Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଓଡ଼ିଶାରେ ପହଞ୍ଚିଛି କରୋନା ଟିକା – ଏତିକି ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇ ପାରିବ ଏହି ଟିକା
ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଆମ ରାଜ୍ୟରେ ମଙ୍ଗଳବାରରେ ପହଞ୍ଚିଛି କୋଭିସିଲ୍ଡ କରୋନା ଟିକା । ଆଜି ଅପରାହ୍ନରେ ପୁଣେରୁ ଏକ ସ୍ୱତନ୍ତ୍ର ଘରୋଇ ବିମାନରେ ଏହି ଟିକା ସବୁ ଅଣାଯାଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ଭିତରେ ଟିକାଗୁଡ଼ିକୁ…
କୋଭିଡ୍ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଖୋଲିଛି
କୋଭିଡ୍ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଖୋଲିଛି । ସେହିପରି ଇଞ୍ଜିନିୟରିଂ କଲେଜ, ଓୟୁଏଟି ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷର ୟୁଜି ଏବଂ ପିଜିର ଶେଷବର୍ଷ…
୨୦୧୯-୨୦ ଆର୍ଥିକ ବର୍ଷପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ସେମାନଙ୍କର ସମ୍ପତ୍ତି…
୨୦୧୯-୨୦ ଆର୍ଥିକ ବର୍ଷପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ସେମାନଙ୍କର ସମ୍ପତ୍ତି ତାଲିକା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ମିଶି ପ୍ରାୟ ୬୪ କୋଟି ୯୮ ଲକ୍ଷ ୧୯ ହଜାର ୭୬୪ ଟଙ୍କା । ସି.ଏମ୍.ଓ. ୱେବ୍ ସାଇଟ୍ରେ…
୧୨ ତାରିଖ ପରଠାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମିବ
ପାଣିପାଗରେ ପରିବର୍ତ୍ତନ ଘଟି ଗତ କିଛିଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବାରେ ଲାଗିଛି । ତେବେ ଭୁବନେଶ୍ୱରସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦାରିଙ୍ଗିବାଡ଼ି ଏବଂ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୧୧ ଦଶମିକ ୫ ଡିଗ୍ରୀ ସେଲ୍ସିୟସ୍…
ଭୁବନେଶ୍ୱର-ବାଙ୍ଗିରିପୋଶି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର-ବାଙ୍ଗିରିପୋଶି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୨ ତାରିଖରୁ ଅପ୍ ଏବଂ ଡାଉନ୍ ଟ୍ରେନ୍ ଚଳାଚଳ କରିବ । ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୩୦ମିନିଟ୍ରେ ଏହି ଟେନ୍ଟି…
ଚଳିତବର୍ଷ ଶେଷ ସୁଦ୍ଧା ୫ ହଜାର ୬୫୪ କୋଟି ପୁଞ୍ଜି ନିବେଶରେ ପାରାଦ୍ୱୀପ ରିଫାଇନାରୀରେ ମନୋ ଏଥିଲିନ୍ ଗ୍ଲାଇକୋଲ…
ଚଳିତବର୍ଷ ଶେଷ ସୁଦ୍ଧା ୫ ହଜାର ୬୫୪ କୋଟି ପୁଞ୍ଜି ନିବେଶରେ ପାରାଦ୍ୱୀପ ରିଫାଇନାରୀରେ ମନୋ ଏଥିଲିନ୍ ଗ୍ଲାଇକୋଲ (ଏମ୍.ଇ.ଜି) ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଗୁଜୁରାଟର ହାଜରା ଠାରୁ…
ମେ ୩ତାରିଖରୁ ରାଜ୍ୟର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ
ଆସନ୍ତା ମେ ୩ତାରିଖରୁ ରାଜ୍ୟର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହା ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ’୧୫ରୁ ଆରମ୍ଭ ହୋଇ ଜୁନ ୧୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଦଶମଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ’ ୨ତାରିଖ…
ଓଡିଶାରୁ ଜାନୁଆରୀ ୧୦ରୁ ବିଶେଷ ଟ୍ରେନ୍
।
ଜାନୁଆରୀ ୧୦ରୁ ବିଶେଷ ଟ୍ରେନ୍
ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡା ଅତିରିକ୍ତ ବିଶେଷ ଟ୍ରେନ୍ ଚଳିତମାସ ୧୦ ତାରିଖରୁ ଚଳାଚଳ କରିବ । ଭୁବନେଶ୍ୱରରୁ ପୁଣେ ଏବଂ
ତିରୁପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ଥିବାବେଳେ ବିଶାଖାପାଟନମରୁ ସାଇନଗର ସିରିଡି, କୋଲାମ ଏବଂ ଚେନ୍ନାଇ ଏହି…
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର…
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ୩୫ଶହ କୋଟି ଟଙ୍କା ବ୍ୟୟରେ ଏହାକୁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନରେ ପରିଣତ କରାଯିବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ…
ଡାଲ୍ମିଆ ସିମେଂଟ୍ (ଭାରତ) ଲିମିଟେଡ୍ ପକ୍ଷରୁ ବେଙ୍ଗଲ୍ ସିମେଂଟ୍ ୱାର୍କ୍ସ୍ ୟୁନିଟ୍ରେ ୨.୩ ଏମ୍ଟିପିଏ…
ଭୁବନେଶ୍ୱର: ଡାଲ୍ମିଆ ସିମେଂଟ୍ (ଭାରତ) ଲିମିଟେଡ୍ ପକ୍ଷରୁ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରରେ ଥିବା ବେଙ୍ଗଲ୍ ସିମେଂଟ୍ ୱାକ୍ର୍ସ୍ରେ ୨.୩ ଏମ୍ଟିପିଏର କ୍ଷମତା ଯୋଡ଼ିବା ଲାଗି ୩୬୦ କୋଟି ଟଙ୍କାର ପୁଞ୍ଜିନିବେଶ ବିଷୟରେ ଘୋଷଣା କରାଯାଇଛି । କଂପାନିର ବ୍ୟବସାୟ ସ୍ତମ୍ଭ ଭାବେ ଏହି…