ଦେଖନ୍ତୁ କେମିତି ନେଉଛନ୍ତି ସ୍ନେକ ମସାଜ, ସାପ କରୁଛି ମାଲିସ

ଦେଖନ୍ତୁ କେମିତି ନେଉଛନ୍ତି ସ୍ନେକ ମସାଜ, ସାପ କରୁଛି ମାଲିସ

0 655

ନ୍ୟୁୟର୍କ ଏବେ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ମାଲିସ ବ୍ୟବସ୍ଥା ପ୍ରଚଳିତ ରହିଛି । ମାଲିସ ଶରୀର ପ୍ରତି ଅତି ଭଲ । ଏହା ମାଂସପେଶୀରେ ରକ୍ତ ସଂଚାଳନ କରାଇଥାଏ । ଆମେରିକାରେ ଏବେ ସ୍ନେକ ମସାଜ ବା ସାପ ମାଲିସ୍‌ ଲୋକପ୍ରିୟ ହେବାରେ ଲାଗିଛି । ଏଥିରେ ଲୋକମାନେ ଶୋଇବା ପରେ ବଡ ବଡ ଅଜଗର ସାପଙ୍କୁ ତାଙ୍କ ଉପରେ ଛଡା ଯାଉଛି । ଆଉ ଏହାପରେ ଆରମ୍ଭ ହେଉଛି ମାଲିସ୍‌ ତଳେ ଏହାର ଭିଡିଓ ଲିଙ୍କ ଅଛି ଦେଖନ୍ତୁ ଭିଡିଓ

Leave A Reply