Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଓଡିଶାକୁ ଆବଶ୍ୟକୀୟ ଟିକା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ରାଜ୍ୟ ସରକାର
-- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱସ୍ତରୀୟ ଟିକା ଉତ୍ପାଦନକାରୀମାନେ କେବଳ କେନ୍ଦ୍ର ସରକାରଙ୍କ ସହ କ୍ଷତିଭରଣା ରାଜିନାମା କରୁଥିବାରୁ ରାଜ୍ୟ ସରକାର କେନ୍ଦ୍ର ମନ୍ତ୍ରୀ
ଡା. ହର୍ଷବର୍ଦ୍ଧନଙ୍କୁ ଜାତୀୟସ୍ତରରେ ରାଜ୍ୟ…
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆଇବିଏର ସାମ୍ବାଦିକ ସମ୍ମିଳନୀ – କୋଭିଡ୍ ମହାମାରୀର ମୁକାବିଲା ଲାଗି ବିଭିନ୍ନ…
ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଅଧ୍ୟକ୍ଷ ଦୀନେଶ ଖାରା ଓ ଆଇବିଏର ଅଧ୍ୟକ୍ଷ ରାଜକିରଣ ରାୟ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ମେହତା ଆଜି ଏକ ଯୁ୍ଗ୍ମ ସାମ୍ବାଦିକ ସମ୍ମଳିନୀରେ କୋଭିଡ୍ ମହାମାରୀର ମୁକାବିଲା ଲାଗି ବିଭିନ୍ନ ପ୍ରକାର ସହାୟତା ଓ ରାଷ୍ଟ୍ରୟତ…
ଜାତିସଂଘ ସମର୍ଥିତ ପ୍ରଦୂଷଣ ଓ ପରିବେଶ ଉପରେ ପର୍ଯ୍ୟବେସିତ ପ୍ରଥମ ମ୍ୟୁଜିକ ଭିଡିଓ “ସମୁଦ୍ର ମନ୍ଥନ’
• ଓଡ଼ିଆ ଟିମ୍ ଦ୍ୱାରା ପ୍ରସ୍ତୁତ ଏହି ରୋମାଂଚକ ମ୍ୟୁଜିକ୍ ଭିଡିଓ ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର ମନ୍ଥନ ଉପରେ ଆଧାରିତ
ଭୁବନେଶ୍ୱର: ଲୋକପ୍ରିୟ ଭାଇରାଲ୍ ମ୍ୟୁଜିକ୍ ଭିଡିଓ “ଐଗିରି ନନ୍ଦୀନି'ର ପ୍ରଡକ୍ସନ ହାଉସ୍ ଅରୋମିରା ଏଟଂରଟେନ୍ମେଂଟ୍ ପକ୍ଷରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ…
ବାତ୍ୟା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ରୋକିବାପାଇଁ ରାଜ୍ୟ ସରକାର ଶକ୍ତିଶାଳୀ ବନ୍ଧ ନିର୍ମାଣ କରିବେ-୧୦ଟି ଜିଲ୍ଲାର…
ବାତ୍ୟା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ରୋକିବାପାଇଁ ରାଜ୍ୟ ସରକାର ଶକ୍ତିଶାଳୀ ବନ୍ଧ ନିର୍ମାଣ କରିବେ । ୧୦ଟି ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳକୁ ମଜବୁତ କରିବାପାଇଁ ୩୮୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବନ୍ଧ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ କରାଯିବ । ଏହି ପଥର ବନ୍ଧଗୁଡ଼ିକୁ ତାରଜାଲିରେ…
ଆସନ୍ତା ଜୁନ୍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ଲାଇନ୍ କ୍ଲାସ ଆରମ୍ଭ ହେବା…
ଆସନ୍ତା ଜୁନ୍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ଲାଇନ୍ କ୍ଲାସ ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଶ୍ରେଣୀଗୃହରେ ପାଠପଢ଼ା ସମ୍ଭବ ହେଉ ନଥିବାରୁ ଖରାଛୁଟି ପରେ…
ରାଜ୍ୟ ସରକାର ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା – ଡି.ଆର୍.ଡି.ଓ.ଠାରୁ ଟୁ-ଡି.ଜି. ଆଣ୍ଟି-କରୋନା ଔଷଧ…
ରାଜ୍ୟ ସରକାର ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା - ଡି.ଆର୍.ଡି.ଓ.ଠାରୁ ଟୁ-ଡି.ଜି. ଆଣ୍ଟି-କରୋନା ଔଷଧ କିଣିବେ । ୫ ହଜାର
ସ୍ୟାଚେଟ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ରୋଗୀଙ୍କ…
ରାଜ୍ୟରେ ମୋଟ ଟିକାକରଣ ୭୨ ଲକ୍ଷ ୭୮ ହଜାର ୬୬୦- ଦେଶରେ ୨୦ କୋଟି ୨୬ ଲକ୍ଷ ୯୫ ହଜାର ୮୭୪ ଜଣ ହିତାଧିକାରୀଙ୍କୁ କରୋନା…
ରାଜ୍ୟରେ ମୋଟ ଟିକାକରଣ ୭୨ ଲକ୍ଷ ୭୮ ହଜାର ୬୬୦କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ ୮୭ ପ୍ରତିଶତ ଦ୍ୱିତୀୟ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୨୫ ପ୍ରତିଶତ ପ୍ରଥମ ଓ ୯୦ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ସୂଚନା ମିଳିଛି ।…
ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର -ବାତ୍ୟା ୟାସ୍ ଯୋଗୁଁ ରାଜ୍ୟର ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲା ବେଶ୍ ପ୍ରଭାବିତ ହୋଇଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୨ଟା ୩୦ ମିନିଟ୍ରେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି…
ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତକାଲି ରାତ୍ରିରେ ଦେଶୀ ଡଙ୍ଗା ଓଲଟିବା ଘଟଣାରେ…
ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତକାଲି ରାତ୍ରିରେ ଦେଶୀ ଡଙ୍ଗା ଓଲଟିବା ଘଟଣାରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ମଧ୍ୟ ଆଉ ୨ ଜଣ ନିଖୋଜ ଅଛନ୍ତି । ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡ଼ା ପଂଚାୟତ କନ୍ଧଗୁଡା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ…
ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତୀ ଓଡ଼ିଶା ଉପକୂଳଦେଇ ଅତିକ୍ରମ କରିବ “ୟାଶ୍’
ଭୁବନେଶ୍ୱର : ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ଘୂର୍ଣ୍ଣିଝଡ “ୟଶ୍’ ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା…