…

କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ହଟିବ ଧାରା (ଅନୁଛେଦ)୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହ ରଖିଲେ…

କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ହଟିବ  ଧାରା(ଅନୁଛେଦ) ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ…

ବିନିଯୋଗ ବିଲ ଗୃହରେ ଆଗତ

ଭୁବନେଶ୍ୱର . - ଚଳିତ ଷୋଡଶ ବିଧାନସଭାରେ ଅନୁମୋଦିତ ହୋଇଥିବା ରାଜ୍ୟ ସରକାରଙ୍କ ୪୩ଟି ବିଭାଗ ଖର୍ଚ ଦାବି ବିନିଯୋଗ ଉପରେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ୧ ଲକ୍ଷ ୪୬ ହଜାର ୬୧ କୋଟି ୯ ଲକ୍ଷ ୩୨ ହଜାର ଟଙ୍କାର ବିନିଯୋଗ ବିଲ ବୁଧବାରରେ ଗୃହରେ ଆଗତ କରିଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା…

ମୁଖ୍ୟଖବର – ହେଡଲାଇନସ୍‌

- ପ୍ୟାରିସ୍‌ ସାଇକେଲ ରେସ୍‌ରେ ଭାଗ ନେବେ କେନ୍ଦୁଝରର ତୁଷାର । - ମୁମ୍ବାଇରେ ପ୍ରବାସୀ ଭାରତୀୟଙ୍କୁ ବିବାହ କଲେ ରାକ୍ଷୀ ସାଓ୍ଵନ୍ତ - ପାକିସ୍ତାନ ସେନାର ଏକ ବିମାନ ମଙ୍ଗଳବାର ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୧୨ ଜଣ ଗୁରୁତର ଆହତ…

ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ

ଭୁବନେଶ୍ୱର - ରାଜ୍ୟରେ ଥିବା ୧୦୩୬ ଡିଗ୍ରୀ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ରାଜ୍ୟରେ ମୋଟ୍‍ ୨ଲକ୍ଷ ୪୩ ହଜାର ୨୭୪ ସିଟ୍‍ ମଧ୍ୟରୁ ୧ଲକ୍ଷ ୫୨ ହଜାର ୫୧୩ଟି ସିଟ୍‍ରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ବିଦ୍ୟାର୍ଥୀଙ୍କ ପ୍ରଥମ…

ଓଡ଼ିଶା ବରିଷ୍ଠ ନାଗରିକ ନୀତି୨୦୧୬ ଅନୁସାରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକ ରହିପାରିବା…

ଭୁବନେଶ୍ୱର - ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬ ଅନୁସାରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକ ରହିପାରିବା ଭଳି ଜରାଶ୍ରମ ନିର୍ମାଣର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟ ରାଜ୍ୟର ୯ଟି ଜିଲ୍ଲା ସମ୍ବଲପୁର, ଖୋର୍ଦ୍ଧା, କଟକ, କନ୍ଧମାଳ, ଭଦ୍ରକ, ମାଲକାନଗିରି,…

ମୁଖ୍ୟସମ୍ବାଦ-ହେଡ୍‌ଲାଇନସ୍‌

- ପ୍ରଭାବଶାଳୀ ବ୍ୟକ୍ତି ତାଲିକାର ୪୭ ସ୍ଥାନରେ ଦୂତୀ ଚାନ୍ଦ -ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଳ ରେଡ୍ଡୀଙ୍କ ପରଲୋକ - କର୍ଣ୍ଣାଟକ: ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ -କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ଲକ୍ଷ ୫ ହଜାର ୨୯୦ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା ନେଇ…

କେବେ ଓ କାହିଁକି ହୋଇଥିଲା କାରଗିଲ୍‌ ଯୁଦ୍ଧ

ମେ ମାସ ୧୯୯୯ ମସିହାରେ କାରଗିଲ୍‌ ଯୁଦ୍ଧ ଆରମ୍ଭ ହୋଇଥିଲା ଏହା ୬୦ ଦିନ ଧରି ଚାଲିଥିଲା । ଜୁଲାଇ ମାସ ୨୬ ତାରଖରେ କାରଗିଲ୍‌ ଦଖଲ ସହ ଏହି ଯୁଦ୍ଧ ଶେଷ ହୋଇଥିଲ । ଏ ଯୁଦ୍ଧ ବିଷୟରେ ତତ୍‌କାଳୀନ ପାକିସ୍ତାନର ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍‌ ଜାଣି ନଥିଲେ । ପାକିସ୍ତାନ ସେନା ମୁଖ୍ୟ…

ଓଡ଼ିଶାରେ ଚାକିରି ବୟସ ୪୪ ବର୍ଷକୁ ବୃଦ୍ଧି ପାଇଁ ବିଧାନସଭାରେ ଦାବି

ଭୁବନେଶ୍ୱର . - ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରୀ ଚାକିରିରେ ପ୍ରବେଶ  ବୟସ ସୀମା ବୃଦ୍ଧି କରିବା ଲାଗି ଉଭୟ ଶାସକ ଓ ବିରୋଧୀଦଳର ସଦସ୍ୟମାନେ ଦାବି କରିଛନ୍ତି। ଗତକାଲି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ …

୧୯୯୯ ମସିହାରେ ‘ଅପରେସନ ବିଜୟ’ ଓ ବିଜୟ ଦିବସ

ଆଜି କାରଗିଲ ବିଜୟ ଦିବସ। ୧୯୯୯ ମସିହାରେ ‘ଅପରେସନ ବିଜୟ’ ଅଭିଯାନରେ ତଥାକଥିତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ। ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯…