।
ଜାନୁଆରୀ ୧୦ରୁ ବିଶେଷ ଟ୍ରେନ୍
ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡା ଅତିରିକ୍ତ ବିଶେଷ ଟ୍ରେନ୍ ଚଳିତମାସ ୧୦ ତାରିଖରୁ ଚଳାଚଳ କରିବ । ଭୁବନେଶ୍ୱରରୁ ପୁଣେ ଏବଂ
ତିରୁପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ଥିବାବେଳେ ବିଶାଖାପାଟନମରୁ ସାଇନଗର ସିରିଡି, କୋଲାମ ଏବଂ ଚେନ୍ନାଇ ଏହି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।