Browsing Category

ଖବର

ପ୍ରଧାନମନ୍ତ୍ରୀ ମୋଦି କଣ ଗଡସେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି ? କେତେ ସତ କେତେ ମିଛ ?

ଫେକୁ ଏକ୍ସପ୍ରେସ ନାମକ ଏକ ଫେସବୁକ ପେଜ ରହିଛି । ଏହା ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥାଏ । କେତେକ କ୍ଷେତ୍ରରେ ଏହାର ସମାଲୋଚନା ଗଠନମୂଳକ ଓ ସତ୍ୟଆଧାରିତ ଥିବାବେଳେ ଆହୁରି କେତେକ କ୍ଷେତ୍ରରେ ଏହା କେବଳ ସମାଲୋଚନା କରିବା ଲକ୍ଷ୍ୟରେ ସମାଲୋଚନା କରିଥାଏ…

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ଝିଅଙ୍କର ବାଜିମାତ ,www.bseodisha.nic.in ରେ ପରୀକ୍ଷା ଫଳ ଉପଲବ୍ଧ

 ୨୦୧୭-୧୮ ଶିକ୍ଷା ବର୍ଷ ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଛି। ଏଥିରେ ୭୬.୨୩ ପ୍ରତିଶତ ପାସ୍‌ ହୋଇଛନ୍ତି । ମଧ୍ୟାହ୍ନ ୧୨ଟାରୁ ମାଟ୍ରିକ ପରୀକ୍ଷାଫଳ www.bseodisha.ac.in ଏବଂ www.bseodisha.nic.in ୨ଟି ୱେବସାଇଟରେ ଉପଳବ୍ଧ ହେବ। ମୋବାଇଲ ଫୋନରେ ମେସେଜ କରି…

ଇନସାଇଟ୍‌ ମଙ୍ଗଳ ଯାନ ଛାଡିଲା ଆମେରିକା, ସେ ଗ୍ରହରେ କେମିତି କାମ କରିବା ଯାନ ଦେଖନ୍ତୁ ଭିଡିଓ

ଆମେରିକାର ମହାକଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ଗ୍ରହକୁ ଇନ୍‌ସାଇଟ୍‌ ନାମକ ମଙ୍ଗଳଯାନ ଛାଡିଛି । ଏଥିପାଇଁ ଭାରତୟୀ ମୁଦ୍ରାରେ ପ୍ରାୟ ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମଙ୍ଗଳାନ ଚଳିତ ବର୍ଷ ନଭେମ୍ବର ୨୬ ତାରିଖର ମଙ୍ଗଳ ଗ୍ରହରେ ଅବତରଣ କରିବ । ସେଠାରେ ଳରେ ୧୦ରୁ ୧୫ ଫୁଟ ଗଭୀର ଗାତ…

କେମିତି କାମ କରିଥାଏ କିଡନୀ ଦେଖନ୍ତୁ ଭିଡିଓ

ମଣିଷ ଶରୀରର ଏକ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ହେଉଛି ବୃକକ ବା କିଡନୀ । ବଞ୍ଜି ରହିବା ପାଇଁ ପାଣିର ଆବଶ୍ୟକତା ରହିଛି । ରକ୍ତରୁ ୟୁରିଆ ଓ ଅନ୍ୟ ବର୍ଜ୍ୟ ବସ୍ତୁକୁ କିଡନୀ ପରିଷ୍କାର କରିଥାଏ । ଶରୀରରେ ବିଭିନ୍ନ ଆବଶ୍ୟକୀୟ ଲବଣ ମାତ୍ରାର ସନ୍ତୁଳନ ରକ୍ଷା କରେ , ନିମ୍ନ ଲିଙ୍କରେ କିଡନୀର କାର୍ଯ୍ୟ…

ବନ୍ଧୁକ ଧରିଥିବା ଡକାୟତକୁ ନିର୍ଧିୁମ ପିଟିଲେ ବୃଦ୍ଧ, ପୋଷାକ ଖୋଲି ପଳାଉଥିବା ବେଳେ ପୁଣି ମାଡ, ଦେଖନ୍ତୁ ଭିଡିଓ

ଡକାୟତଙ୍କୁ ଦେଖିଲେ କେହି ବି ଡରି ଯିବେ । ହେଲେ ଏକ ଦୋକାନରେ ବନ୍ଧୁକ ଧରି ଡକାୟତ ଧମକାଉଥିବା ବେଳେ ଟୋପି ପିନ୍ଧିଥିବା ଜଣେ ବୃଦ୍ଧ ତାଙ୍କୁ ନିର୍ଧିୁମ ମାଡ ମାରିଥିଲେ ଡକାୟତ ପୋଷାକ ଖୋଲି ପଳାଉଥିବା ବେଳେ ଧରା ପଡି ଆହୁରି ମାଡ ଖାଇଛି , ତଳେ ଲିଙ୍କରେ ଏହାର ଭିଡିଓ ଦିଆଯାଇଛି ।…

“ଆମେ ହିନ୍ଦୁ, ଆମ ଘରକୁ କଂଗ୍ରେସ ଲୋକ ଆସିବା ମନା” କର୍ଣ୍ଣାଟକର ଏହି ଗାଁଲୋକେ ନିଜ ଘର କବାଟରେ…

ଆଜିକାଲି କଂଗ୍ରେସ ଦଳ ଏକ ଅଜବ ସ୍ଥିତି ଦେଇ ଗତି କରୁଛି । ମୁସଲିମ ତୁଷ୍ଟୀକରଣ ଆରୋପ ଏହି ଦଳ ଉପରେ ବହୁଦିନରୁ ଲାଗି ଆସୁଛି । ଏଥିପାଇଁ ଦଳ ଏବେ ନିଜର ହିନ୍ଦୁମାନଙ୍କ ହିତୈଷୀ ଭାବେ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । ସେଥିପାଇଁ ଦଳର ସଭାପତି ରାହୁଲ ଗାନ୍ଧି ଏ ମନ୍ଦିରରୁ ସେ…

ଶିଶୁ ପ୍ରାରମ୍ଭରୁ ଜନ୍ମ ଯାଇଁ ଗର୍ଭରେ କିପରି ବଢିଥାଏ, ଦେଖନ୍ତୁ ଥ୍ରୀଡି ଭିଡିଓ

ଭଗବାନଙକ ସୃଷ୍ଟିରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି ମାଆ. ନିଜର ଶିଶୁକୁ ଗର୍ଭରେ ଧାରଣ କରି ବହୁ କଷ୍ଟ ସ୍ୱୀକାର ସତ୍ତ୍ୱେ ଜନ୍ମ ଦେଇଥାଏ । ଏହା ପରେ ବି ତାହାର ଲାଳନ ପାଳନ କରେ । ତେବେ ଗର୍ଭସ୍ଥ ଶିଶୁ କିପିରି ବୃଦ୍ଧି ପାଇଥାଏ ଦେଖନ୍ତୁ ଭିଡିଓ

ପୃଥିବୀ ଚଟକା ହୋଇଥିଲା କଅଣ ହୋଇଥାଆନ୍ତା , ଦେଖନ୍ତୁ ଭିଡିଓ

ପୃଥିବୀ ଗୋଲ . କମଳା ଲେମ୍ବୁ ପରି । ମାତ୍ର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଅଧିକାଂଶ ଜିନଷ ପୃଥିବୀ ଉପରେ ରହିଛି । ଆମେ ବସବାସ କରି ପାରୁଛେ । ତେବେ ପୃଥିବୀ ଯଦି ଚଟକା ହୋଇଥାଆନ୍ତା ତେବେ କଅଣ ହୋଇଥାଆନ୍ତା । ଦେଖନ୍ତୁ ଭିଡିଓ । ନିମ୍ନରେ ଭିଡିଓ ଅଛି

ଦେଖନ୍ତୁ କେମିତି ନେଉଛନ୍ତି ସ୍ନେକ ମସାଜ, ସାପ କରୁଛି ମାଲିସ

ନ୍ୟୁୟର୍କ ଏବେ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ମାଲିସ ବ୍ୟବସ୍ଥା ପ୍ରଚଳିତ ରହିଛି । ମାଲିସ ଶରୀର ପ୍ରତି ଅତି ଭଲ । ଏହା ମାଂସପେଶୀରେ ରକ୍ତ ସଂଚାଳନ କରାଇଥାଏ । ଆମେରିକାରେ ଏବେ ସ୍ନେକ ମସାଜ ବା ସାପ ମାଲିସ୍‌ ଲୋକପ୍ରିୟ ହେବାରେ ଲାଗିଛି । ଏଥିରେ ଲୋକମାନେ ଶୋଇବା ପରେ ବଡ ବଡ ଅଜଗର…