Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ରାଜ୍ୟର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁ ଶୀତପ୍ରକୋପ ବୃଦ୍ଧି
ରାଜ୍ୟର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁ ଶୀତପ୍ରକୋପ ବୃଦ୍ଧି ପାଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୨ ଡ୍ରିଗୀ ପର୍ଯ୍ୟନ୍ତ ବୃଦ୍ଧିପାଇବାର ସମ୍ଭାବନା ରହିଛି । ପୁଣି ଆସନ୍ତା ୪୮ ଘଣ୍ଟା ପରେ ସର୍ବନିମ୍ନ ତାପମାତ୍ରା…
ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ମହାଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ
କାର୍ତ୍ତିକ ପଞ୍ଚୁକର ମଳ ତିଥି ଅବସରରେ ଶ୍ରୀମନ୍ଦିରରେ ଶୁକ୍ରବାରରେ ଶ୍ରୀଜୀଉଙ୍କର ମହାଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତ୍ତିକ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଥିବାରୁ ଶ୍ରୀମନ୍ଦିର ବିଧିବ୍ୟବସ୍ଥା ମୁତାବକ ଶ୍ରୀଜୀଉମାନଙ୍କୁ ନାଗାର୍ଜୁନ…
ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ…
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ…
ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍.ଆଇ.ଟି. ଦ୍ୱାରା ତଦନ୍ତ କରିବାକୁ…
ଭୁବନେଶ୍ୱର - ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍.ଆଇ.ଟି. ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭାର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ଆଜି ନିଜ ବାସଭବନରୁ ଭିଡିଓ କନଫରେନ୍ସିଂ…
ପରୀ ଘଟଣାରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ – ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କଲେ ବିରୋଧି, ଇସ୍ତଫା…
ଭୁବନେଶ୍ୱର - ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନର ଗୁରୁବାରରେ ସପ୍ତମ ଦିବସ ରେ ପ୍ରବଳ ହଟ୍ଟଗୋଳ । ଗୃହର ଶୂନ୍ୟକାଳରେ ପରୀ ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କର ପରୋକ୍ଷ ସଂପୃକ୍ତି ରହିଥିବା ନେଇ ତାଙ୍କର ଇସ୍ତଫା ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ…
ଦଶମ ଓ +2 ପରୀକ୍ଷା ସମ୍ପର୍କରେ ଏକ ସ୍ୱତନ୍ତ୍ର ଜାତୀୟ ମାର୍ଗଦର୍ଶିକା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…
କରୋନା ମହାମାରୀ ସମୟରେ ଚଳିତ ବର୍ଷର ଦଶମ ଓ +2 ପରୀକ୍ଷା ସମ୍ପର୍କରେ ଏକ ସ୍ୱତନ୍ତ୍ର ଜାତୀୟ ମାର୍ଗଦର୍ଶିକା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହି ଦୁଇଟି ପରୀକ୍ଷା ପାଇଁ ସ୍ପଷ୍ଟ ମତାମତ ଦେବାକୁ ସେ…
ଧବଳେଶ୍ୱରଙ୍କ ବଡ଼ଓଷା ଓ ପଞ୍ଚକ ଯାତ୍ରା କରୋନା କଟକଣା ମଧ୍ୟରେ ପାଳନ
କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ତଥା ଆଠଗଡ଼ରେ ଥିବା ଧବଳେଶ୍ୱରଙ୍କ ବଡ଼ଓଷା ଓ ପଞ୍ଚକ ଯାତ୍ରା କରୋନା କଟକଣା ମଧ୍ୟରେ ପାଳନ କରାଯାଉଛି । ଧବଳେଶ୍ୱରଙ୍କ ଏହି ପ୍ରସିଦ୍ଧ ଯାତ୍ରାରେ ପୂର୍ବବର୍ଷ ଗୁଡ଼ିକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ…
ଓଡିଶାରେ ପଡିବ ନାହିଁ ବାତ୍ୟା ନିଭାରର ପ୍ରଭାବ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି । ତେବେ ଏହାର ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର…
ଭିତରକନିକାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ଇକୋ ରିଟ୍ରିଟ୍ ଅବସରରେ ଭାସମାନ ରେସ୍ତୋରାଁ
ଇକୋ ରିଟ୍ରିଟ୍ ଇକୋ ରିଟ୍ରିଟ୍ ଆସୁଛି ନୂଆ ରୂପରେ । ଚିରାଚରିତ ଧାରାରେ ଏହା ସୀମିତ ନରହି ଏଥର କିଛି ନୂତନ ରୂପରେଖ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । ସମୁଦ୍ରକୂଳ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ବିଳାସପୂର୍ଣ୍ଣ କଟେଜ୍ରେ ରାତ୍ରିଯାପନ ସହ ନିଆରା ଅନୁଭବ ନେଇ ଫେରିବେ…
ଶୀତଦିନେ ସାବଧାନ ନହେଲେ ବଢିପାରେ ସଂକ୍ରମଣ- ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା…
ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ୯୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩ଲକ୍ଷ ୫ହଜାର ୮୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।…