Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଡ୍ରାଇଭିଂ ଲାଇସେନ୍ସ ସହ ଆଧାର କାର୍ଡର ଲିଙ୍କ ହେବ
ନୂଆଦିଲ୍ଲୀ - ଆଧାରକାର୍ଡ୍ ସହ ଡ୍ରାଇଭିଂ ଲାଇସେନ୍ସକୁ ସଂଯୁକ୍ତ କରାଯିବ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ଏହି ବ୍ୟବସ୍ଥା ଲାଗୁ ହେଲେ ଡ୍ରାଇଭିଂ ଲାଇସେନ୍ସର ଜାଲିଆତିକୁ ରୋକାଯାଇ ପାରିବ ବୋଲି ମନ୍ତ୍ରୀ ପ୍ରସାଦ କହିଛନ୍ତି ।
ଆଧାର…
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ.ସି.ଏ. ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ
କଟକ - ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ.ସି.ଏ. ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ଓ.ସି.ଏ. ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀ ବନ୍ଦ ଲଫାପାରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ଶନିବାର…
ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାପାଇଁ ଦେଶୀୟ କମ୍ପାନୀ ଓ ନୂଆ ଉତ୍ପାଦନକାରୀ ଦେଶୀୟ କମ୍ପାନୀଗୁଡ଼ିକ ପାଇଁ…
ନୂଆଦିଲ୍ଲୀ .- ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାପାଇଁ ଦେଶୀୟ କମ୍ପାନୀ ଓ ନୂଆ ଉତ୍ପାଦନକାରୀ ଦେଶୀୟ କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ୍ ଶୁଳ୍କ ହ୍ରାସ କରାଯିବ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ସୂଚନା ଦେଇଛନ୍ତି । ଏକ ସାନି ଅଧ୍ୟାଦେଶରେ ଏହି ପଦକ୍ଷେପଗୁଡ଼ିକ…
ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁର ପ୍ରଭାବ, ୨୦୦ ରକ୍ତ ନମୁନାରୁ ୩୦ ପଜେଟିଭ୍
କଟକ- ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଡେଙ୍ଗୁର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କଟକ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ କେତେକ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷାରୁ ଡେଙ୍ଗୁ ରୋଗ ଥିବା ଚିହ୍ନଟ କରାଯାଇଛି । କଟକ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ…
୧୨ ହଜାର ବ୍ୟାଙ୍କ କ୍ଲରିକାଲ ପୋଷ୍ଟ, ଆଇବିପିଏସ୍ରେ ଜାଣନ୍ତୁ ଆବେଦନ ତାରିଖ, ଯୋଗ୍ୟତା, ଦରମା,ପରୀକ୍ଷା ବିଷୟରେ
ଯେଉଁମାନେ ବ୍ୟାକିଂ କିମ୍ବା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ଖୁସୀ ଖବର ।ଏବେ ସେମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି ।ଇନଷ୍ଟିଟ୍ୟୁଟ ଅଫ୍ ବ୍ୟାକିଂ ପେରସୋନେଲ ବା ଆଇବିପିଏସ୍ ଏବେ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଖାଲି ଥିବା କ୍ଲର୍କ ପଦବୀ ପାଇଁ…
ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ମାମଲାରେ ୯ ଜଣଙ୍କୁ ଫାଶୀଦଣ୍ଡାଦେଶ ମାମଲାରେ…
କଟକ- ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ମାମଲାରେ ୯ ଜଣଙ୍କୁ ଫାଶୀଦଣ୍ଡାଦେଶ ମାମଲାରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍ କ୍ୟୁରୀ ଆଇନଜୀବୀ ରତିକାନ୍ତ ମହାପାତ୍ର ଓ…
ନଡିଆ ଓ ସୁଜି ମୋଦକ
ନଡିଆ ଓ ସୁଜିରେ ଗଣେଶଙ୍କର ପ୍ରିୟ ମୋଦକ ତିଆରି କରିପାରିବେ । ମୋଦକ ଗଣେଶଙ୍କର ଅତି ପ୍ରିୟ
ଏକ ବଡ ଚାମଚଘିଅ ନେଇ ସେଥିରେ ଏକ କପ୍ ସୁଜି
ଏକ କପ୍ କୋରା ଯାଇଥିବା ନଡିଆ ପକାନ୍ତୁ ଏହାକୁ କଡେଇରେ ଭାଜନ୍ତୁ ।
ଟିକିଏ ଭାଜି ହୋଇ ଗଲେ ଗ୍ୟାସରୁ କାଢି ଆଣନ୍ତୁ
ଥଣ୍ଡା ହେବା ପର୍ଯ୍ୟନ୍ତ…
ପ୍ରସ୍ତୁତ କରନ୍ତୁ ଗଣେଶଙ୍କର ପ୍ରିୟ ମୋଦକ
ତେଲରେ ଛଣା ମୋଦକ ପ୍ରସ୍ତୁତ କରିବା ପାଇଁ ଆପଣ ୨ କପ୍ ମଇଦା ସେ ଖାସ୍ତା ତିଆରି କରନ୍ତୁ
ଏଥିରେ ଖୁଆ ପକାଇ ପୁଣି ଭଲକରି ମିଶାନ୍ତୁ
ଅଧ କପ୍ କାଜୁ କାଟି କରି ପକାନ୍ତୁ
ବାଦାମ ପିସ୍ତା ବି ପକାଇ ପାରିବେ
ଏଥରେ ଗୁଜୁରାତି ଗୁଣ୍ଡ ପକାନ୍ତୁ
ଏହପରେ ସମସ୍ତୁ ଜିନିଷକୁ ମିଶାଇ ମୋଦାକ…
ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ , ଏକ ଟଙ୍କାରେ ମିଳିବ….
ନୂଆଦିଲ୍ଲୀ -ମହିଳାଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ଆଉ ଏକ ସୁଦୂରପ୍ରସାରୀ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ସାନିଟାରୀ ନ୍ୟାପ୍କିନ୍ର ମୂଲ୍ୟ ୧ ଟଙ୍କାକୁ ହ୍ରାସ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଥିବା ଜନଔଷଧି କେନ୍ଦ୍ରରେ ଏହି ନ୍ୟାପକିନ୍ ସୁଲଭ ମୂଲ୍ୟରେ ମିଳିବ…
ଏଣିକି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ନିୟମ ଭଙ୍ଗ ଜଗିବ ଡ୍ରୋନ୍ – ଟ୍ରାଫିକ୍
ଭୁବନେଶ୍ୱର - ଏଣିକି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ନିୟମ ଭଙ୍ଗ କରୁଥିବା ଗାଡ଼ି ଚାଳକଙ୍କୁ ଜଗିବ ଡ୍ରୋନ୍ କ୍ୟାମେରା । ଏଥିପାଇଁ ରବୀନ୍ଦ୍ର ମଣ୍ଡପରୁ ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ଅଞ୍ଚଳ ହେବ ‘ନୋ ଓଭର୍ଟେକିଂ ଜୋନ୍’ । ଦ୍ୱୈତ ନଗରୀ ପୁଲିସ୍ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀ ଏହି…