Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଚୀନ୍ର ସମରାଭ୍ୟାସ ତାଇଓ୍ୱେନକୁ ଡରାଇବା ପାଇଁ କରୁଛି ଯୁଦ୍ଧାଭ୍ୟାସ
ଚୀନ୍ ପୀତ୍ତ ସାଗରର ଦକ୍ଷିଣାଞ୍ଚଳରେ ଗତ ୬ତାରିଖରୁ ବନ୍ଧୁକ ଚାଳନା ସମରାଭ୍ୟାସ କରୁଛି । ଏହି ସମରାଭ୍ୟାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଚୀନ୍ର ସାମୁଦ୍ରିକ ନିରାପତ୍ତା ପ୍ରଶାସନ ପକ୍ଷରୁ ଏକ ବିବୃତିରେ ଏହା କୁହାଯାଇଛି । ଏଥିସହିତ ଗତକାଲିଠାରୁ ବୋହାଇ ସାଗରର ଉତ୍ତରାଞ୍ଚଳରେ ମଧ୍ୟ ଚୀନ!-->…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା,
ପୁରୀ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର,
…
ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର,!-->…
ଭାରତୀୟ ମହାକାଶ ଉପଗ୍ରହ ପ୍ରକ୍ଷେପଣ ଯାନ ଏସ୍ଏସ୍ଏଲ୍ଭି ର ପ୍ରଥମ ପ୍ରକ୍ଷେପଣ ସେନ୍ସର ତ୍ରୁଟି ଯୋଗୁଁ କକ୍ଷପଥରେ…
ଭାରତୀୟ ମହାକାଶ ଗବେଷଣା ସଂଗଠନର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି ଲଘୁ ଉପଗ୍ରହ ପ୍ରକ୍ଷେପଣ ଯାନ ଏସ୍ଏସ୍ଏଲ୍ଭି ର ପ୍ରଥମ ପ୍ରକ୍ଷେପଣ ସେନ୍ସର ତ୍ରୁଟି ଯୋଗୁଁ କକ୍ଷପଥରେ ସ୍ଥାପନ ଅସଫଳ ହୋଇଛି ।
ଶ୍ରୀହରିକୋଟାର ଲଞ୍ଚପ୍ୟାଡରୁ ପ୍ରକ୍ଷେପଣ କରାଯାଇଥିବା ଏସ୍ଏସ୍ଏଏଲ୍ଭିବି-୧!-->!-->!-->…
ମଙ୍କିପକ୍ସ ରୋଗ ଆତଙ୍କ -ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା
ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା କରିଛି । ବିଶ୍ୱରେ ସବୁଠାରୁ ଆମେରିକାରେ ଅଧିକ ଲୋକଙ୍କୁ ମଙ୍କିପକ୍ସ ସଂକ୍ରମଣ ହୋଇଥିବାର ଜଣାପଡ଼ିଛି । ସେ ଦେଶର ସ୍ୱାସ୍ଥ୍ୟ ଓ ମାନବୀୟ ସେବା ମନ୍ତ୍ରୀ ଜାଭିଏର୍ ବେସେରା କହିଛନ୍ତି, ଏହି ଭୂତାଣୁକୁ!-->…
ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍ ଟ୍ୟାଙ୍କ୍-ବିଧ୍ୱଂସି ଗାଇଡେଡ୍ କ୍ଷେପଣାସ୍ତ୍ର ATGସଫଳ ପରୀକ୍ଷଣ
ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍ ଟ୍ୟାଙ୍କ୍-ବିଧ୍ୱଂସି ଗାଇଡେଡ୍ କ୍ଷେପଣାସ୍ତ୍ର ATGକୁ ଗତକାଲି ଅହମ୍ମଦା ନଗର ସଶସ୍ତ୍ର ବାହିନୀ କେନ୍ଦ୍ର ସମର୍ଥନରେ ଭାରତୀୟ ସେନାବାହିନୀର କେ.କେ. ରେଞ୍ଜ୍ ଏବଂ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂଗଠନ ପକ୍ଷରୁ ମୁଖ୍ୟ ଯୁଦ୍ଧବାହି ଟ୍ୟାଙ୍କ୍!-->…
୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି
ସରକାର କହିଛନ୍ତି, ୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଯେତେବେଳେ କୌଣସି ଭାରତୀୟ ଶ୍ରମିକଙ୍କର ବିଦେଶ ମାଟିରେ ମୃତ୍ୟୁ ଘଟିଥାଏ,!-->…
ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ-ଆସନ୍ତା ୨୪ ଘଂଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,…
ଆସନ୍ତା ୨୪ ଘଂଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା
ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ଥିବା ପାଣିପାଗ ବିଭାଗ ପକ୍ଷରୁ!-->!-->!-->…
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ମଙ୍କିପକ୍ସ ରୋଗୀ ଚିହ୍ନଟ
ହୋଇନାହାନ୍ତି
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି । ଲକ୍ଷଣ ଦେଖାଗଲେ କିମ୍ବା ସନ୍ଦେହ ହେଲେ ନିକଟସ୍ଥ ଡାକ୍ତରଖାନା, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ମଙ୍କିପକ୍ସ ପାଇଁ ଯେଉଁ ଗାଇଡ!-->…
ସରକାର କ୍ୟାଣ୍ଟନମେଣ୍ଟ୍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି
ସରକାର କ୍ୟାଣ୍ଟନମେଣ୍ଟ୍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି । ସେ କହିଛନ୍ତି, ବିଲ୍ର ଚିଠା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ କ୍ୟାଣ୍ଟନ୍ମେଣ୍ଟ ବୋର୍ଡ଼ଗୁଡ଼ିକ ପାଇଁ!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତ୍ର ଗାନ୍ଧିନଗରଠାରେ ଭାରତର
ପ୍ରଥମ ଆନ୍ତର୍ଜାତିକ ବୁଲିୟନ୍ ଏକ୍ସଚେଞ୍ଜ୍ର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତ୍ର ଗାନ୍ଧିନଗରଠାରେ ଭାରତର ପ୍ରଥମ ଆନ୍ତର୍ଜାତିକ ବୁଲିୟନ୍ ଏକ୍ସଚେଞ୍ଜ୍ର ଶୁଭାରମ୍ଭ କରିଛନ୍ତି । ଗୁଜୁରାତ୍ ଇଣ୍ଟରନ୍ୟାସନାଲ୍ ଫାଇନାନ୍ସ ଟେକ୍ ସିଟିଠାରେ ଏହାକୁ ସ୍ଥାପନ କରାଯାଇଥିଲା । ସେ ମଧ୍ୟ NSE IFSC-SGX C ଶୁଭାରମ୍ଭକରିଛନ୍ତି ଓ!-->…