Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଏବେ ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ହେବେ ବାହର
ନୂଆଦିଲ୍ଲୀ .- ଭାରତରେ ବହୁ ଦିନରୁ ବେଆଇନ୍ ଭାବେ ବସବାସ କରୁଥିବା ଲୋକଙ୍କୁ ବାହାର କରିଦିଆଯିବ । ଅନ୍ତର୍ଜାତୀୟ ଆଇନ୍ ଆଧାରରେ ଏଭଳି ପଦକ୍ଷେପ ନିଆଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି ।
ରାଜ୍ୟସଭାରେ ଆସାମରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ରାଷ୍ଟ୍ରୀୟ ନାଗରିକତା…
ଜାତୀୟ ମେଡ଼ିକାଲ କମିଶନ ବିଲ୍କୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ . - ଜାତୀୟ ମେଡ଼ିକାଲ କମିଶନ ବିଲ୍ ୨୦୧୯ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବିଲ୍ ଆଇନ୍ରେ ପରିଣତ ହେଲେ ବର୍ତ୍ତମାନ ପ୍ରଚଳିତ…
ଓଡିଶୀ ନୃତ୍ୟଗୁରୁ ସୋନାଲ୍ ମାନ୍ସିଂ ପାଇବେ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର
ନୂଆଦିଲ୍ଲୀ . - ଓଡିଶୀ ନୃତ୍ୟଗୁରୁ ସୋନାଲ୍ ମାନ୍ସିଂ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଡିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଓଡିଶୀ ନୃତ୍ୟଶିଳ୍ପୀ ସୁରୁପା ସେନ୍ ଓ ଛଉନୃତ୍ୟ ପାଇଁ ତପନ କୁମାର…
ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
ଭୁବନେଶ୍ୱର . - ଓଡିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।
ବିଶ୍ୱ ଭୂଷଣ ହରିଚନ୍ଦନ ୧୯୭୧ ମସିହାରେ ରାଜନୀତିରେ ଯୋଗଦେଇଥିଲେ ତେବେ…
୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର - ରାଜ୍ୟରେ ଆସନ୍ତା ୪ଦିନ ଧରି ବର୍ଷା ଲାଗି ରହିବା ସହ ପଶ୍ଚିମ, ଦକ୍ଷିଣଓଡ଼ିଶାରେ କୋହଲା ପାଗ ରହିବ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ବଡ ବର୍ଷାର ଆଶଙ୍କା ନାହିଁ…
ବୁଧବାରର ମୁଖ୍ୟ ସମ୍ବାଦ
କଲିକତାର ହାୱଡାରେ ସଡ଼କ ଦୁର୍ଘଟଣାରେ ୫ ଓଡ଼ିଆ ଯୁବକଙ୍କ ମୃତ୍ୟୁ ।
ଜୁଲାଇ ୨୦ରେ ପାଟକୁରାରେ ମତଦାନ । - ପ୍ରଚାର ପାଇଁ ପାଟକୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ଜୁଲାଇ ୧୮ ତାରିଖ ପ୍ରଚାରର ଶେଷ ଦିନ ।
ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ…
ବିହାର-ଆସାମ-ଉତ୍ତରପ୍ରଦେଶ ବନ୍ୟାରେ ୬୫ ମୃତ
ନୂଆଦିଲ୍ଲୀ: ବିହାର, ଆସାମ ଓ ଉତ୍ତର ପ୍ରଦେଶରେ ବନ୍ୟା ଯୋଗୁଁ ଉଦବେଗଜନକ ପରିସ୍ଥିତି ଦେଖାଯାଇଛି । ବିହାର ୧୬ଟି ଜିଲ୍ଲାରେ ୩୪ ଜଣ, ଉତ୍ତରପ୍ରଦେଶରେ ୧୪ ଜଣ ଓ ଆସାମରେ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଆସାମରେ ବନ୍ୟା ଯୋଗୁଁ ୭୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବିହାରରେ ୪୩ ଲକ୍ଷ ଲୋକ…
ଆଜି ଆଂଶିକ ଚନ୍ଦ୍ରଗହଣ: ଅପରାହ୍ଣ ୪ଟାରେ ବନ୍ଦ ହେବ ୪ ଧାମର କବାଟ
କୋଲକାତା: ଦେଶରେ ମଙ୍ଗଳବାର ବିଳମ୍ବିତ ରାତି ଠାରୁ ବୁଧବାର ଭୋର ୪ଟା ୩୦ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ । ଏହି ଗ୍ରହଣ ମଙ୍ଗଳବାର ବିଳମ୍ବିତ ରାତି ୧ଟା ୩୧ ମିନିଟ ପୂର୍ବରୁ ହେବ । ଏଥି ପାଇଁ ଆଜି ଅପରାହ୍ଣ ସାଢ଼େ ୪ଟାରୁ ପାକତ୍ୟାଗ ବିଧି ରହିଛି । ଆଂଶିକ ଚନ୍ଦ୍ରଗ୍ରହଣ ରାତି ସାଢ଼େ…
ଅକ୍ଟୋବରରୁ ସହଜରେ ମିଳିବ ଟ୍ରେନ ଟିକେଟ
ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀମାନେ ସଂରକ୍ଷିତ ସିଟକୁ ନେଇ ଅନେକ ସମୟରେ ଅଭିଯୋଗ ଆଣିଥାନ୍ତି । ମାତ୍ର ଆଗାମୀ ଅକ୍ଟୋବରରୁ ଟ୍ରେନ ଯାତ୍ରୀମାନଙ୍କ ପାଇଁ ଏହି ସମସ୍ୟା ରହିବ ନାହିଁ । ଅକ୍ଟୋବରରୁ ଟ୍ରେନମାନଙ୍କରେ ସବୁଦିନେ ଅତିରିକ୍ତ ଚାରି ଲକ୍ଷ ସିଟ ମିଳିବ ।
ନୂତନ ଜ୍ଞାନ କୌଶଳକୁ ଗ୍ରହଣ…
ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କ ସମ୍ମୁଖରେ ଉପସ୍ଥିତ ରୁହନ୍ତୁ ବିଦ୍ରୋହୀ ବିଧାୟକ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କର୍ଣ୍ଣାଟକର ୧୦ ଜଣ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଶୁଣାଣୀ କରି ସୁପ୍ରିମକୋଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି, ନିଜର ଇସ୍ତଫାର ନିଷ୍ପତ୍ତି ସଂପର୍କିତ ସୂଚନା ଗୁରୁବାର ସନ୍ଧ୍ୟା ୬ଟା ମଧ୍ୟରେ ବାଚସ୍ପତିଙ୍କ ସମ୍ମୁଖରେ ଉପସ୍ଥିତ ରହି କୁହନ୍ତୁ । ଏହା ପରେ ବାଚସ୍ପତିଙ୍କୁ…