Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ପୁରୀ ଶ୍ରୀମନ୍ଦିରର ୨୨ ପାହାଚର ମରାମତୀ କାର୍ଯ୍ୟ ଆରମ୍ଭ
ପୁରୀ ଶ୍ରୀମନ୍ଦିରର ୨୨ ପାହାଚର ମରାମତୀ କାର୍ଯ୍ୟ ଆରମ୍ଭ ହୋଇଛି । ବାଇଶି ପାହାଚର ବହୁ ସ୍ଥାନରେ ପାଣିପଶି ପୂରାତନ ପଥର ସଂଯୋଗ ସ୍ଥଳରେ ଫାଙ୍କମାନ ସୃଷ୍ଟି ହୋଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ.ଏସ୍.ଆଇ.ର ରିପୋର୍ଟ ଭିତ୍ତି କରି ଦୀର୍ଘ ୧୧ ମାସ ପରେ!-->…
ବଙ୍ଗୋପସାଗରରେ ଲଘୁଚାପ ସେପ୍ଟେମ୍ବର ୩ ଯାଏଁ ଏହି ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିଛି । ଆଜିଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ!-->!-->!-->…
ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାରମ୍ପରୀକ ରୀତିମତେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଆରମ୍ଭ ହୋଇଛି ।
ଶ୍ରୀମନ୍ଦିର ପରିସରରେ ଥିବା ଜଗମୋହନଠାରେ ଦୋଳିରେ ଝୁଲୁଥିବା ଶିଶୁପୁତ୍ର ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାପାଇଁ ପୁରୀରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଯାଇଛି । ଆନନ୍ଦ ଓ ଉଲ୍ଲାସ!-->…
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ । ଏ ନେଇ ପରୀକ୍ଷା ପରିଚାଳନା ସମିତିର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ଏଥିରେ ପରୀକ୍ଷା କିଭଳି କରାଯିବ ଓ ପ୍ରଶ୍ନପତ୍ର ଢାଞ୍ଚା ସମ୍ବନ୍ଧରେ ମଧ୍ୟ!-->…
ସୋମବାର ଜନ୍ମାଷ୍ଟମୀ ପଡୁଥିବାରୁ ଏହାକୁ ସରକାରୀ ଛୁଟି ଘୋଷଣା,ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ
ସରକାର ଆସନ୍ତା ସୋମବାର ଜନ୍ମାଷ୍ଟମୀ ପଡୁଥିବାରୁ ଏହାକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ପ୍ରତିଷ୍ଠାନ ବନ୍ଦ ରହିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
!-->!-->!-->…
କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବ୍ ଶୀଘ୍ର ପୂରଣ ହେବ
କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବ୍ ଶୀଘ୍ର ପୂରଣ ହେବ ଏବଂ ଏହି ପଦବୀ ନିଯୁକ୍ତିରେ ଅନ୍ୟାନ୍ୟ ପଛୁଆବର୍ଗ-ଓବିସି ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଗତକାଲି ନୂଆଦିଲ୍ଲୀଠାରେ ସର୍ବଭାରତୀୟ ଓବିସି ଛାତ୍ର ସଂଘର!-->…
ଏବେ ରେଳରେପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ- ୟୁପିଆଇ ଏବଂ ଭିମ୍ ଆପ୍ ବ୍ୟବହାର କଲେ ରିହାତି
(ୟୁପିଆଇ) ଆପ୍ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫ଧରିହାତି ପ୍ରଦାନ କରୁଛି
ଡିଜିଟାଲ୍ ଇଣ୍ଡିଆ ଅଭିଯାନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତୀକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଭୀମ୍ ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟସ୍!-->!-->!-->…
ଆସନ୍ତା ୯ ତାରିଖରୁ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ, ପଲିଟେକନିକ୍ ଆଦି ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଧୀରେଧୀରେ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବାବେଳେ ଆସନ୍ତା ୯ ତାରିଖରୁ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ, ପଲିଟେକନିକ୍ ଆଦି ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ହେଲେ କେବଳ ଶେଷ ବର୍ଷ!-->…
ମାଟ୍ରିକ୍ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ଦିଆଯିବା ଘଟଣାରେ…
ମାଟ୍ରିକ୍ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ଦିଆଯିବା ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗଣଶିକ୍ଷା ବିଭାଗ ସଚିବ ଏହି ମାମଲାର ତଦନ୍ତ କରିବେ । ସୂଚନା ଅନୁସାରେ ଚଳିତ ବର୍ଷ!-->…
ପର୍ଯ୍ୟଟକମାନଙ୍କ ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ
ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଚଳିତମାସ ନିମନ୍ତେ କରୋନା ମାର୍ଗଦର୍ଶିକା ଆସିବା ପରେ ବନବିଭାଗ ପକ୍ଷରୁ ଭିତରକନିକା ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି ।!-->…