Browsing Category

ଖବର

ବିଜେପୁରରେ ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଚାର

ବିଜେପୁର - ବିଜେପୁର ନିର୍ବାଚନ ମୈଦାନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇ ଓହ୍ଲାଇଛନ୍ତି । ସେ ଦୁଇ ଦିନ ଧରି ପ୍ରଚାର କରିବେ । ଦଳ ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି । ହାଇଟେକ୍‌ ବସ୍‌ ସାହାଯ୍ୟରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନବୀନ ପ୍ରଚାର କରିବେ । ୨୦୧୯…

ବିଜେପୁରର ବିଜେଡିର ବାଜିମାତ କରିବା ପାଇଁ ଉଦ୍ୟମ ଜୋରସୋର

ବିଜେପୁର - ଗତ ଦୁଇଟି ନିର୍ବାଚନରେ ବିଜେପୁରରେ ବିଜେଡି ବାଜିମାତ କରିଛି । ଉପନିର୍ବାଚନରେ ରୀତା ସାହୁ ବିଜୟ ଲାଭ କରିଥିବା ବେଳେ , ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟ ଲାଭ କରିଥିଲେ । ବିଜେଡିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଷ୍ଟାର ପ୍ରଚାରକ ।…

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣ ଷ୍ଟାର ପ୍ରଚାରକ

ବିଜେପୁର - ବିଜେପୁର ପାଇଁ ଏଥର କଂଗ୍ରେସ ଜୋରଦାର ପ୍ରୟାସ କରିଛି । ଏଥର ବିଜେପୁରର କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଏଥିପାଇଁ ବରିଷ୍ଠ ନେତାମାନେ ବିଜେପୁରରେ ଘନ ଘନ ପ୍ରଚାର ଚଳାଇଛନ୍ତି । ବିଜେପୁରରେ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ ଗାନ୍ଧି, ରାହୁଲ…

ବିଜେପୁର ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ

ବିଜେପୁର - ବିଜେପୁର ବିଜୟ ପାଇଁ ସବୁଦଳ ଅଣ୍ଟା ଭିଡିଛନ୍ତି । ବିଜେପି ୨୪ ଜଣ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି । ସେମାନଙ୍କ ମଧ୍ୟରେ ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି.ନଡ୍ଡା ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ , ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ…

ମହାରାଷ୍ଟ୍ର ନିର୍ବାଚନ କଂଗ୍ରେସକୁ ନିଶାନା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌

ନାଗପୁର - ମହାରାଷ୍ଟ୍ର ନିର୍ବାଚନରେ ଜୋର ସୋରରେ ପ୍ରଚାର କାର୍ଯ୍ୟ ଚାଲିଛି । ଏବେ ସମସ୍ତ ମୁଖ୍ୟ ରଜନୈତିକ ଦଳ ପରସ୍ପରକୁ ଟାର୍ଗେଟ କରି ବୟାନ ବାଜି କରୁଛନ୍ତି । ନାଗପୁରରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିନସ୍‌ କଂଗ୍ରେସରୁ ଟାର୍ଗେଟ କରିଛନ୍ତ । କଂଗ୍ରେସ ଓ…

ବାପା ଝିଅଙ୍କ ପାଇଁ ଦେବଦୂତ ସାଜିଲେ ଏସ୍‌ପି

ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବାପଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ.ପି.) ବି.ଯୁଗଳକିଶୋର । ଆହତଙ୍କୁ ସେ ନିଜ ଗାଡିରେ ଠିକ୍‍ ସମୟରେ ମେଡିକାଲ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି । ସୂଚନାନୁସାରେ ବାଲେଶ୍ୱର…

ଭଏସ କଲ୍ ଉପରେ ଚାର୍ଜ ଖବରକୁ ଏୟାରଟେଲ୍‌ର ଖାରଜ

ଭୁବନେଶ୍ୱର: ନିକଟରେ ଜିଓ ପକ୍ଷରୁ ଆଇୟୁସି ଆଉଟଗୋଇଁ କଲ୍ ଉପରେ ଚାର୍ଜ ଲାଗୁ ହେବା ପରେ, ବିଭିନ୍ନ ଗଣମାଧ୍ୟମରେ ଏୟାରଟେଲ ପକ୍ଷରୁ ମଧ୍ୟ ସମାନଭାବେ ଭଏସକଲ ଗୁଡ଼ିକ ଉପରେ ଚାର୍ଜ ଲଗାଯିବାର ଯୋଜନା ଥିବା ଖବର ପ୍ରକାଶ ପାଇଥିଲା। ତେବେ ଏହି ରିପୋର୍ଟକୁ ଏୟାରଟେଲ୍ ପକ୍ଷରୁ ଆଜି ଖାରଜ କରାଯିବା ସହ…

ଛୁଟି ଦିନରେ ଉପାନ୍ତ ଅଞ୍ଚଳଗୁଡ଼ିକରେ ଶିବିର ଆୟୋଜନ କରି ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ

ଭୁବନେଶ୍ୱର  - ସରକାରୀ ଛୁଟି ଦିବସରେ ଉପାନ୍ତ ଅଞ୍ଚଳଗୁଡ଼ିକରେ ଶିବିର ଆୟୋଜନ କରି ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କ ସୁବିଧାକୁ ଆଖିଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା…

ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ…

ଭୁବନେଶ୍ୱର - ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ ଯାଞ୍ଚକାରୀଙ୍କ ଦ୍ୱାରା ହଇରାଣ ହେବେ ନାହିଁ କି ମୋଟା ଅଙ୍କର ଜୋରିମାନା ଦେବେ ନାହିଁ । କାରଣ ଡିଜିଟାଲ ପଦ୍ଧତିରେ ଗାଡି କାଗଜପତ୍ର ଦେଖାଇଲେ ତାହା ଗ୍ରହଣଯୋଗ୍ୟ ହେବ…

ଟ୍ରେନରୁ ୧୧ କିଲୋଗ୍ରାମ ସୁନା ଜବତ

ଝାରସୁଗୁଡା - ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ଗୁରୁବାରରେ ୧୧ କିଲୋଗ୍ରାମ ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪କୋଟିରୁ ଅଧିକ ଟଙ୍କା ହେବ ।ଘଟଣାରୁ ଜଣାପଡିଛି ଯେ, ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ…