Browsing Category

ଖବର

ଇକୋ ରିଟ୍ରିଟ କୋଣାର୍କ ଠାରେ ସଫଳତାର ସହ ଶେଷ ହେଲା ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର: ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ଦିବସରେ ୫୫ ଜଣ ବିଦେଶୀ ଟୁର୍ ଅପରେଟର (ଏଫଟିଓ) ଓ ଓଡ଼ିଶାର ୫୦ରୁ ଅଧିକ ବିକ୍ରେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଆଲୋଚନା, ନେଟୱାର୍କିଂ ସୁଯୋଗ ଏବଂ ସମ୍ଭାବ୍ୟ ଯାତ୍ରୀଙ୍କ ନିକଟରେ ଏହି ଗନ୍ତବ୍ୟସ୍ଥଳଗୁଡ଼ିକୁ

ରୟାଲ ଷ୍ଟାଗ୍ ବୁମ୍‌ବକ୍ସର ୨ୟ ସଂସ୍କରଣର ଘୋଷଣା

ଭୁବନେଶ୍ୱର: ‘ଲିଭିଙ୍ଗ ଇଟ୍ ଲାର୍ଜ’ର ଉତ୍ସାହକୁ ପାଳନ କରି ରୟାଲ ଷ୍ଟାଗ୍ ପକ୍ଷରୁ ରୟାଲ ଷ୍ଟାଗ୍ ବୁମ୍‌ବକ୍ସର ୨ୟ ସଂସ୍କରଣର ଉପସ୍ଥାପନ କରାଯାଇଛି ଯାହା ହେଉଛି ଏକ ପ୍ରଥମ ଧରଣର ସଙ୍ଗୀତ ମହୋତ୍ସବ ଯେଉଁଠାରେ ବଲିଉଡର ସବୁଠାରୁ ଲୋକପ୍ରିୟ ସଙ୍ଗୀତଗୁଡିକ ହିପ୍‌ହପ୍‌ର ଉତ୍ସାହଜନକ ବିଟ୍‌କୁ

ଓଡିଶା ଟ୍ରାଭେଲ ବଜାର୍‌ର ୨ୟ ଦିନ: ବିଦେଶୀ ଟୁର ଅପରେଟର ଏବଂ ଇଣ୍ଡଷ୍ଟ୍ରି ଷ୍ଟେକହୋଲ୍ଡର ମାନଙ୍କ ମଧ୍ୟରେ ରାଉଣ୍ଡଟେବୁଲ…

ଭୁବନେଶ୍ୱର, ୦୮ ଫେବୃଆରୀ ୨୦୨୪: ୨ୟ ଦିନରେ ଆଜି ଓଡିଶା ଟ୍ରାଭେଲ ବଜାର୍ ନିବେଶକଙ୍କ ସହିତ ଶିଳ୍ପ ହିତାଧିକାରୀମାନଙ୍କର ରାଉଣ୍ଡଟେବୁଲ, ବି୨ଜି ବୈଠକ ଏବଂ ଓଡିଶାର ୭୦ଟି ଡିଟିଓ ଓ ୫୦ରୁ ଅଧିକ ସେଲରଙ୍କ ମଧ୍ୟରେ ଢାଂଚାଗତ ବୈଠକର ସାକ୍ଷୀ ହୋଇଥିଲା । ଏହାଛଡା ଇକୋ

୫ମ ଓଡିଶା ଟ୍ରାଭେଲ ବାଜାର ୨୦୨୩-୨୪ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉଦଘାଟନୀ ଦିବସରେ ୭୦ରୁ ଅଧିକ ଘରୋଇ ଟୁର୍ ଅପରେଟରଙ୍କ ଅଂଶଗ୍ରହଣ ଭୁବନେଶ୍ୱର, ୦୭ ଫେବୃଆରୀ ୨୦୨୪:  ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ ବାଜାରର ୫ମ ସଂସ୍କରଣର ଉଦଘାଟନ କରିଛନ୍ତି । ଏହି ତିନି ଦିବସୀୟ

ଫେବୃଆରୀ ୭ ତାରିଖରେ ତିନିଦିନିଆ ଓଡିଶା ଟ୍ରାଭେଲ ବାଜାର୍ ୨୦୨୩-୨୪ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ…

ଭୁବନେଶ୍ୱର : ଭାରତ ଓ ସମଗ୍ର ବିଶ୍ୱରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ମିଳିତ ଭାବେ ଆସନ୍ତା ଫେବୃଆରୀ ୭ରୁ୯ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ

ତତ୍ୱ ଟେକ୍ନୋଲୋଜିସ୍ ପକ୍ଷରୁ ବିଭିନ୍ନ ସାମାଜିକ ଦାୟତ୍ୱବୋଧ କାର୍ଯ୍ୟକ୍ରମ

ଫେବୃଆରୀ ୪ ତାରିଖରେ ତତ୍ୱ ଟେକ୍ନୋଲୋଜିସ୍‌ର ୨୨ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଆଇଟି କମ୍ପାନି, ତତ୍ୱ ଟେକ୍ନୋଲୋଜିସ୍ ଉତ୍କର୍ଷର ୨୨ତମ ବର୍ଷ ପାଳନ କରୁଛି । ୨୦୨୪ ଫେବୃଆରି ୪ ତାରିଖରେ ଏହା ୨୨ତମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି । ତେବେ ଏହି ଉତ୍ସବ ପାଳନ

ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଗଜପତି : ଗଜପତି ଜିଲ୍ଲାର ଆବାସିଂ ଗ୍ରାମର ଜଣେ ୨୫ ବର୍ଷୀୟା ମହିଳା, ସଜନୀ ଭୂୟାଁ ଜ୍ୱରରେ ପୀଡିତ ଥିଲେ ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ସଂକ୍ରାନ୍ତରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଖରାପ ରାସ୍ତା କାରଣରୁ ତାଙ୍କୁ ହସ୍ପିଟାଲ ନେବାରେ ସମସ୍ୟା

ରାଜ୍ୟ ଇଲେକ୍ଟ୍ରୋପାଥିକ୍ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, ୨୧ ଜାନୁଆରି ୨୦୨୪: ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସା ବିଜ୍ଞାନର ଜନକ କାଉଂଟ୍ ସିଜର ମେଟିଙ୍କ ୨୧୫ତମ ଜୟନ୍ତି ପାଳନ ଅବସରରେ ରାଜ୍ୟ ଇଲେକ୍ଟ୍ରୋପାଥିକ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଭୂବନେଶ୍ୱରର ସୂଚନା ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ଆୟୋଜନ କରାଯାଇଛି ।

ଡାବର ଚୱନପ୍ରାଶ ପକ୍ଷରୁ ସାଇନ୍ସ ଇନ ଆକ୍ସନ କ୍ୟାମ୍ପେନ୍‌ ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପକ୍ଷରୁ ଉପଭୋକ୍ତାମାନଙ୍କୁ ଆୟୁର୍ବେଦ ଓ ସୁସ୍ଥ ଜୀବନଶୈଳୀର ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ ଲଂଚ୍ କରାଯାଇଛି । ଏହା ଆୟୁର୍ବେଦ ପଛରେ ରହିଥିବା ବିଜ୍ଞାନ

ଓଡିଶାରେ ସ୍ୱାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧିତ କରିବା ପାଇଁ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ସ୍ୱତନ୍ତ୍ର…

ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ନିଜର ମଜଭୁତ ମଲ୍ଟି-ଚ୍ୟାନେଲ ଡିଷ୍ଟ୍ରିବ୍ୟୁଶନ ନେଟ୍‌ୱର୍କ ଓ ମଲ୍ଟି-ପ୍ରଡକ୍ଟ ଅଫରିଙ୍ଗ ସହିତ ଓଡିଶାରେ ଏହାର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି । ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବା ଓ ରୋଗୀମାନଙ୍କୁ ସେବା