Sign in
Sign in
Recover your password.
A password will be e-mailed to you.
Browsing Category
ଖବର
କୋରନା ସତର୍କତା ପାଇଁ ନିହାତି ପଢନ୍ତୁ – ସରକାର ଜାରି କଲେ ଏହି ମାର୍ଗ ଦର୍ଶିକା
ବିଶ୍ୱବ୍ୟାପୀ କାୟା ବିସ୍ତାର କରିଚାଲିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସମସ୍ତ ଦେଶକୁ ପରାମର୍ଶ ଦିଆଯାଇଛି । କରୋନା ଭୂତାଣୁ ସଂକ୍ରମଣରେ ଅଦ୍ୟାବଧି ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୩…
ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ
ନୂଆଦିଲ୍ଲୀ -- ଆସନ୍ତାବର୍ଷ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ କରାଯିବ । ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ସ୍ଥାନରେ ଥିବା ଗୃହ ସଂଖ୍ୟାକୁ ମଧ୍ୟ ଗଣନାରେ ସାମିଲ କରାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।
ରେଜିଷ୍ଟ୍ରାର ଜେନେରାଲ୍ଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁଯାୟୀ…
ସମସ୍ତ ଜିଲ୍ଲାରେ ହେବ ପେନ୍ସନ ଅଦାଲତ – ଏହି ତାରିଖରେ ହେବ
ଭୁବନେଶ୍ୱର -- ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ବକେୟା ପେନ୍ସନ ମାମଲାର
ଆଶୁ ସମାଧାନ ପାଇଁ ଆସନ୍ତା ୧୫ତାରିଖରେ ପ୍ରତି ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ । ଶିକ୍ଷକ ଓ କର୍ମଚାରୀମାନଙ୍କ ଅବସରକାଳୀନ ତଥ୍ୟ ଠିକ୍ଭାବେ…
ସିସି ଟିଭି ସ୍କାନରରେ ଯୁକ୍ତଦୁଇ ପରୀକ୍ଷା କେନ୍ଦ୍ର – ଅଧ୍ୟାପକ ବି ନେଇ ପାରିବେନି ମୋବାଇଲ୍
ଭୁବନେଶ୍ୱର -- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ୧ ହଜାର ୧୪୩ଟି କେନ୍ଦ୍ରରେ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରିଷଦର ନିର୍ଦ୍ଦେଶ ଅନୁସାରେ ପରୀକ୍ଷାରେ ଶାନ୍ତି ଶୃଙ୍ଖଳା ଏବଂ ସ୍ୱଚ୍ଛତା…
ସିଙ୍ଗାପୁରରୁ ଆସିଥିବା ଓଡ଼ିଆ ଦମ୍ପତିଙ୍କୁ କରୋନା ସନ୍ଦେହ -ଏସ୍ସିବିରେ ଭର୍ତ୍ତି
କଟକ -- ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁରେ ଆମ ଦେଶର ପାଖାପାଖି ୫ଜଣ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭୂତାଣୁକୁ ନେଇଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ୪୧ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ୧୦୨ ପ୍ରକଳ୍ପର ଶିଳାନ୍ୟାସ…
ସୁନ୍ଦରଗଡ --- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ୪୧ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ୧୦୨ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଉଦ୍ଘାଟିତ ହୋଇଥିବା ପ୍ରକଳ୍ପର ମୂଲ୍ୟ ୪୯୪ କୋଟି ୪୩ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହା ମଧ୍ୟରେ ସୁନ୍ଦରଗଡର ଇବ୍ ନଦୀ କୂଳରେ ୮୫କୋଟି…
ଯୁକ୍ତ ଦୁଇ ପରୀକ୍ଷା ପାଇଁ ହୋଇଛି ଏହି ପ୍ରସ୍ତୁତି
ଭୁବନେଶ୍ୱର - ଚଳିତ ବର୍ଷ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ୧ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା
ଦେବେ । ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପରିଷଦର ନିର୍ଦ୍ଦେଶ ଅନୁସାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସି.ସି.ଟି.ଭି.…
ପୃଥିବୀ କକ୍ଷ ପଥରେ ରହସ୍ୟମୟ ବସ୍ତୁର ଫଟୋ ମୁକ୍ତ କଲେ ବୈଜ୍ଞାନିକ
ନ୍ୟୁୟର୍କ - ପୃଥିବୀର କକ୍ଷ ପଛରେ ରହସ୍ୟମୟ ବସ୍ତୁ । ଏବେ ଏହା ପୃଥିବୀର କକ୍ଷ ପଥରେ ବୁଲୁଛି ।
ଜ୍ଞାନିକମାନେ' ରହସ୍ୟମୟ ବସ୍ତୁ'ର ନୂତନ ପ୍ରତିଛବି ମୁକ୍ତ କରନ୍ତି ଯାହା ପୃଥିବୀର କକ୍ଷପଥରେ ଯୋଗ ଦେଇଛି | ଏହା ଏକ ଛୋଟ ଜହ୍ନ ବା ମିନିମୁନ୍ ପରି ଦେଖାଯାଉଛି । ଏହି ରହସ୍ୟ ମୟ ବସ୍ତୁରେ ଅନେତ…
ଓଡ଼ିଶାର କାହ୍ନୁଙ୍କ ଇସାରାରେ ନାଚୁଛନ୍ତି ମୟୁର
କଟକ - କଟକ ଜିଲ୍ଲା ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକକ୍ ମ୍ୟାନ୍ ନାମରେ ଡାକୁଛନ୍ତି । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି ଉଠୁଛନ୍ତି ମୟୂରଦଳ । କାହ୍ନୁ ଓ ମୟୂରଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି ନରାଜ ମୁଣ୍ଡିଆରେ ।…
ଓଡିଆ ଏବେ ଗୁଗୁଲ ଟ୍ରାନସଲେଟ୍ରେ ଉପଲବ୍ଧ
ଓଡ଼ିଆ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଖୁସୀ ଖବର । ଏବେ ବିଭିନ୍ନ ଭାଷାରୁ ଗୁଗୁଲ ଟ୍ରାନସଲେଟ୍ ମାଧ୍ୟମରେ ଓଡିଆକୁ ଅନୁବାଦ କରିହେବ । ଗୁଗୁଲ ଟ୍ରାନସ୍ଲେଟ୍ରେ ଏବେ ୫ଟି ନୂଆ ଭାଷାକୁ ଯୋଡା ଯାଇଛି । ସେମାନଙ୍କ ମଧ୍ୟରେ ଓଡିଆ ଅଛି ।
ଓଡ଼ିଆ ବ୍ୟତୀତ ତୁର୍କମେନ, ତାତାର,କିନୟାରଓ୍ୱାଣ୍ଡା…